ଭୁବନେଶ୍ବର : ‘ହ୍ବାଇଟ୍ ସ୍ପାଇଡର’ ଅଭିଯାନରେ କମିସନରେଟ୍ ପୁଲିସକୁ ପୁଣି ଏକ ସଫଳତା ମିଳିଛି। ଆଜି ସକାଳୁ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ତପୋବନ ବସ୍ତିରୁ ଜଣେ ମହିଳାଙ୍କ ସମେତ ୨ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ନରସିଂହପ୍ରସାଦର ରୀନା ଜେନା(୪୨) ଓ କୋଳଥିଆର ଜ୍ୟୋତିରଂଜନ ପଟ୍ଟନାୟକ(୩୦)। ସେମାନଙ୍କ ପାଖରୁ ୭୦ ଗ୍ରାମ୍ ବ୍ରାଉନସୁଗାର, ନଗଦ ୮୦ହଜାର ଟଙ୍କା, ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ […]

ଧରାପକାଇଲା ଦିଲ୍ଲୀ ଗୁଇନ୍ଦା ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ହାତରେ ତଦନ୍ତ କଟକ/ବାଲେଶ୍ବର : ଭାରତୀୟ ପ୍ରତିରକ୍ଷା ବିଭାଗର ‘ବ୍ରହ୍ମାସ୍ତ୍ର’ କୁହାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି। ଡିଆରଡିଓ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଧରାପଡ଼ିଥିବା ୪ ଠିକା କର୍ମଚାରୀ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ‘ବ୍ରହ୍ମୋସ୍‌’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଲିକ୍‌ କରିଛନ୍ତି! ଘାଟିରେ ଥିବା ଗୋଳାବାରୁଦ […]

ଭୁବନେଶ୍ୱର: ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ତାଙ୍କ ପ୍ରେମିକାଙ୍କ ସହ ଭୁବନେଶ୍ୱର ପହଞ୍ଚିଛନ୍ତି। ଡେଲିଭରି ବୟ ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ଧଉଳି ଥାନାରେ ପଚରାଉଚରା ଚାଲିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ ନିଜେ ରଚିଥିବା ଅପହରଣର ନାଟକର ପର୍ଦ୍ଦାଫାସ୍ କରିବା ପରେ ଧଉଳି ଥାନା ପୁଲିସ ମଧ୍ୟପ୍ରଦେଶ କଟନି ରେଳଷ୍ଟେସନରେ ଅଟକ ଥିବା ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ସାଙ୍ଗରେ […]

ମିଛ କ୍ରାଇମ୍‌ ସ୍ପଟ୍ ତିଆରି କରିଥିଲା ଚିକୁନ୍‌, ଧରା ପକାଇଦେଲା ଟ୍ରେନ୍ ଟିକେଟ ଭୁବନେଶ୍ବର/ଧଉଳି: ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ ଅପହରଣ ନାଟକର ପର୍ଦ୍ଦାଫାସ୍ ପରେ ଏହା ପଛରେ ଚଳଚ୍ଚିତ୍ର ଭଳି ଏକ ତ୍ରିକୋଣୀୟ ପ୍ରେମ କାହାଣୀ ରହିଥିବା ଜଣାପଡ଼ିଛି। କଲେଜରେ ପଢ଼ୁଥିବାବେଳେ ଚିକୁନ୍ ଦୁଇଜଣ ଯୁବତୀଙ୍କୁ ଏକା ସାଙ୍ଗରେ ପ୍ରେମ କରୁଥିଲା। ଯୁବତୀ ଦ୍ବୟ ଗୋଟିଏ କଲେଜରେ ଏକା ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଉ ବର୍ଷକ […]

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପୁଣି ସନ୍ଦିଗ୍ଧ ଚିହ୍ନଟ ହୋଇଥିବାର ଖବର ମିଳିଛି। କେନ୍ଦ୍ର ଭିତରୁ ୫ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ବାଲେଶ୍ୱର ପୁଲିସ। ପଡ଼ୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଥିବା କୁହାଯାଉଛି। ଗତକାଲି ରାତିରେ ଠିକା କର୍ମଚାରୀଙ୍କ ଘରୁ ଉଠାଇ ଆଣିଛି ପୁଲିସ। ସୂଚନା ଅନୁଯାୟୀ, ଅଟକ ୫ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି […]

ହତ୍ୟାକାଣ୍ଡ ପରେ ପଳାଇଥିଲା ରାଉରକେଲା, କାର୍‌ ଭିତରେ ରହୁଥିଲା, ଶୋଉଥିଲା ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାଣ୍ଡରା ନିକଟରେ ‘କୃପା ଫାଉଣ୍ଡେସନ’ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ପିଟିପିଟି ହତ୍ୟା ମାମଲାର ୩୮ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲା ନିଶା ନିବାରଣ କେନ୍ଦ୍ରର ମାଲିକ ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁର ଅଞ୍ଚଳର କୀର୍ତ୍ତି କୁମାର ତ୍ରିପାଠୀ। ତା’ ନିକଟରୁ ନିଶା ନିବାରଣ […]

ସୁବର୍ଣ୍ଣପୁର : ୧୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନବକିଶୋର ବେହେରା। ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶଯେ ଭିବିଡି ଟେକନିକାଲ ସୁପରଭାଇଜର ବିଦ୍ୟୁତ ପ୍ରକାଶ ଖମାରି,କୃଷ୍ଣ ଚନ୍ଦ୍ର ନାଏକ,ପ୍ରଦୀପ ସାହୁ,ଅଜିତ ହୋତାଙ୍କ ଦକ୍ଷତା ରିପୋର୍ଟ ଅଧିକ ଉନ୍ନତ କରି ରିପୋର୍ଟ ଦେବା ପାଇଁ ଡା ବେହେରା୧୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିଦ୍ୟୁତ ପ୍ରକାଶ ଖମାରୀଙ୍କଠାରୁ ଆଜି ନିଜ […]

ଭୁବନେଶ୍ବର : ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କରକୁ ଗିରଫ କରିଛି ପୁଲିସ। ତାକୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରୁ ଗିରଫ କରାଯାଇଥିବା ପୁଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତା ନିକଟରୁ ଇନସାସ ରାଇଫଲ, ୧୦ ରାଉଣ୍ଡ ଗୁଳି, ନଗଦ ୩୫ ହଜାର ଟଙ୍କା, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି। ତାକୁ ରିମାଣ୍ଡରେ ଅଣାଯିବ ବୋଲି […]

ଲକ୍ଷେ ୩୩ ହଜାର ଟଙ୍କା, ୩ଟି ପାସ୍‌ବୁକ୍, ୨ଟି ମୋବାଇଲ ଜବତ ଭୁବନେଶ୍ବର : କାହାକୁ ଡାକ୍ତର କହନ୍ତି ତ କାହାକୁ ପରିଚୟ ଦିଅନ୍ତି ବ୍ୟୁଟିସିଆନ୍। ପୁଣି କାହାକୁ ଶିକ୍ଷୟିତ୍ରୀ କହି ସଂପର୍କ ବଢ଼ାନ୍ତି। ଏମିତି ସୋସିଆଲ୍‌ ମିଡିଆରେ ରୂପ ଓ ପରିଚୟ ବଦଳାଇ ଲକ୍ଷଲକ୍ଷ ଟଙ୍କା ଠକୁଥିବା ରୢାକେଟ୍‌ର ମାଷ୍ଟରମାଇଣ୍ଡ ଜଣେ ଯୁବତୀଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲେ ବାଲୁଗାଁ ନାଚୁଣୀ ଅଞ୍ଚଳର ପ୍ରିୟଙ୍କା […]

ମୁମ୍ବାଇ: ମୁମ୍ବାଇରେ ୩୨ବର୍ଷର ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ସାକିନାକା ଅଞ୍ଚଳରେ ମହିଳା ଏହି ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଦୁଷ୍କର୍ମକାରୀକୁ ପୁଲିସ ଗିରଫ କରିଛି। ତେବେ ଦୁଷ୍କର୍ମକାରୀ ଦୁଷ୍କର୍ମ କରିବା ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ଼ ପୂରାଇ ଦେଇଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି […]

Social media & sharing icons powered by UltimatelySocial