ୱାଶିଂଟନ: ଖୁବ ଶୀଘ୍ର ଚୀନ୍‌ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଚୀନ୍‌ ଉପରେ କେଉଁ ଧରଣର କାର୍ଯ୍ୟାନୁଷ୍ଠାନ ହେବ ତାହା ସ୍ପଷ୍ଟ କରାଯାଇନାହିଁ। କୋଭିଡ-୧୯ ବ୍ୟାପିବା ପରଠାରୁ ଆମେରିକା ଓ ଚୀନ୍‌ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଚୀନ୍‌ ସମଗ୍ର ବିଶ୍ବରେ କରୋନା ଭୂତାଣୁ ସଂକ୍ରମିତ କରିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି। […]

ନୂଆଦିଲ୍ଲୀ: ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ୭୫୦ ମେଗାୱାଟ୍‌ବିଶିଷ୍ଟ ଏସିଆର ସର୍ବବୃହତ୍ ରେୱା ଅଲ୍‌ଟ୍ରା ମେଗା ସୋଲାର୍‌ ପାୱାର୍ ପ୍ରୋଜେକ୍ଟ୍‌ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରୋଜେକ୍ଟ୍‌ ବାର୍ଷିକ ୧୫ ଲକ୍ଷ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ କରାଇବ। ଜାତି ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରିବା ପରେ ପ୍ରଧାନମନ୍ତ୍ରୀ କହିଲେ, କେବଳ ଆଜିର ନୁହେଁ, ସୌରଶକ୍ତି ଏକବିଂଶ ଶତାବ୍ଦୀର ପ୍ରମୁଖ […]

ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ୍ ମଧ୍ୟରେ ସଂଘଟିତ କୂଟନୈତିକ ଓ କମାଣ୍ଡରସ୍ତରୀୟ ଆଲୋଚନାର ଅଂଶସ୍ବରୂପ ବୁଧବାର ଚୀନୀ ସେନା ଲଦାଖର ଗଲୱାନ, ପେଙ୍ଗଙ୍ଗ୍‌ ଏବଂ ଉଷ୍ମ ପ୍ରସ୍ରବଣ ନିକଟ ସମସ୍ତ ପାଟ୍ରୋଲିଂ ପଏଣ୍ଟ୍ ଇଲାକାରୁ ଦୁଇ କିମି ପଛକୁ ହଟିଛି ଏବଂ ସେଠାରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ତେବେ ଏହା ‌ସତ୍ତ୍ବେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ସ୍ଥିତି ଉପରେ କଡ଼ା […]

ଥିରୁବନନ୍ତପୁରମ: ଜଣେ ମହିଳାଙ୍କ ଯୋଗୁଁ କେରଳରେ ବିଜୟନ ସରକାର ବିବାଦରେ ଫସିଯାଇଛି। ତାଙ୍କ ଯୋଗୁଁ ‌ଜଣେ ବରିଷ୍ଠ ଆଇଏଏସ୍ ଅଧିକ‌ାରୀଙ୍କ ଚାକିରୀ ମଧ୍ୟ ଯାଇଛି। ସେ ଏକ ବଡ଼ ଧରଣର ଆନ୍ତର୍ଜାତିକ ସୁନା ଚୋରା ଚାଲାଣ ରାକେଟରେ ସଂପୃକ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଢାଲ କରି ସେ ଦୀର୍ଘ ଦିନ ଧରି ଏହି ରାକେଟ ଚଳାଇଥିଲେ। ଗତକାଲି ବିମାନଘାଟୀରେ ୧୫ କୋଟି ଟଙ୍କାର ୩୦ କିଲୋ ସୁନା ଧରାପଡ଼ିବା ପରେ […]

ବିଶ୍ବବ୍ୟାପୀ ଚୀନ୍‌ ବିରୋଧୀ ସ୍ବର ତେଜୁଛି, ଚୀନ୍‌ର ମୁକାବିଲା ପାଇଁ ଆମେରିକା-ବ୍ରିଟେନ୍‌ର ସେନା ମୁତୟନ ନୂଆଦିଲ୍ଲୀ: ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ, କରୋନା ପାଇଁ ଖରାପ ଆର୍ଥିକ ସ୍ଥିତି ଏବଂ ଭାରତୀୟ ସୀମାରେ ଅତିକ୍ରମଣ ପ୍ରୟାସ ଏବେ ଚୀନ୍‌ ପାଇଁ ମହଙ୍ଗା ପଡ଼ିଛି। ପୂର୍ବ ଲଦାଖ୍‌ରେ ଚୀନ୍‌ର ବିସ୍ତାରବାଦୀ ନୀତିର ଭାରତ କଡ଼ା ଜବାବ ଦେଇଛି ଏବଂ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ବିଶ୍ବବ୍ୟାପୀ ସମର୍ଥନ ମିଳିବା ପରେ ଚୀନ୍‌ ରାଷ୍ଟ୍ରପତି […]

ଚୀନ୍‌ ଦ୍ରବ୍ୟ ବର୍ଜନ ପାଇଁ ଅନ୍ୟ ରାଷ୍ଟ୍ରଙ୍କୁ ଏକଜୁଟ୍‌ କରିବ ନୂଆଦିଲ୍ଲୀ : ଟିକ୍‌ଟକ୍‌, ୟୁସି ବ୍ରାଉଜର ଏବଂ କ୍ୟାମ୍‌ ସ୍କାନର ସମେତ ୫୯ ଚୀନ୍‌ ମୋବାଇଲ୍‌ ଆପ୍‌କୁ ନିଷିଦ୍ଧ କରିବାପରେ ଭାରତ ଚୀନ୍‌ ବିରୋଧରେ ଆହୁରି ଅଧିକ କଡ଼ା‌ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ଚୀନ୍‌ ବିରୋଧରେ ଭାରତ ଏବେ ଅନ୍ୟ ରାଷ୍ଟ୍ରମାନଙ୍କୁ ଏକଜୁଟ୍‌ କରିବ। ଚୀନ୍‌ର ମୁକାବିଲା ଏବଂ ଚୀନ୍‌ ସାମଗ୍ରୀ ବର୍ଜନ କରିବା ପାଇଁ ଏକ […]

ନୂଆଦିଲ୍ଲୀ: କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରା ଳୟ (ଏମଏସଏମଇ) ପକ୍ଷରୁ ପଞ୍ଜିକରଣ ପାଇଁ ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ଗତ ଜୁନ୍‌ ୨୬ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନୂଆ ପଞ୍ଜିକରଣ ବ୍ୟବସ୍ଥାରେ ଗୋଟିଏ ଉଦ୍ୟୋଗକୁ ଉଦ୍ୟମ ବୋଲି ଧରାଯିବ ଏବଂ ତାହାର ପଞ୍ଜିକରଣ ପ୍ରକ୍ରିୟା “ଉଦ୍ୟମ ପଞ୍ଜିକରଣ” ନାମରେ ନାମିତ ହେବ। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକ୍ରିୟା […]

ମୁକାବିଲା ଲାଗି ଭାରତର ସଜବାଜ, ଆକାଶ ପରେ ଭାରୀ ଯୁଦ୍ଧାସ୍ତ୍ର ମୁତୟନ ନୂଆଦିଲ୍ଲୀ : ଭାରତୀୟ ସେନା ପୂର୍ବ ଲଦାଖ୍‌ରେ ନିଜ ସ୍ଥିତି ଅତ୍ୟନ୍ତ ସୁଦୃଢ଼ କରିଛି। ଚୀନ୍‌ର ସେନା ମୁତୟନକୁ ଦୃଷ୍ଟିରେ ରଖି ଭାରତ ନିଜର ସୈନ୍ୟ ବଳକୁ ଲଦାଖ୍‌ରେ ଦୁଇ ଗୁଣା କରିଛି। ଚୀନ୍‌ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ବାସ୍ତବ ସ୍ଥିତିକୁ ବଦଳାଇବାକୁ ଜୋର୍‌ଦାର ଉଦ୍ୟମ କରିବାରୁ ଭାରତ ଏଭଳି ପଦକ୍ଷେପ ନେଇଛି। ଏଲ୍‌ଏସିରେ […]

ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରୁଛି ଆମେରିକା:ଚୀନ୍‌ର ମୁକାବିଲା ପାଇଁ ସେନା ମୁତୟନ କରିବ ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲୱାନ ଘାଟିରେ ଗତ ୧୫ ତାରିଖରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ‌ଦୁଇ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ୍‌ଏସି ନିକଟରେ ସେନା ମୁତୟନ ବଢ଼ାଇବାରେ ଲାଗିଛନ୍ତି। ଭାରତ ଓ ଚୀନ ମଧ୍ୟରେ ହୋଇଥିବା […]

ଏଲ୍‌ଏସିରେ ଚୀନ୍‌ର ୧୦ ହଜାର ସୈନ୍ୟ, ମୁକାବିଲା ପାଇଁ ଭାରତ ବି ପଠାଇଲା ନୂଆଦିଲ୍ଲୀ : ଗଲୱାନ ଘାଟିରେ ସଂଘର୍ଷ ପରେ ପରିସ୍ଥିିିତିକୁ ଶାନ୍ତ କରିବା ଲାଗି ଭାରତ ଏବଂ ଚୀନ୍ ମଧ୍ୟରେ ଉଭୟ କୂଟନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା ଚାଲିଥିବା ବେଳେ ସୀମାରେ ଉତ୍ତେଜନା ବଢ଼ି ବଢ଼ି ଚାଲିଛି। କୌଣସି ‌ଆପୋସ ବୁଝାମଣାକୁ ଖାତିର ନ କରି ଚୀନ ସୀମାରେ ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି। ଭାରତ […]

Social media & sharing icons powered by UltimatelySocial