ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭୟାବହ ଅଗ୍ନିକାଣ୍ଡ

କୋରେଇ: ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଲଷ୍ମୀନଗର ପଞ୍ଚାୟତ ଅନ୍ତର୍ଗତ ରାଧାନଗର ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହାଫଳରେ ନଗଦ ୧ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ ଧାନ ସମେତ ଘରର ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହି ଭୟାବହ ଅଗ୍ନିକାଣ୍ଡ ଯୋଗୁ ନୀଳମଣି ପତ୍ରୀ, ଦୀନବନ୍ଧୁ ପତ୍ରୀ ଓ ଶତ୍ରୁଘନ ପତ୍ରୀଙ୍କ ପରିବାର ବିପନ୍ନ ହୋଇଯାଇଛନ୍ତି। ଉକ୍ତ ତିନି ପରିବାରର ୬ ବଖରା ଘର ଭସ୍ମୀଭୂତ ହୋଇଛି।

Share Now:

Kalinga News Beuro

Next Post

ତଣ୍ଟିକଟା ଅବସ୍ଥାରେ ଉଦ୍ଧାର ହେଲା ‘ତୃଣମୂଳ କଂଗ୍ରେସ’ କର୍ମୀଙ୍କ ଶବ

Sun Feb 12 , 2023
କ୍ୟାନିଙ୍ଗ୍‌: ଶନିବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଅନ୍ତର୍ଗତ କ୍ୟାନିଙ୍ଗ୍‌ ସହରରୁ ‘ତୃଣମୂଳ କଂଗ୍ରେସ’ର ଜଣେ ମହିଳା କର୍ମୀଙ୍କ ଶବ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି। ମୃତା ମହିଳାଜଣକ ହେଉଛନ୍ତି ୪୮ ବର୍ଷୀୟ ସୁଚିତ୍ରା ମଣ୍ଡଳ। ଆଳୁ ବିଲକୁ ଯାଇଥିବା ସୁଚିତ୍ରାଙ୍କ ଶବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା କଥା ତାଙ୍କ ପରିବାର ଓ ସେ ଅଞ୍ଚଳର ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ତାଙ୍କ ତଣ୍ଟି କାଟି ଦିଆଯାଇଥିବା […]
‘ତୃଣମୂଳ କଂଗ୍ରେସ’ କର୍ମୀଙ୍କ ଶବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial