ଭୁବନେଶ୍ୱର : ବର୍ତ୍ତମାନ ସମୟରେ ବୟସ୍କ ହୁଅନ୍ତୁ କିମ୍ବା ପିଲା ସମସ୍ତଙ୍କୁ କିଛି ନ କିଛି ରୋଗ ହେଉଛି। ବିଭିନ୍ନ ପ୍ରକାର ରୋଗର ଉପଶମ ପାଇଁ ଅନେକ ଲୋକ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ରୋଗ ଉପଶମ ହେବା ବଦଳରେ ଅଧିକରୁ ଅଧିକ ରୋଗାକ୍ରାନ୍ତ ହେବାଅସହିତ ଅନେକ ପ୍ରକାର ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ହେଉଛି। କିନ୍ତୁ ଆମେ ସମସ୍ତେ ଆମ ଚତୁର୍ପାର୍ଶ୍ୱରେ ଥିବା ଅନେକ ଘରୋଇ ଉପଚାର ସହିତ ଭାରତୀୟ ମୂଳ ଆୟୁର୍ବେଦକୁ ଭୁଲି ଯିବାକୁ ବସିଛୁ। ମାତ୍ର ଏହି ଆୟୁର୍ବେଦ ଚିକିତ୍ସା ମାଧ୍ୟମରେ ଆମେ ସମସ୍ତ ପ୍ରକାର ରୋଗରୁ ଉପଶମ ହେବା ସହିତ ପାର୍ଶ୍ଵପ୍ରତିକ୍ରିୟାରୁ ରକ୍ଷା ପାଇଁ ପାରିବା। ତେଣୁ କଳିଙ୍ଗ ଆୟୁର୍ବେଦ ଅନୁଷ୍ଠାନ ଆପଣମାନଙ୍କ ପାଇଁ ଅଭିଜ୍ଞ ଆୟୁର୍ବେଦ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି।

ଏହି ଚିକିତ୍ସା କେନ୍ଦ୍ରରେ ସମସ୍ତ ପ୍ରକାର ଆଣ୍ଠୁ ଗଣ୍ଠି ବାତ,ଚର୍ମରୋଗ,ଚୁଟି ଉପୁଡିବା,ମୁଣ୍ଡବଥା,ଅନିଦ୍ରା,ସ୍ତ୍ରୀ-ରୋଗ,ଅର୍ଶ,ମଳକଣ୍ଟକ,ବାର୍ଦ୍ଧକ୍ୟ ଜନିତ ରୋଗ, ରକ୍ତ ଶର୍କରା,ଉଚ୍ଚ ରକ୍ତଚାପ ଆଦି ଅନେକ ରୋଗର ସଫଳ ଚିକିତ୍ସା ଯୋଗାଇ ଦିଆଯାଉଛି।