ଅଭିଯୋଗ ଭିତ୍ତିହୀନ-ନୂଆପଲ୍ଲୀ ଥାନା ଭୁବନେଶ୍ୱର : ପୁଲିସ୍‌ ମାଡ଼ରେ ସାଲିଆ ସାହିସ୍ଥିତ ଏକାମ୍ରବିହାର ବସ୍ତିର ଜଣେ ଯୁବକଙ୍କ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଲେ, କଟକ ମଙ୍ଗରାଜପୁରର କୈଳାସ ନାୟକଙ୍କ ପୁଅ ବାପି ନାୟକ ଓରଫ ରଞ୍ଜନ (୨୫)। ଏ ସଂପର୍କରେ ବାପିଙ୍କ ମା’ ନୟନ ଗତକାଲି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ତେବେ ନୂଆପଲ୍ଲୀ ପୁଲିସ୍‌ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ […]

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଉପକଣ୍ଠ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ଗଡ଼-ଖୋର୍ଦ୍ଧାରେ ଥିବା ଚାରିଶହ ପଚାଶ ବର୍ଷରୁ ଅଧିକ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଗତ ୯ ତାରିଖ ସକାଳେ ମନ୍ଦିରର ପୂଜକ ମନ୍ଦିର ଖୋଲିବା ବେଳେ ମନ୍ଦିରର ମୁଖ୍ୟ ଫାଟକ ଭାଙ୍ଗିଥିବା ଦେଖିଥିଲେ। ଏହାପରେ ମନ୍ଦିର ଭିତରକୁ ଯାଇ ଅନ୍ୟ ସାମଗ୍ରୀ ଯାଞ୍ଚ କରିବା ବେଳେ ମନ୍ଦିର ହୁଣ୍ଡି […]

ଜେଲ୍ ନା ମୋବାଇଲ ଭଣ୍ଡାର? ଝାରପଡ଼ା ସ୍ବତନ୍ତ୍ର କାରାଗାରରୁ ମିଳିଲା ଆଉ ୨ ସ୍ମାର୍ଟ ଫୋନ୍‌ ଭୁବନେଶ୍ବର : ଝାରପଡ଼ା ଜେଲ୍‌ର ୱାର୍ଡ ଭିତରେ ଚାଲିଛି ନାଚଗୀତର ଆସର। ତା’ ସାଙ୍ଗକୁ ଚିଲମରୁ ଉଠୁଛି ଧୂଆଁ। କଏଦୀ ଏକାଠି ବସି ମସଗୁଲ୍‌। ଏମିତି ଏକ ଭିଡିଓ ଆଜି ଭାଇରାଲ୍ ହୋଇଛି। ଜେଲ୍‌ରୁ ମୋବାଇଲ ଫୋନ୍ ମିଳିବା ପରେ ଏବେ ଏହି ଭିଡିଓକୁ ନେଇ ନାନା ଚର୍ଚ୍ଚା। ଦୁଇଟି କଥା ସ୍ପଷ୍ଟ […]

ଜଣେ ଗିରଫ, ୧୫ ବୋତଲ ମଦ ଜବତ ଭୁବନେଶ୍ବର: ନୂଆପଲ୍ଲୀ ଡେଲ୍‌ଟା କଲୋନିରେ ଚୋରା ମଦ ବିକ୍ରି କରୁଥିବା ଜଣେ ଯୁବକକୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି, ଲିଙ୍ଗରାଜ ଥାନା ଅଧୀନ ଫୁଲେଶ୍ଵରୀ ବସ୍ତିର ନାରାୟଣ ବିଶୋୟୀ(୩୭)। ମିଳିଥିବା ସୂଚନା ମୁତାବକ, ନାରାୟଣ ଲକ୍‌ଡାଉନ୍‌ର ଫାଇଦା ନେଇ ପୂର୍ବରୁ ଦୋକାନରୁ କିଣି ରଖିଥିବା ମଦକୁ ଚଢ଼ା ଦାମ୍‌ରେ ଚୋରା ବିକ୍ରି କରୁଥିଲା। ବିଶ୍ୱସ୍ତ […]

ଆଗ ପଟେ ତାଲା, ପଛ ବାଟେ ଚାଲିଛି କାରବାର ପୁରୁଣା ଭୁବନେଶ୍ବର: ସାରା ରାଜ୍ୟରେ ଚାଲିଛି ଲକ୍‌ଡାଡନ। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଦେଲେ ବାକି ଦୋକାନ ବଜାର ବନ୍ଦ। ଏହି ସମୟରେ ସାମାଜିକ ଦୂରତ୍ବ ସହ ଶାନ୍ତିଶୃଙ୍ଖଳାକୁ ଗୁରୁତ୍ବ ଦେଉଛନ୍ତି ସରକାର। ଲାଇସେନ୍ସପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବି ବନ୍ଦ ରହିଛି। ତେବେ କିଛି ଅସାଧୁ ମଦ ଦୋକାନୀ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ନଜରକୁ […]

ପିପିଲି : ମାଲିକ ଶୋଇଥିବାବେଳେ ମୁଣ୍ତକୁ ହାତୁଡ଼ିରେ ପିଟି ହତ୍ୟା କରିଛି କର୍ମଚାରୀ। ଏଭଳି ନାରକୀୟ ଘଟଣା ଘଟିଛି ସାତଶଙ୍ଖ ବଜାର ଅଞ୍ଚଳରେ। ଖୋର୍ଦ୍ଧା ଟାଉନ୍‌ ଥାନା ଅନ୍ତର୍ଗତ ଗୌଡ଼ପୁଟ ଗାଁର ଦୀପକ ପାଟ୍ଟସାହାଣୀ(୩୫) ଦୀର୍ଘ ସାତ ଆଠ ମାସ ହେବ ସାତଶଙ୍ଖ ବଜାରରେ ଘର ଭଡ଼ା ନେଇ ମେସିନ୍‌ ଦ୍ବାରା ଖଲି ପ୍ଲେଟ୍‌, ଅଗରବତୀ ଆଦି ପ୍ରସ୍ତୁତ କରି ବ୍ୟବସାୟ କରୁଥିଲେ। କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଅଞ୍ଚଳର […]

ରାଉରକେଲା : ପ୍ଲାଣ୍ଟସାଇଟ ରୋଡ଼ରେ ଥିବା୍ ରାସନ ସାମଗ୍ରୀର ହୋଲସେଲ ମାର୍କେଟ ଉପରେ ଯୋଗାଣ ବିଭାଗ ଏବଂ ରାଉରକେଲା ମହାନଗର ନିଗମ (ଆରଏମସି ) ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଅନାବଶ୍ୟକୀୟ ଭାବେ ବିଭିନ୍ନ ସାମଗ୍ରୀ ଗଛିତ ରଖି ଖୁଚୁରା ବଜ଼ାରରେ କୁତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ପାଇବା ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି। କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଗଛିତ ରଖିଥିବା ସାମଗ୍ରୀର ପରିମାଣ ସୂଚନା ବୋର୍ଡ […]

ଭୁବନେଶ୍ବର: ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୁଲିସ ଖାଇଲା ମାଡ଼। କୋଭିଡ ନିୟମ ଉଲ୍ଲଂଘନ କରି ଚଇତି ପର୍ବ ପାଳନ କରୁଥିଲେ, ପୁଲିସ ବିରୋଧ କରିବାରୁ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକେ। କେବଳ ପୁଲିସ କର୍ମଚାରୀଙ୍କୁ ମାଡ ମାରିନାହାନ୍ତି, ପୁଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ବାରିପଦା ନିକଟ କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇ ଗୁରୁତର ହୋଇଥିବା […]

ସୁନାବେଡା: ସୁନାବେଡା ହାଲ ସହରାଞ୍ଚଳରେ ଗତ ୨୬ତାରିଖ ଦିନ ବେକରେ ଦଉଡି ଦେଇ ଶ୍ରାବଣୀ ମଲ୍ଲିକ ନାମ୍ନୀ ମହିଳା ଆତ୍ମହତ୍ୟା କରିଥିଲେ। ଏବେ ଏହି ଘଟଣାର ଗୁମର ଫିଠିବାରେ ଲାଗୁଛି। ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ମହିଳାଜଣକ ରେକର୍ଡ କରିଥିବା ଏକ ଭିଡିଓ ସୋସିଆଲ ମିଡ଼ିଆରେ ଘୁରିବୁଲିଥିଲା। ଏଥିରେ ମହିଳା ଜଣକ ନିଜ ମୃତ୍ୟୁ ପାଇଁ ଶାଶୁ ଘର ଲୋକ, କିଛି ହାଲ କର୍ମଚାରୀ ଓ କେତେକ ସ୍ଥାନୀୟ […]

ଅତିରିକ୍ତ ଡିସିପିଙ୍କୁ ତଦନ୍ତ ଦାୟିତ୍ବ,କୋଟିଏ ଟଙ୍କାର ଖୋଳତାଡ଼ କରିବ ଆୟକର ବିଭାଗ ଭୁବନେଶ୍ବର: ରାଜଧାନୀରେ ମୟୂରଭଞ୍ଜର ଜଣେ ବ୍ୟବସାୟୀଙ୍କୁ ଡକାଇ କୋଟିଏ ଟଙ୍କା ଲୁଟ୍ ଘଟଣାକୁ ୪୮ ଘଣ୍ଟା ବିତିଯାଇଛି। କିନ୍ତୁ ପୂରା କାହାଣୀର ରହସ୍ୟ ଭେଦ କରିପାରି ନାହିଁ ପୁଲିସ। ଏହି ଗ୍ୟାଙ୍ଗ କେମିତି ତିଆରି ହେଲା, କେଉଁଠି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଗଲା, ମାଷ୍ଟରମାଇଣ୍ଡ କିଏ, ଫେରାର ଥିବା ଅପରାଧୀମାନେ ଏବେ କେଉଁଠି, କେତେଜଣଙ୍କର ସମ୍ପୃକ୍ତି ରହିଛି, […]

Social media & sharing icons powered by UltimatelySocial