ରୋପ୍‌-ୱେକୁ ଆଉ କେତେ ଦିନ ? ନିର୍ମାଣ ପରେ ଖ‌ତ ଖାଉଛି ବହୁତଳ ପାର୍କିଂ, ଲୋପ ପାଇଯାଉଛନ୍ତି ବିରଳ ଜୀବଜନ୍ତୁ, ପକ୍ଷୀ ବାରଙ୍ଗ: ନନ୍ଦନକାନନକୁ ଛୁଇଁଲା ୬୨। ଦିଲ୍ଲୀରେ ଅନୁଷ୍ଠିତ କୃଷି ମେଳାରୁ ନନ୍ଦନକାନନର ପରିକଳ୍ପନା କରାଯାଇଥିବା ବେଳେ ଆଜି ବି ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇପାରିନାହିଁ। ପ୍ରତିବର୍ଷ କେବଳ ସୁନେଲି ‌ସପନ ବାଣ୍ଟି ଚାଲିଛନ୍ତି କର୍ତ୍ତୃପକ୍ଷ। କେତେବେଳେ ସିଂହ ଆଣିବାକୁ ଯୋଜନା କରୁଛନ୍ତି ତ ଆଉ କେବେ କଳେବର […]

ନୂଆଦିଲ୍ଲୀ: ଦୀର୍ଘ ୨୧ ବର୍ଷ ପରେ ବିଶ୍ୱକୁ ଭାରତ ଭେଟି ଦେଇଛି ବ୍ରହ୍ମାଣ୍ଡ ସୁନ୍ଦରୀ। ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି ଭାରତର ୨୧ ବର୍ଷିୟା ହରନାଜ ସନ୍ଧୁ। ମୁଣ୍ଡରେ ତାଙ୍କର ଶୋଭା ପାଉଛି ୩୮ କୋଟି ମୂଲ୍ୟର ହିରା ମୁକୁଟ। ଏହି ମୁକୁଟ ପ୍ରକୃତି, ଶକ୍ତି, ସୌନ୍ଦର୍ଯ୍ୟ, ନାରୀତ୍ୱ ଓ ଏକତାର ପ୍ରତୀକ। ଏହା ୧୮ କ୍ୟାରେଟ ସୁନାରେ ନିର୍ମିତ। ଏଥିରେ ଲାଗିଛି ୧୭୭୦ ଟି […]

ବାରଙ୍ଗ: ନନ୍ଦନକାନନର ଟୟ ଟ୍ରେନ୍‌ ଗଡ଼ିବା ନିଷ୍ପତ୍ତି ଏବେ ଟଳମଳ ଅବସ୍ଥାରେ। ନୂଆ ଟୟଟ୍ରେନ୍‌ (ବ୍ୟାଟେରିଚାଳିତ)ରେ ନିଆଁ ଲାଗିବା ପରଠାରୁ ଏହାର ଚଳାଚଳ ବନ୍ଦ ହୋଇଯାଇଥିଲା। ତେବେ ପୁଣି କେବେ ଏହି ରେଳଗାଡ଼ି ଗଡ଼ିବ, ତାହା ସ୍ଥିର ହୋଇପାରୁନାହିଁ। ବ୍ୟାଟେରିଚାଳିତ ଟ୍ରେନ୍‌ଟି ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ କି ନୁହେଁ ବୋଲି କର୍ତ୍ତୃପକ୍ଷ ନିଶ୍ଚିତ ହୋଇପାରୁନଥିବା ଜଣାପଡ଼ିଛି। ବାରମ୍ବାର ରେଳଧାରଣାରେ ଗଡ଼ାଇ ପରୀକ୍ଷା କରାଯାଉଥିଲେ ବି କର୍ତ୍ତୃପକ୍ଷ ଏଥିରେ ଯାତ୍ରୀଙ୍କ ନିରାପତ୍ତାକୁ […]

ନୂଆଦିଲ୍ଲୀ: ସାପକୁ ଦେଖିଲେ କି ସାପ ନାମ ଶୁଣିଲେ ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ। କିନ୍ତୁ ଅଷ୍ଟ୍ରେଲିଆରେ ଦୁଇବର୍ଷର ଜଣେ ଶିଶୁ ସାପ ସହିତ ଏଭଳି କିଛି କରିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶିଶୁ ଜଣକ ୨ମିଟର ଲମ୍ବା ସାପର ଲାଞ୍ଚକୁ ଧରିବା ସହ ସାପକୁ ଏମିତି ଘୂରାଇ ଫିଙ୍ଗି ଦେଉଛନ୍ତି ଯେମିତି ତା ପାଇଁ ସାପ ଖେଳନା ସଦୃଶ୍ୟ। ଶିଶୁର ବାପା […]

ମୁମ୍ବାଇ : ଏବେଠାରୁ ତାରିଖ ନିର୍ଦ୍ଧାରିତ ହେଇସାରିଲାଣି। ଅବଶ୍ୟ ବଲିଉଡ୍‌ରେ ଏହା କିଛି ନୂଆ ଟ୍ରେଣ୍ଡ ନୁହେଁ। କୌଣସି ନୂଆ ସିନେମା ରିଲିଜ୍‌ କରିବାର ବହୁ ପୂର୍ବରୁ ଏଥିପାଇଁ ଶୃଙ୍ଖଳାଗତ ଭାବେ ଆବେଦନ କରିବାକୁ ହୁଏ। ସେହିକ୍ରମରେ ଆଗାମୀ ୨୦୨୨ ମସିହା ସ୍ବାଧୀନତା ଦିବସ ଅବସରରେ ‘ଆଦିପୁରୁଷ’ ଓ ‘ରକ୍ଷାବନ୍ଧନ’ ଦୁଇ ଚଳଚ୍ଚିତ୍ରକୁ ମୁକ୍ତିଲାଭ ପାଇଁ ସ୍ବୀକୃତି ମିଳିଯାଇଛି। ‘ଆଦିପୁରୁଷ’ରେ ବାହୁବଳୀ ଫେମ୍ ଆକ୍ଟର ପ୍ରଭାସ ମୁଖ୍ୟ ଚରିତ୍ରରେ ଥିବାବେଳେ […]

ଭାରସାମ୍ୟ ହରାଇ ଗଭୀର ପାଣିକୁ ଖସି ପଡ଼ିଲା କାର ନୂଆଦିଲ୍ଲୀ: ପୁଣେରେ ରହୁଥିବା ମରାଠୀ ଅଭିନେତ୍ରୀ ଈଶ୍ବରୀ ଦେଶପାଣ୍ଡେ ଏବଂ ତାଙ୍କ ବନ୍ଧୁ ଶୁଭମ ଡେଡଗେ ଗଭୀର ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି। ଉତ୍ତର ଗୋଆର ଅରପୋରା ଅଞ୍ଚଳରେ ଗଭୀର ପାଣିରେ ବୁଡ଼ି ଯାଇଥିବା କାର ଭିତରୁ ପୁଲିସ ଉଭୟଙ୍କ ମୃତଦେହ ଜବତ କରିଛି। ଇଶ୍ୱରୀଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର କିଛି ଦିନ ମଧ୍ୟରେ ରିଲିଜ୍‌ ହେବାର ଥିଲା। […]

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ପରଲୋକ ଘଟିଛି। ହୃଦଘାତ ଯୋଗୁଁ ମାତ୍ର ୪୦ବର୍ଷ ବୟସରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର କୁପର ହସ୍ପିଟାଲକୁ ସିଦ୍ଧାର୍ଥଙ୍କୁ ଚିକିତ୍ସା ଲାଗି ଅଣାଯିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ। ରିୟଲିଟି ସୋ’ ବିଗବସ୍ ସିଜନ ୧୩ର ବିଜେତା ସିଦ୍ଧାର୍ଥ ଜଣେ ମଡେଲ୍ ଭାବେ କ୍ୟାରୟର ଆରମ୍ଭ କରିଥିଲେ। ଏହାପରେ […]

ଭୁବନେଶ୍ବର: ଓଡ଼ିଶାର ଡକ୍ୟୁମେଣ୍ଟାରି ‘ଦି ମାଉଣ୍ଟେନ୍‌ ହକି’ର ପ୍ରିମିୟର ଜର୍ମାନୀ, ସ୍ପେନ୍‌ ଓ ଦୁବାଇରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ଓ ଅକ୍ଟୋବରରେ ବିଶ୍ବସ୍ତରରେ ପ୍ରିମିୟର ହେବାକୁ ଥିବା ଏହି ଡକ୍ୟୁମେଣ୍ଟାରିର ଦାୟିତ୍ବ ବହନ କରିଛନ୍ତି ଆନ୍ତର୍ଜାତୀୟସ୍ତରର ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର। ଅବିନାଶ ପ୍ରଧାନ ଓ ଦେବଶିଷ ମହାପାତ୍ରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଡକ୍ୟୁମେଣ୍ଟାରିରେ ପ୍ରାଯୋଜନା ସିନେପିନର୍ ପ୍ରଡକ୍ସନ୍ସର ରାଜକିଶୋର ହୋତା ତୁଲାଇଛନ୍ତି। ୟୁଏଲ୍‌ବି ଫିଲ୍ମସ୍‌ ବିଶ୍ୱସ୍ତରରେ ପ୍ରଚାର […]

ଭୁବନେଶ୍ବର : ୱେବ୍‌ ପୋର୍ଟାଲ୍‌ର ନାଁ ଲାଇଭ୍‌ କଳିଙ୍ଗ ନିଉଜ୍‌(ଏଲ୍‌କେଏନ୍‌)। ପୁଣି ଆକର୍ଷଣୀୟ ଟ୍ୟାଗ୍‌ ଲାଇନ୍‌ ‘ବିଶ୍ବାସ ଓଡ଼ିଶାର’। ତେବେ ଏଇଟି ଥିଲା କେବଳ ଖୋଳପା। ଭିତରେ ଥିଲା ଭୟଙ୍କର କଳଙ୍କିତ ଚରିତ୍ର। ଗଣମାଧ୍ୟମକୁ ଢ଼ାଲ କରି ଚାଲିଥିଲା ଲୁଟ୍‌ତରାଜ। ସାଧରରଣ ଲୋକଙ୍କ ବିଶ୍ବାସ ନାଁରେ ଚାଲିଥିଲା ଅବିଶ୍ବସନୀୟ ଭୟଙ୍କର କାଣ୍ଡ। ଷ୍ଟୁଡିଓ ପାଲଟିଥିଲା ଲୁଟେରାଙ୍କ ଆଡ଼ା। ଅପହରଣ କରି ଦାଦାବଟି ଆଦାୟ କରାଯାଉଥିଲା। ବଟି ଆଦାୟ ପାଇଁ ଅପହୃତଙ୍କ […]

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରେ ପହଞ୍ଚିଥିବାର ଖବର ମିଳିଛି। ମଦ ପିଇ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଅଭିନେତା ବବି ମିଶ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତ ପଡ଼ୋଶୀ। ତାଙ୍କର ଅଭିଯୋଗ ଅନୁଯାୟୀ, ମଦ ନିଶାରେ ବନ୍ଧୁକ ଦେଖାଇ ତାଙ୍କ ପତ୍ନୀଙ୍କୁ ବାହା ହେବା ପାଇଁ ଜିଦ […]

Social media & sharing icons powered by UltimatelySocial