ଫନି କ୍ଷତ ବେଦନାଦାୟକ, ଓଡ଼ିଆଙ୍କୁ ମହାପ୍ରଭୁଙ୍କଠାରୁ କେହି ଅଲଗା କରିପାରିବେ ନାହିଁ ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଆତଙ୍କବାଦର ଧର୍ମ ନାହିଁ। ବିଭିନ୍ନ ଧର୍ମ ଅନୁଷ୍ଠାନକୁ ସେମାନେ ଟାର୍ଗେଟ କରୁଛନ୍ତି। ତେଣୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଆସିଥିବା ସୁପାରିସ କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ ଥିଲା। ପୁରୀର ବିକାଶ ଓ ଶ୍ରୀମନ୍ଦିର ଚାରିପାର୍ଶ୍ଵର ୬୦ ମିଟର (କ୍ୟାବିେନଟ୍ ୭୫ ମିଟର […]

ବିଡିଏ ଚାହୁଁଛି ୮୦ ମିଟର ଉଚ୍ଚା, ୪୦ମିଟର ପାଇଁ ଏନ୍‌ଓସି ମିଳୁଛି, ଏଏଆଇ ଏନ୍‌ଓସି ମିଳିଲେ ଏମ୍‌ଓୟୁ ସ୍ଵାକ୍ଷର ହେବ ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ କାର୍ଯ୍ୟ ନିକଟ ଭବିଷ୍ୟତରେ ହେବା ନେଇ ଅନିଶ୍ଚିତତା ଦେଖାଦେଲାଣି। କାରଣ ଗୋଟିଏ ବିବାଦର ସମାଧାନ ହେଲା ବେଳକୁ ଆଉ ଗୋଟିଏ ବଡ଼ ବିବାଦ ଦେଖାଯାଉଛି। ଯେଉଁଥିପାଇଁ ଗତ ତିନି ବର୍ଷ ହେଲା ରେଳ ଷ୍ଟେସନ୍‌ର ଉନ୍ନତୀକରଣ କରିବା ପାଇଁ ଯୋଜନା […]

ନୂଆଦିଲ୍ଲୀ: ଭବିଷ୍ୟତରେ ବିବାହ ସମ୍ଭବ ନୁହେଁ ବୋଲି ଜାଣି ସୁଦ୍ଧା ଯଦି ଜଣେ ମହିଳା ଅନ୍ୟ ଜଣେ ପୁରୁଷଙ୍କ ସହ ଶାରିରୀକ ସଂପର୍କ ରଖନ୍ତି ଓ ପରବର୍ତ୍ତୀ ସମୟରେ ପୁରୁଷ ବନ୍ଧୁଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଗତ କରନ୍ତି, ତେବେ ତାହାକୁ ଏକ ଅପରାଧ ରୂପେ ବିବେଚନା କରାଯିବ ନାହିଁ। କିମ୍ବା ଏନେଇ କୌଣସି ଅଭିଯୋଗ ପୁଲିସ୍‌ ଥାନାରେ ଆଗତ କରାଯାଇ ପାରିବ ନାହିଁ ବୋଲି […]

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦମ୍ବରମଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅଦାଲତ ଆଜି ସିବିଆଇକୁ ଅନୁମତି ଦେଇଛନ୍ତି। ଗତ (ବୁଧବାର) ରାତିରେ ଅତ୍ୟନ୍ତ ନାଟକୀୟ ଭାବେ ଚିଦମ୍ବରମଙ୍କୁ ତାଙ୍କ ବାସଭବନରୁ ସିବିଆଇ ଗିରଫ କରିଥିଲା ଏବଂ ଆଜି ତାଙ୍କୁ ଦିଲ୍ଲୀ ରାଉଜ୍‌ ଆଭେନ୍ୟୁ ଅଦାଲତରେ ହାଜର କରାଯାଇଥିଲା। ସ୍ବତନ୍ତ୍ର ବିଚାରପତି […]

ଚଣ୍ଡିଗଡ଼ : ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଭାରତ ବିରୋଧୀ କାର୍ଯ୍ୟକ୍ରମ ଏବେ ଚରମ ସୀମାରେ ପହଞ୍ଚିଛି। ନିୟମିତ ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାନ୍ତ ଗ୍ରାମଗୁଡ଼ିକୁ ଗୁଳି ମାଡ଼ କରୁଥିବା ପାକିସ୍ତାନ ଅଚାନକ ସତଲୁଜ୍‌ ନଦୀବନ୍ଧର ସମସ୍ତ ୬ଟି ମୁଖ୍ୟ ଗେଟ୍‌ ଖୋଲିଦେବା ଫଳରେ ପଂଜାବର ସୀମାନ୍ତ ଗ୍ରାମ ଗୁଡ଼ିକରେ ଏବେ ବନ୍ୟା ଆସିଛି। ସୀମାନ୍ତ ଜିଲ୍ଲା ଫିରୋଜପୁରରେ ପ୍ରାୟ ୧୭ଟି ଗ୍ରାମ ଜଳମଗ୍ନ ହୋଇଯାଇଛି। ଫିରୋଜପୁର ଡେପୁଟି […]

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପର ଟେଣ୍ଡର ବାତିଲ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଵତ ଆନ୍ଧ୍ରପ୍ରଦେଶ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଥିବା ନବଯୁଗ ଗ୍ରୁପ୍‌ ଟେଣ୍ଡରକୁ ବର୍ତ୍ତମାନର ଆନ୍ଧ୍ର ସରକାର ବାତିଲ କରି ପୁନଃଟେଣ୍ଡର ଆମନ୍ତ୍ରଣ କରିଛନ୍ତି। ପୋଲାଭରମ ଟେଣ୍ଡର ବାତିଲ କରାଯିବା ଯୋଗୁଁ ଏହା […]

ନୂଆଦିଲ୍ଲୀ: ଏଣିକି ଟ୍ରାଫିକ୍‌ ନିୟମ ଅବମାନନା କରିବା ମହଙ୍ଗା ପଡ଼ିବ। ଚଳିତବର୍ଷ ସେପ୍ଟେମ୍ବର ୧ ତାରିଖଠାରୁ ଟ୍ରାଫିକ୍‌ ନିୟମ ଭଙ୍ଗ କଲେ ଅଧିକ ଜରିମାନା ଦେବାକୁ ପଡ଼ିବ। ସଂଶୋଧିତ ନିୟମ ଅନୁସାରେ, ଆମ୍ବୁଲାନ୍ସ, ଦମକଳ ଆଦି ଆପତ୍ତିଜନକ ଯାନବାହାନକୁ ବାଟ ନଛାଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦି କୌଣସି ଚାଳକ ଅଯୋଗ୍ୟ ଘୋଷିତ ହେବା ପରେ ବି ଗାଡ଼ି ଚଳାଉ ଥାଆନ୍ତି ତେବେ ତାଙ୍କ ଉପରେ […]

ଅମିତ ଶାହଙ୍କ ପ୍ରତିଶୋଧ!, ଚିଦମ୍ବରମ ସ୍ୱରାଷ୍ଟ୍ରମନ୍ତ୍ରୀ ଥିବାବେଳେ ଜେଲ୍‌ ଯାଇଥିଲେ ଶାହ ନୂଆଦିଲ୍ଲୀ : ଆଜି ରାତିରେ ଏକ ନାଟକୀୟ ଘଟଣାକ୍ରମେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ସିବିଆଇ ତାଙ୍କ ବାସଭବନରୁ ଗିରଫ କରିଛି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିଦେବା ପରେ ଚିଦମ୍ବରମ ଗତକାଲି ଠାରୁ ଉଭାନ ହୋଇଯାଇଥିଲେ। ଦୀର୍ଘ ୨୭ ଘଣ୍ଟା ପରେ […]

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମଂଗଳବାର ସକାଳ ୯ଟା ୨ ମିନିଟ୍‌ରେ ଚନ୍ଦ୍ରମାର କକ୍ଷରେ ପ୍ରବେଶ କରିଛି। ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହେବା ପାଇଁ ଏହାକୁ ପ୍ରାୟ ୩୦ ମିନିଟ୍‌ ସମୟ ଲାଗିଥିଲା। ୨୩ ଦିନ ପୃଥିବୀର କକ୍ଷପଥରେ ଘୂରି ବୁଲିବା ପରେ ଚନ୍ଦ୍ରଯାନ ୨ ଚନ୍ଦ୍ରର କକ୍ଷରେ ପହଞ୍ଚିବା ପାଇଁ ୬ ଦିନ ସମୟ ନେଇଛି। ଚନ୍ଦ୍ର ପୃଷ୍ଠରେ ପୂର୍ବରୁ ନିର୍ଦ୍ଧାରିତ ଦକ୍ଷିଣ ପାର୍ଶ୍ୱରେ ଚନ୍ଦ୍ରଯାନ ୨ର ସୂକ୍ଷ୍ମ […]

ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୀତି ଏବେ ଧରାଶାୟୀ ହୋଇପଡିଛି । ପରିବାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟସବୁ ମହଙ୍ଗା ଦରରେ ବିକ୍ରି ହେଉଛି । ସେଠାକାର ଲୋକମାନେ ନାହିନଥିବା ଅସୁବିଧା ଭୋଗୁଛନ୍ତି । କିନ୍ତୁ ବର୍ତ୍ତମାନ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ନିଜ ଦେଶର ଅର୍ଥନୀତି କ’ଣ ସୁଧାରିବେ ଭାରତକୁ ଯୁଦ୍ଧ କରିବା ପାଇଁ ଉସକାଉଛନ୍ତି । ପାକିସ୍ତାନର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ଲୋକଙ୍କୁ ପାଣି ମଧ୍ୟ […]

Social media & sharing icons powered by UltimatelySocial