ରାଜଧାନୀରୁ ଚିହ୍ନଟ ହେଲେ ୩୭୧ ଜଣ କରୋନା ଆକ୍ରାନ୍ତ

ରାଜଧାନୀରୁ କରୋନା

ଭୁବନେଶ୍ବର: ଗତ ୨୪ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୩୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ୩୭୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୦୮ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୬୩ଜଣ ରହିଛନ୍ତି। ତେବେ ଭୁବନେଶ୍ବରରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮୦୬୬ ରହିଥିବା ବେଳେ ସକ୍ରିୟ ମାମଲା ୧୯୮୮ ରହିଛି। ସେହିପରି ୯୫୩୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏଥିରେ ୭୫୧ଜଣଙ୍କ ମୃତ୍ୟୁ ହୋଇଛି।

Share Now:

Kalinga News Beuro

Next Post

ଦୈନିକ ଭାସ୍କର ଫାଙ୍କିଛି ୭ ଶହ କୋଟି ଟଙ୍କାର ଟ୍ୟାକ୍ସ: ଆଇଟି ବିଭାଗ

Sun Jul 25 , 2021
ନୂଆଦିଲ୍ଲୀ: ଦୈନିକ ଖବରକାଗଜ ‘ଦୈନିକ ଭାସ୍କର’ ୭ଶହ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ଆଣିଛି ଆଇଟି ବିଭାଗ। ମୁମ୍ବାଇ, ଦିଲ୍ଲୀ, ଭୋପାଳ, ଅହମ୍ମଦାବାଦ, ଇନ୍ଦୋର, ନୋଏଡାରେ ଥିବା ୨୦ରୁ ଅଧିକ ଘରୋଇ ଓ ବ୍ୟବସାୟିକ ସଂସ୍ଥା ଉପରେ ଚଢ଼ାଉ କରି ଜବତ ହୋଇଥିବା କାଗଜପତ୍ରରୁ ଏହାର ପ୍ରମାଣ ମିଳିଛି ବୋଲି ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ଗଣମାଧ୍ୟମରେ ନୁହେଁ ବରଂ ସେୟାର ହୋଲଡିଂ, ଟେକ୍ସଟାଇଲ ଓ […]
ଦୈନିକ ଭାସ୍କର ଫାଙ୍କିଛି ୭ ଶହ କୋଟି-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial