ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଡାକ୍ତରଙ୍କ କ୍ଲିନିକ୍‌ ସିଲ୍‌

କଟକରେ ଡାକ୍ତରଙ୍କ କ୍ଲିନିକ୍‌ ସିଲ୍‌

କଟକ: ବେଆଇନ୍ ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଜଣେ ଡାକ୍ତରଙ୍କ କ୍ଲିନିକ୍‌ରେ ଚଢଉ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ଉରେ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଉପସ୍ଥିତ ଥିଲେ। ତେବେ ବହୁ ପୂର୍ବରୁ ଏହି କ୍ଲିନିକ୍‌ରେ ବେଆଇନ ଲିଙ୍ଗ ନିରୂପଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଆଜି ଚଢଉ ଏଠାରେ ଏଭଳି କାର୍ଯ୍ୟ ହେଉଥିବା ନେଇ ପ୍ରମାଣ ମିଳିବା ପରେ ଏହାକୁ ସିଲ୍ କରାଯାଇଛି। ଏହି କ୍ଲିନିକ୍‌ଟି ଜଣେ ଡାକ୍ତରଙ୍କ ନିର୍ଦ୍ଦେଶରେ ଚାଲୁଥିବା ନେଇ ସୂଚନା ରହିଛି।

Share Now:

Kalinga News Beuro

Next Post

ଆଗାମୀ ମହାମାରୀ ପାଇଁ ପ୍ରସ୍ତୁତ ରୁହ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ

Wed May 24 , 2023
ଓ୍ଵାସିଂଟନ୍: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ମୁଖ୍ୟ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସୁସ୍ ଚେତାବନୀ ଦେଇଛନ୍ତି ଯେ ବିଶ୍ୱକୁ ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ରହିବା ଉଚିତ, ଯାହା କୋଭିଡ୍-୧୯ ମହାମାରୀ ଠାରୁ ଅଧିକ ମାରାତ୍ମକ ହୋଇପାରେ। ସମଗ୍ର ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ମାମଲା କିଛି ମାତ୍ରାରେ ସ୍ଥିର ରହିଥିବା ବେଳେ। ଡବ୍ଲୁଏଚଓ ମୁଖ୍ୟ ଏହି ଚେତାବନୀ ଜାରି କରି ଲୋକଙ୍କ ଚିନ୍ତା ବଢାଇଛନ୍ତି। ଟେଡ୍ରୋସ କହିଛନ୍ତି, ଏକ ବିଶ୍ୱସ୍ୱାସ୍ଥ୍ୟ […]
ଆଗାମୀ ମହାମାରୀ ପାଇଁ ପ୍ରସ୍ତୁତ ରୁହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial