ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡଘଡ଼ି ସହ ବଜ୍ରପାତ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ୨୮ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆକଳନ ଅନୁଯାୟୀ ଆସନ୍ତା ୨୪ […]

ବସ୍ତିରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଲମ୍ବା ଧାଡ଼ି, କିଏ ଖାଇବାକୁ ଦେବ ତାକୁ ଅପେକ୍ଷା ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ‌ହୋଇଥିବା ଲକ୍‌ଡାଉନ୍ ଏବେ ଲୋକଙ୍କ ପେଟକୁ ନାତ ମାରିଲାଣି। ଦିନକୁ ଓଳିଏ ଖାଦ୍ୟ ଯୋଗାଡ଼ କରିବା ବହୁ ଲୋକଙ୍କ ପାଇଁ କାଠିକର ପାଠ ହୋଇଗଲାଣି। ଏପରିକି କିଏ ଖାଦ୍ୟ ଦେଲେ ଖାଇବେ ତାହାକୁ ଅପେକ୍ଷା କରି ବସୁଛନ୍ତି। କେହି ହାତ ଟେକି ଖାଇବାକୁ ନଦେଲେ […]

ରାୟଗଡ଼ା: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ସାହାନାଇ ବାଜିଥାନ୍ତା। ଭୋଜିଭାତ ରୋଷଣିରେ ପରିବାର ଉତ୍ସବମୁଖର ହୋଇଥାନ୍ତା। ଧୁମଧାମରେ ଆୟୋଜନ ପାଇଁ ପ୍ରସ୍ତୁତି ସରିଥିଲା। କିନ୍ତୁ ଜାତୀୟ ବିପତ୍ତି ସମୟରେ ନିଜ କର୍ତ୍ତବ୍ୟକୁ ଉଚିତ୍ ମନେ କରି ବିବାହ ଉତ୍ସବକୁ ବାତିଲ୍ କରିଛନ୍ତି ଦୁଇ ଯୁବ ପୁଲିସ୍ ଅଫିସର୍। ରାୟଗଡ଼ା ଟାଉନ୍ ଥାନାର ଦୁଇ ଏସଆଇ ଜୟସ୍ମିତା ବେହେରା ଓ ମାନସ କୁମାର ସାହୁଙ୍କ ଏପରି ନିଷ୍ପତ୍ତିକୁ ପୁଲିସ୍ […]

ଭୁବନେଶ୍ବର: କରୋନା ମୁକାବିଲା ସମୟରେ ଦେଶରେ ଲକ୍‌ ଡାଉନ୍ ଜାରି ଥିବାରୁ କିରାସିନି ‌ଯୋଗାଣ ସମ୍ପର୍କରେ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାସନ୍ କାର୍ଡ ନ ଥିଲେ ବି ଘରୋଇ ବ୍ୟବହାର ନିମନ୍ତେ ଖାଉଟିମାନଙ୍କୁ କିରାସିନି ଯୋଗାଇ ଦିଆଯିବ। ୨୦୨୦ ମାର୍ଚ୍ଚରେ ଜିଲ୍ଲାରେ କିରାସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିମାନଙ୍କୁ ପ୍ରତି ପରିବାର ପିଛା ୨ ଲିଟର୍‌ ଲେଖାଏ କିରାସିନି ଯୋଗାଇ ଦିଆଯିବ ବୋଲି ଖାଦ୍ୟ […]

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କିତ ନିଷ୍ପତ୍ତି ମେ’ ୩ ତାରିଖ ପରେ ନିଆଯିବ। ଯେହେତୁ ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଜୁନ୍ ମାସରେ ପଡ଼ୁଛି ତେଣୁ ମେ ୩ ତାରିଖରେ ଲକଡାଉନ୍ ଅବଧି ସରିବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂତନ ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ। ମେ ୩ରେ କିମ୍ବା ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି […]

ଜାଣନ୍ତୁ କେଉଁ କେଉଁ ଜରୁରୀ ସେବା ଜାରି ରହିବ ଭୁବନେଶ୍ୱର: ଓଡ଼ିଶାରେ ପଶ୍ଚିମବଙ୍ଗ ଫେରନ୍ତା କରୋନା ସଙ୍କଟ ବଢ଼ାଇ ଦେଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଜିଲ୍ଲା ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ୬୦ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି। ଏହି ସଟଡାଉନ ଆସନ୍ତା ଏପ୍ରିଲ ୨୬ ରାତି ୧୦ଟା ପର୍ଯନ୍ତ ଲାଗୁହେବ। ତେବେ ଏହି ସମୟରେ କେତେକ ଜରୁରୀ ସେବା ଜାରି ରହିବ। ଯେଉଁ ଅତ୍ୟାବଶ୍ୟକ ସେବା ଓ […]

ନୂଆଦିଲ୍ଲୀ : କରୋନା ଭାଇରସ୍‌ ମହାମାରୀ ମେ’ ମଧ୍ୟଭାଗ ସୁଦ୍ଧା ଭାରତରେ ଶିଖର ଛୁଇଁବ । ମେ’ ୨୨ ବେଳକୁ ଭାରତରେ କ‌େରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ ଟପିଥିବ। ତେବେ ଏହାପରେ ଧୀରେଧୀରେ କରୋନାର ପ୍ରଭାବ କମିବ। ଗ୍ଲୋବାଲ୍‌ କନ୍‌ସଲ୍ଟିଂ ଫାର୍ମ ପ୍ରୋଟିଭିଟି ସହ ଟାଇମ୍ସ ‌ନେଟୱର୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଆକଳନ କରାଯାଇଛି। ‘ଟା‌ଇମ୍ସ ଫ୍ୟାକ୍ଟ ଇଣ୍ଡିଆ ଆଉଟ୍‌ବ୍ରେକ୍‌ ରିପୋର୍ଟ’ ୩ଟି ସମ୍ଭାବନାକୁ ନଜରରେ ରଖି […]

ଭୁବନେଶ୍ୱର:ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ସେ ଭୁବନେଶ୍ୱରର ବୋଲି ଜଣାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଏବେ ସୁଦ୍ଧା ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ଧୀରେ ଧୀରେ କରୋନା ମୁକ୍ତ ହେଉଛି। ରାଜଧାନୀରେ ଲଗାତାର କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁଁ […]

ଭୁବନେଶ୍ୱର: ପ୍ରତିବର୍ଷ ଜଳବନ୍ଦୀ ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ରାଜଧାନୀବାସୀଙ୍କୁ ଏଥର ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି। ୩୭ଟି ସମ୍ବେଦନଶୀଳ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ରୁ ଆରମ୍ଭ କରି ପୂର୍ତ୍ତ ବିଭାଗ, ଇଡ୍‌କୋ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଏମ୍‌ସି ଅଧୀନରେ ଥିବା ସମସ୍ତ ଡ୍ରେନର ପୁନରୁଦ୍ଧାର କାମ ହେବ। ସବୁ ଡ୍ରେନ୍ ସଫା ହେବ, ଯେଉଁଠି ଜଳବନ୍ଦୀ ସମସ୍ୟା ଥିବ […]

ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ରାଜ୍ୟରେ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା। ତେବେ ତିନି ଜଣ ପଜିଟିଭ୍ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୧ରେ ପହଞ୍ଚିଲା। ଏହି ୩ ଆକ୍ରାନ୍ତଙ୍କ ଗସ୍ତ ଇତିହାସ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି। ବର୍ତମାନ ସୁଦ୍ଧା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ […]

Social media & sharing icons powered by UltimatelySocial