ନୂଆଦିଲ୍ଳୀ: ଏଚ୍‌୩ଏନ୍‌୨ର ସବ୍‌ଟାଇପ୍‌ ଇନ୍‌ଫ୍ଲୁଏଞ୍ଜା ମାମାଲାରେ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ସ୍ବାଇନ୍‌ ଫ୍ଲୁ ବା ଏଚ୍‌୧ଏନ୍‌୧ର କିଛି ମାମଲା ବି ଚିହ୍ନଟ ହେଉଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ତଥ୍ୟ ପ୍ରକାଶ କରାଯାଇଛି। ତଥ୍ୟ ଅନୁସାରେ, ଫେବୃଆରୀ ସୁଦ୍ଧା ସମୁଦାୟ ୯୫୫ଟି ଏଚ୍‌୧ଏନ୍‌୧ ମାମଲା ଚିହ୍ନଟ ହୋଇଛି। ସର୍ବାଧିକ ମାମଲା ତାମିଲନାଡୁରେ ଚିହ୍ନଟ ହୋଇଛି। ତାମିଲନାଡୁରେ ଏବେ ସୁଦ୍ଧା ୫୪୫ଟି ମାମଲା […]

ନୂଆଦିଲ୍ଲୀ: ‘ଏଚ୍‌୩ଏନ୍‌୨’ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତର ହରିୟାଣା ଏବଂ କର୍ଣ୍ଣାଟକରେ ୨ଜଣଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ପ୍ରଥମ ମୃତ୍ୟୁ କର୍ଣ୍ଣାଟକ ଏବଂ ଦ୍ଵିତୀୟ ମୃତ୍ୟୁ ହରିୟାଣାରେ ହୋଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ‘ପିଟିଆଇ’ ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ‘ଏଚ୍‌୩ଏନ୍‌୨’ ଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପ୍ରଥମ ବ୍ୟକ୍ତିଜଣକ ହେଉଛନ୍ତି ଜଣେ ୮୨ ବର୍ଷିୟ ବୃଦ୍ଧ। କର୍ଣ୍ଣାଟକ […]

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଦେଶର ପ୍ରଥମ ନାଜାଲ କୋଭିଡ ଟିକା ଇନକୋଭାକକୁ ଲଞ୍ଚ କରାଯାଇଛି। ଏହି ଟିକା ନାକରେ ଦିଆଯିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ଟିକାକୁ ଲଞ୍ଚ କରିଛନ୍ତି। ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଗତ ଶନିବାର ଦିନ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଏଲା […]

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ, ବିଶେଷ କରି ଚୀନରେ ପୁଣି ଥର କରୋନା ଭାଇରସ୍‌ ତା’ର କାୟା ବିସ୍ତାର କରିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଉଛି। ଏହି ମକ୍‌ ଡ୍ରିଲ୍‌ ସମୟରେ ଦେଶର ସବୁ ସ୍ବାସ୍ଥ୍ୟାନୁଷ୍ଠାନମାନେ ନିଜ ନିଜର ମାନବ ସମ୍ବଳ ସ୍ଥିତି, ମହଜୁଦ ଔଷଧ, ପରୀକ୍ଷା କିଟ୍‌, ରିଏଜେଣ୍ଟ ସ୍ଥିତି, ଶଯ୍ୟା, ଅକ୍ସିଜେନ୍ ପ୍ଲାଣ୍ଟ, ଭେଣ୍ଟିଲେଟର ଆଦି ସଂପର୍କରେ ସୂଚନା ପ୍ରଦାନ […]

ବେଜିଙ୍ଗ୍‌: ମାତ୍ର ୨୦ ଦିନରେ ୨୫ କୋଟି ସଦ୍ୟ ସଂକ୍ରମଣ ହୋଇଥିବା କଥା ‘ଲିକ୍‌’ ହୋଇଥିବା କାଗଜପତ୍ରରୁ ପ୍ରଘଟ ହୋଇଯିବା ପରେ ଦୈନିକ କୋଭିଡ୍‌ ଗଣନା ପ୍ରକାଶନ ବନ୍ଦ ରଖିବାକୁ ଚୀନ୍‌ ଘୋଷଣା କରିଛି ବୋଲି କୁହାଯାଉଛି। ଗତ ୩ ବର୍ଷରୁ ଅଧିକ କାଳ ହେବ ଦେଶର ଦୈନିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ପ୍ରକାଶ କରୁଥିବା ଚୀନ୍‌ର ‘ନ୍ୟାସ୍‌ନାଲ୍‌ ହେଲ୍‌ଥ୍‌ କମିସନ୍’ ଆଜିଠାରୁ ଆଉ ସେଭଳି ତଥ୍ୟ ପ୍ରକାଶ କରିବ […]

ଭୁବନେଶ୍ୱର: ରାଜ୍ୟରେ ଚୀନ ଭାରିଏଣ୍ଟ ଚିହ୍ନଟ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଚୀନ ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ। ଅନ୍ୟ ଦେଶରେ ବଢୁଛି, କିନ୍ତୁ ଆମର ସେଭଳି ସ୍ଥିତି ନାହିଁ। କିନ୍ତୁ ଭବିଷ୍ୟତରେ ଯେ ଆମର ବଢ଼ିବ ନାହିଁ ତାହା କହିବ ହେବନି। ତେଣୁ ଲକଡାଉନ ଓ ସଟଡାଉନରୁ ବର୍ତ୍ତିବାକୁ ହେଲେ କୋଭିଡ ନିୟମ ମାନିବାକୁ ପଡିବ। ମାକ୍ସ ପିନ୍ଧିବା […]

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍‌ ଓମିକ୍ରନ୍‌ର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଓମିକ୍ରନ୍‌ ଭାରିଆଣ୍ଟର ବିଏଫ୍‌.୭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଗୁଜରାଟରେ ୨ ଜଣ ଏବଂ ଓଡ଼ିଶାରେ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ବିଏଫ୍‌.୭ ଭାରିଏଣ୍ଟ କିଛି ଦିନ ହେଲା ଚୀନ୍‌ରେ ଆତଙ୍କ ସୃଷ୍ଟି କରୁଛି। ବିଦେଶରେ କୋଭିଡ ଉଗ୍ର […]

ବେଜିଂ: ଚୀନରେ କରୋନା ମହାମାରୀ ଏବେ ହୁ ହୁ ହୋଇ ବଢିବାକୁ ଆରମ୍ଭ କରିଛି। କଠୋର କୋଭିଡ୍ ପ୍ରତିବନ୍ଧକକୁ ହଟାଇ ଦେବା ପରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିବାରେ ଲାଗିଛି। ଏହା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଆସନ୍ତା ମାସରେ ଚୀନ୍‌ର ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି। ଆସନ୍ତା ତିନିମାସ ମଧ୍ୟରେ ଚୀନ୍‌ର ୬୦% ରୁ […]

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୨୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ୪ ହଜାର ତଳେ ରହିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୭୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ପିଛିଲା ଭାବେ କେରଳ ଯୋଗ […]

ବେଜିଂ : ଚୀନରେ କଠୋର କୋଭିଡ କଟକଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଲୋକମାନେ ଧୀରେ ଧୀରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ ଓ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି। ଦୁଇ ଦିନ ପୂର୍ବେ ସିଜିଆନ ପ୍ରଦେଶରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହେବା ପରେ ଶନିବାର ଦିନ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକମାନଙ୍କ ଅଭିଯୋଗ ଅନୁସାରେ ଆପାର୍ଟମେଣ୍ଟରେ ନିଆଁ […]

Social media & sharing icons powered by UltimatelySocial