ମୁଖ୍ୟମନ୍ତ୍ରୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ନେତାଙ୍କ ଭିଡ଼

ମୁଖ୍ୟମନ୍ତ୍ରୀଙ୍କୁ ନବବର୍ଷର ଶୁଭେଚ୍ଛା

ଭୁବନେଶ୍ୱର: ଆଜି ନବବର୍ଷ ଅବସରରେ ନବୀନ ନିବାସରେ ନେତାଙ୍କ ଗହଳି ଦେଖିବାକୁ ମିଳିଛି। ବହୁ ବିଜେଡି ନେତା ଓ ମନ୍ତ୍ରୀ ସୁପ୍ରିମୋଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ସମୀରରଞ୍ଜନ ଦାଶ, ମନ୍ତ୍ରୀ, ଅତନୁ ସବ୍ୟସାଚୀ ନାୟକ ବରିଷ୍ଠ ନେତା ଦେବୀ ମିଶ୍ର ଓ ଶ୍ରୀମୟୀ ମିଶ୍ର ପ୍ରମୁଖ ନବୀନ ନିବାସରେ ପହଞ୍ଚିଥିଲେ। କେବଳ ବିଧାୟକ କି ମନ୍ତ୍ରୀ ନୁହନ୍ତି କେତେକ ତୃଣମୂଳ ନେତାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା।

Share Now:

Kalinga News Beuro

Next Post

ଯୁବ ଡାକ୍ତରାଣୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ : ଜିରୋ ନାଇଟ ସେଲିବ୍ରେସନ୍ ପରେ ହେଲା କଣ?

Mon Jan 2 , 2023
ସାମ୍ନାକୁ ଆସିଲା କିଛିଦିନ ତଳେ ପୁରୁଷ ବନ୍ଧୁଙ୍କ ନାମରେ କରିଥିବା ଅଭିଯୋଗ ଯୋଡା: ନୂଆବର୍ଷ ସେଲିବ୍ରେସନ୍ ପରେ କଣ ଘଟିଲା। ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ କିପରି ହେଲା। ମୃତ୍ୟୁ ପଛରେ କିଏ ଦାୟୀ? ଏପରି ନାନା ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। ବାସ୍ତବରେ ଗତକାଲି ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ ଚଳାଇଛି ଯୋଡ଼ା ପୁଲିସ। ଆଜି ଶୁଭଶ୍ରୀଙ୍କ […]
ଯୁବ ଡାକ୍ତରାଣୀଙ୍କ ମୃତ୍ୟୁ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial