ଡମପଡା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ୧୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଡମପଡା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟର ଅଭିଯୋଗ ଆସିଛି। ବାଙ୍କୀ ଥାନା ଡମପଡା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ଲକର ତାଡ଼ି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଲକର ତାଡ଼ି ପ୍ରାୟ ୧୫ ଲକ୍ଷ ଟଙ୍କା ଓ କମ୍ପୁଟର ହାର୍ଡ ଡିସ୍କ ସହିତ ଅନ୍ୟାନ୍ୟ ସାମଗ୍ରୀ ଦୁର୍ବୃତ୍ତମାନେ ନେଇଯାଇଥିବା କୁହାଯାଇଛି। ସେପଟେ ଘଟଣାସ୍ଥଳରେ ବାଙ୍କୀ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ମେକଅପ୍ ଆର୍ଟିଷ୍ଟ ସୁରା ଖାନଙ୍କୁ ଦ୍ଵିତୀୟ ବିବାହ କଲେ ଅରବାଜ ଖାନ

Sat Dec 30 , 2023
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପ୍ରଡ୍ୟୁସର ଅରବାଜ ଖାନ ଏବଂ ମେକଅପ୍ ଆର୍ଟିଷ୍ଟ ସୁରା ଖାନ ଶେଷରେ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ସେମାନେ ଏବେ ହନିମୁନ୍‌ରେ ବାହାରି ଯାଇଛନ୍ତି। ଅରବାଜ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ସହ ହନିମୁନ୍‌ରେ ଯାଉଥିବା ବେଳେ ଫଟୋଗ୍ରାଫର୍‌ଙ୍କୁ ଦେଖି ନିଜ ଚେହେରା ଲୁଚାଇଛନ୍ତି ସୁରା। ୫୬ ବର୍ଷୀୟ ଅରବାଜ ନିଜର ଦ୍ଵିତୀୟ ବିବାହରେ ବେଶ୍‌ ଖୁସି ଅଛନ୍ତି। ତାଙ୍କ ବାହାଘର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial