ଝାରସୁଗୁଡ଼ା: ଆସନ୍ତା ଜାନୁଆରୀ ୧୨ରୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ୍‌ଜେଟ୍ ବିମାନ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ। ଏନେଇ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି। ଆସନ୍ତା ଜାନୁଆରୀ ୧୨ରୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ନେଇ ଟ୍ୱିଟ୍‌ ସ୍ପାଇସ୍‌ଜେଟ୍‌କୁ ଧନ୍ୟବାଦ ଜଣାଇଛନ୍ତି ଉଷା ପାଢୀ। ବିମାନ […]

ଭୁବନେଶ୍ୱର : ଯଦି ରାଜଧାନୀରେ କେହି କୌଣସି କାର୍ଯ୍ୟକ୍ରମ ପାଇଁ କେଉଁ ହୋଟେଲ, ଅନୁଷ୍ଠାନ ସମ୍ମୁଖ ହେଉ କି ରାସ୍ତାକଡ଼ରେ ହୋର୍ଡିଂଟିଏ ଲଗାଇ ଦେଉଛି, ବିଏମ୍‌ସି କର୍ମଚାରୀ ମାଡ଼ି ବସୁଛନ୍ତି। ସଙ୍ଗେସଙ୍ଗେ ହୋର୍ଡିଂ କାଟି ନେବା ସହ ୫ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରୁଛନ୍ତି। ହେଲେ ବିଭିନ୍ନ ରାଜନୈତିକ ଦଳ, ସରକାରୀ ବିଭାଗ ରାଜରାସ୍ତାରେ ବାଉଁଶ ପୋତି ହୋର୍ଡିଂ ଲଗାଉଥିଲେ ବି ସେଗୁଡ଼ିକୁ ଉଠାଇବାକୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ହାତ […]

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶରେ କିଛିଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୦୧୮ ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ‌ସର୍ବୋଚ୍ଚ ସ୍ତର ଛୁଇଁଛି। ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ଟପି ଯାଇଥିବା ବେଳେ ଡିଜେଲ ଦର ୮୦ ଟଙ୍କା ଟପିଯାଇଛି। ଭୁବନେଶ୍ବରରେ ମଧ୍ୟ ଦୀର୍ଘ ଦିନ ପରେ ପେଟ୍ରୋଲ […]

ଯାଞ୍ଚ ହେବ ଟ୍ରେଡ୍‌ ଲାଇସେନ୍ସ, ନିୟୋଜିତ ହେବେ ଏସ୍‌ଏଚ୍‌ଜି ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)କୁ ଘାରିଛି ରାଜସ୍ୱ ଚିନ୍ତା‌। କରୋନା ‌ଯୋଗୁଁ ଏଥର ରାଜସ୍ବ ଆୟ ବହୁ ପରିମାଣରେ ପ୍ରଭାବିତ ହୋଇଛି। ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏମିତିକି ଅଧା ଛୁଇଁବା ବି କଷ୍ଟକର ହୋଇପଡ଼ିବ ବୋଲି ଆକଳନ […]

ଭୁବନେଶ୍ବର: ସାରା ଭାରତରେ ଇଣ୍ଡିଆନ ଅଏଲର ଇଣ୍ଡେନ ଗ୍ୟାସ ବୁକିଂ ଗୋଟିଏ ମୋବାଇଲ ନମ୍ବରରେ ହେବ। ସେହି ନମ୍ବରଟି ହେଉଛି ୭୭୧୮୯୫୫୫୫୫। ଆସନ୍ତା ୩୧ ତାରିଖ ଅର୍ଦ୍ଧରାତ୍ରିରୁ ଉପଭୋକ୍ତାଙ୍କ ପାଇଁ ଏହି ନମ୍ବର ଦିନରାତି ୨୪ ଘଣ୍ଟା ଉପଲବ୍ଧ ହେବ। ଯଦି ଜଣେ ଉପଭୋକ୍ତା ଗୋଟିଏ ଟେଲିକମ ସର୍କଲରୁ ଅନ୍ୟ ଏକ ଟେଲିକମ ସର୍କଲକୁ ସ୍ଥାନାନ୍ତର ହୁଅନ୍ତି ତାଙ୍କୁ ଆଉ ଭିନ୍ନ ଭିନ୍ନ ନମ୍ବରରେ ଗ୍ୟାସ ବୁକିଂ ଜନିତ ଅସୁବିଧାର […]

ଭୁବନେଶ୍ବର: ପୁଣି କନ୍ଦାଇଲା ପିଆଜ। ବୁଧବାର ସନ୍ଧ୍ୟାରୁ ପାଇକାରୀ ବଜାରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କାକୁ ଛୁଇଁଛି। ତେଣୁ ବୁଧବାର ଦିନ ସାରା ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଦରରେ ବିକ୍ରି ହେଉଥିବା ପିଆଜ ସନ୍ଧ୍ୟାବେଳକୁ ୮୦ ଟଙ୍କା ହୋଇଯାଇଛି। ଏହି ଦର ୯୦ ଟଙ୍କା ଛୁଇଁବା କିଛି ଅସମ୍ଭବ ନୁହେଁ ବୋଲି ବେପାରୀମାନଙ୍କଠାରୁ ସୂଚନା ମିଳିଛି। ମହାରାଷ୍ଟ୍ରରୁ ପିଆଜ ଆମଦାନି ହ୍ରାସ ପାଇନଥିଲେ […]

ନୂଆଦିଲ୍ଲୀ: ପୁଣି ଚୀନ ଚାପରେ ପାକିସ୍ତାନ ଚେପା। ଅକ୍ଟୋବର ୧୦ରେ ଚାଇନିଜ ସର୍ଟ ଭିଡିଓ ଆପ ଟିକ-ଟକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା ପାକିସ୍ତାନ। ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଟିକ-ଟକ ଆପ୍‌କୁ ନିଷିଦ୍ଧ କରିଥିଲେ। କିନ୍ତୁ ୧୦ଦିନ ନହେଉଣୁ ପାକିସ୍ତାନ ଟିକ-ଟକ ବ୍ୟବହାର ଉପରୁ ଲାଗିଥିବା ପ୍ରତିବନ୍ଧକ ହଟାଇଦେଇଥିବା ଜଣା ପଡିଛି। ଚୀନ ପକ୍ଷରୁ ଚାପ ପଡ଼ିବାରୁ ପାକିସ୍ତାନ ଏଭଳି କରିଥିବା ସାମ୍ନାକୁ ଆସିଛି। […]

ଭୁବନେଶ୍ବର: ବର୍ଷାରେ ବିଗିଡ଼ି ଯାଇଛି ରାଜ୍ୟର ପ୍ରମୁଖ ବଜାର ୧ ନମ୍ବର ହାଟର ସ୍ଥିତି। ପାଣି ଛାଡ଼ି ଯାଇଥିଲେ ହେଁ ସମସ୍ୟା ଅଧିକ ବଢ଼ି ଯାଇଛି। କାଦୁଅ ପଚପଚ ରାସ୍ତା ଯୋଗୁଁ ଏହା ଭିତରକୁ ପ୍ରବେଶ କରିବା କାଠିକର ହେଉଛି। ତେବେ ଏହା ଆଜିକାଲିର ସମସ୍ୟା ନୁହେଁ, ବରଂ ଯେବେ ବର୍ଷା ହୁଏ ମାର୍କେଟ୍‌ର ପରିବା ବଜାରର ଚିତ୍ର ଏପରି ରୂପ ଧାରଣ କରେ।‌ ମାତ୍ର ପ୍ରଶାସନ ପକ୍ଷରୁ ଏହାର […]

ପଙ୍ଗୁ ପାଲଟିଛି ସରକାର ଭୁବନେଶ୍ବର: କରୋନା ପାଇଁ ବହୁ ସଂସ୍ଥା କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ବହୁ ଲୋକ ଏବେ ବେକାର ହୋଇ ଘରେ ବସିଛନ୍ତି। କେତେକଙ୍କର ଚାକିରି ଥିଲେ ବି ଦରମା ଅଧା ମିଳୁଛି। ବହୁ ଲୋକଙ୍କ ପାଖରେ ଚାକିରି ନାହିଁ କି ପକେଟ୍‌ରେ ଟଙ୍କା ନାହିଁ। ଠିକ୍‌ ଏହି ସମୟରେ ମହଙ୍ଗାମାଡ଼ ଲୋକଙ୍କୁ ତଳିତଳାନ୍ତ କରିଦେଲାଣି। ପେଟକୁ ଦାନା ଦେବାକୁ ବହୁ ଲୋକ ଦିନ ମଜୁରି ଖଟିଲେଣି। ତଥାପି […]

ନୂଆଦିଲ୍ଲୀ: ମଣିପୁରର ବିସ୍‌ନୁପୁର ଜିଲ୍ଲାର ଜଣେ ୨୭ବର୍ଷୀୟ ମହିଳା ପଦ୍ମ ନାଡରୁ ସୂତା ଏବଂ କପଡା ତିଆରି କରିଛନ୍ତି। ବର୍ତ୍ତମାନ ସେ ସେହି କପଡାରୁ ମାସ୍କ ତିଆରି କରିବାର ଏକ ନିଆରା ପ୍ରୟାସ କରୁଛନ୍ତି। ମହିଳା ଜଣଙ୍କ ନାଁ ଟୋଙ୍ଗବ୍ରାମ ବିଜୟଶାନ୍ତି। ସେ ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରହୁଛନ୍ତି। କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ […]

Social media & sharing icons powered by UltimatelySocial