ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜିଉ ମନ୍ଦିରକୁ ପ୍ରତ୍ୟାବର୍ତନ ପାଇଁ ରଥା ରୂଢ଼ ହୋଇ ଆସିଥିଲେ ମଧ୍ୟ ଗୋସାଗରେଶ୍ୱର ଛକଠାରେ ରଥ ଅଟକିଛି। ଆସନ୍ତା କାଲି ଅପରାହ୍ଣ ୩ଟାରୁ ରଥ ଟଣା ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ଶୁକ୍ରବାର ପାରମ୍ପରିକ ରୀତିନୀତି ଅନୁଯାୟୀ ମହା ସମାରେହରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ଅନୁଷ୍ଠିତ […]

ଭୁବନେଶ୍ୱର : ନାଚ, ଗୀତ, ସାହିତ୍ୟ, ସଂସ୍କୃତି ଓ ଭାସ୍କର୍ଯ୍ୟଠାରୁ ଆରମ୍ଭ କରି ସମସ୍ତ କଳାର ମିଶ୍ରିତ ରୂପ ହେଉଛି ‘ନାଟକ’। ସେଥିପାଇଁ ଭରତ ମୁନି ନାଟକକୁ ‘ପଞ୍ଚମ ବେଦ’ ଅର୍ଥାତ୍‌ ୪ ବେଦର ସାରାଂଶର ସମାହାର ବୋଲି ବର୍ଣ୍ଣନା କରିଛନ୍ତି। ଯେତେବେଳେ ମଣିଷର ମନୋରଞ୍ଜନର କିଛି ମାଧ୍ୟମ ନଥିଲା, ସେତେବେଳେ ପ୍ରଥମେ ଲୋକକଳା ପାଲା, ଦାସକାଠିଆ, କଣ୍ଢେଇ ନାଚ, ଦଣ୍ଡ ନାଚ, ଘୋଡ଼ା ନାଚ ଓ ରାମଲୀଲା ଆଦି […]

ବଲାଙ୍ଗୀର: କେଉଁ ଆବାହମାନ କାଳରୁ ଚାଲି ଆସିଥିବା ଆଦିବାସୀଙ୍କ ବଳି ପ୍ରଥା ଆଜି ବି ଜାରି ରହିଛି। କିଛି ବର୍ଷ ହେଲା ବଳିକୁ ନେଇ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଟଣା ଓଟରା ବି ହେଇଥିଲା। କିନ୍ତୁ ଏଥର ପଥ ପରିଷ୍କାର। କେହି ଅଟକାଇବାକୁ ନଥିଲା। ଆଇନର ରକ୍ଷକମାନେ ଆଇନ ଅନୁସାରେ ଶୃଙ୍ଖଳା କାମ କରୁଥିଲେ। ପ୍ରଶାସନିକ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରୁଥିଲେ। ଆଉ ହଜାର ହଜାର ମାନସିକଧାରୀ କୁକୁଡ଼ା, […]

Social media & sharing icons powered by UltimatelySocial