ଭୁବନେଶ୍ୱର ରେଳ ଷ୍ଟେସନରୁ ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ: ଚୋରି ସାମଗ୍ରୀ ଜବତ

ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ ହୋଇଛି। ଉକ୍ତ ୬ ଜଣଙ୍କୁ ଅଟକ ରଖିଛି ଆରପିଏଫ। ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଚଳନ୍ତା ଟ୍ରେନ ଓ ଷ୍ଟେସନରେ ଅପରେସନ କରୁଥିବା ଜଣାଯାଇଛି। ସେମାନଙ୍କଠାରୁ ଭ୍ୟାନିଟି ବ୍ୟାଗ, ସୁନା ଚେନ ଓ ମୋବାଇଲ ସହ ବହୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଓ ଅପରାଧ ବାବଦରେ ଆର ପିଏଫ ପଚରାଉଚରା ଜାରି ରଖିଛି।

Share Now:

Kalinga News Beuro

Next Post

ଦାଦନ ଦୁଃଖ: ଦଲାଲ କାଟିଦେଲା ପାଦ ଓ ପାପୁଲି

Mon Oct 3 , 2022
ମୋହନା: ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି। ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଦାମଦୁଆ ପଞ୍ଚାୟତ ନିକଟସ୍ଥ କୋଲବା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ସାଙ୍କ ମୁର୍ମୁ(୪୫) ଗତ ସେପ୍ଟେମ୍ବର ୧୩ ତାରିଖରେ ହରଭାଙ୍ଗି ଅଞ୍ଚଳର ଆଦର ବର୍ଦ୍ଧନ ନାମକ ଜଣେ ଯୁବକ ସାଙ୍କଙ୍କ ସହ ଆଉ ୫ ଜଣକୁ ଦାଦନ ଖଟେଇବା ପାଇଁ ଉତ୍ତରପ୍ରଦେଶ […]
ଦଲାଲ କାଟିଦେଲା ପାଦ ଓ ପାପୁଲି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial