ସଂଶୋଧିତ ଟ୍ରାଫିକ୍‌ ନିମୟ ଲାଗୁର ପ୍ରଥମ ଦିନରେ ୩୯୦୦ ଚାଲାଣ କାଟିଲା ଦିଲ୍ଳୀ ପୁଲିସ୍‌

ନୂଆଦିଲ୍ଳୀ: ଆଜିଠାରୁ ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହୋଇଛି। ଏହି ନୂଆ ନିୟମ ଲାଗୁ ହେବାର ପ୍ରଥମ ଦିନରେ ଦିଲ୍ଳୀ ପୁଲିସ୍‌ ୩୯୦୦ ଚାଲାଣ କାଟି ରେକର୍ଡ କରିଛି। ୩୯୦୦ ଲୋକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ସମୟରେ ଦିଲ୍ଳୀ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି। ସଂଶୋଧିକ ହୋଇଥିବା ଟ୍ରାଫିକ୍‌ ନିୟମ ଅନୁସାରେ ଏଣିକି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଜରିମାନା ଦେବାକୁ ପଡ଼ିବ।

Share Now:

Kalinga News Beuro

Leave a Reply

Next Post

ବିଏମ୍‌ସିର ସ୍ୱାୟତ୍ତ ଶାସନ ଦିବସ ଭେଟି : ଏଣିକି ୱାର୍ଡ ଅଫିସରେ ହେବ ସମସ୍ୟା ସମାଧାନ

Sun Sep 1 , 2019
ଭୁବନେଶ୍ୱର : ରାଜଧାନୀବାସୀ ସେମାନଙ୍କର ବିଭିନ୍ନ ମୌଳିକ ସେବାକୁ ନେଇ ଥିବା ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ଜୋନ୍‌ ଅଫିସକୁ ଯାଉଥିଲେ। ସେଠାରେ ସମାଧାନ ନହେଲେ ବିଏମ୍‌ସି ମୁଖ୍ୟାଳୟକୁ ଯାଉଥିଲେ। କିନ୍ତୁ ଏବେ ଜୋନ୍ ଅଫିସକୁ ଆସିବା ପୂର୍ବରୁ ୱାର୍ଡ ଅଫିସରେ ଅଭିଯୋଗ କରିବେ। ୱାର୍ଡ ଅଫିସରେ ୱାର୍ଡ ଅଫିସର କିମ୍ବା କମ୍ୟୁନିଟି ଅର୍ଗାନାଇଜର୍ ହିଁ ତାଙ୍କ ସମସ୍ୟାର ସମାଧାନ କରିବେ। ଏଥିପାଇଁ ବିଏମ୍‌ସିର ୬୭ଟି ଯାକ ୱାର୍ଡରେ ୱାର୍ଡ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial