ଆସାମ: ଆସାମର ଚରାଇଦେବ ଜିଲ୍ଲାର ସୋନାରି ଗ୍ରାମରେ ଜଣେ ପିତା ସ୍ଥାନୀୟ ତାନ୍ତ୍ରିକ ସହ ମିଶି ନିଜର ୪ ବର୍ଷର ଝିଅକୁ ବଳି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେମାନେ ଶିଶୁକନ୍ୟାକୁ ଗଳାଚିପି ହତ୍ୟା କରିବା ସହ ମୃତଦେହକୁ ସିଙ୍ଗଲୋ ନଦୀରେ ଫିଙ୍ଗି ଦେଇଥିଲେ। ବଗୋଧର(୫୦) ନାମକ ତାନ୍ତ୍ରିକ ଏବଂ ପୀଡିତାଙ୍କ ପିତା ଅନ୍ତା ମୁଣ୍ଡା (୫୪) ସେହି ଅଞ୍ଚଳର ଏକ ଚାହା ବଗିଚାରେ କାମ କରନ୍ତି। କୌଣସି […]

କାବୁଲ: ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳ ତାଲିବାନ ଦଖଲକୁ ଚାଲିଯାଇଥିବା ବେଳେ ୬୫ ପ୍ରତିଶତ ଗୁରୁତ୍ବପୂର୍ଣ୍ଣ ଅଂଚଳରେ ତାଲିବାନର ଶାସନ ଆରମ୍ଭ ହୋଇଯାଇଛି। ଏବେ ‌ବିଭିନ୍ନ ଅଞ୍ଚଳରେ ଲୋକେ ତାଲିବାନର ନୀତିକୁ ଗ୍ରହଣ କରିଛନ୍ତି ଏବଂ ଧଳା ପତାକା ଧରି ତାଲିବାନ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି। ଖୁବ୍‌ଶୀଘ୍ର ରାଜଧାନୀ କାବୁଲ ତାଲିବାନ ଦଖଲକୁ ଚାଲିଯିବା ଆଶଙ୍କା ପ୍ରକାଶ ପାଇଥିବା ବେଳେ ହିଂସା ରୋକିବାକୁ ରାଷ୍ଟ୍ରପତି ଅସରଫ୍‌ ଘନି ଏବେ ନୂଆ […]

ଭୁବନେଶ୍ବର : ବିଜେପିର ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ନେତା ଜଗନ୍ନାଥ ପ୍ରଧାନ ଖୁବ୍‌ଶୀଘ୍ର ବିଜେପି ଛାଡ଼ିପାରନ୍ତି। ଭୁବନେଶ୍ବର ବିଜେପିରେ ବଢ଼ି ଚାଲିଥିବା ଅନ୍ତଃକନ୍ଦଳ ପାଇଁ ଜଗନ୍ନାଥ ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏପରିକି ଅଗଷ୍ଟ ୧୭ କିମ୍ବା ୧୯ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜନ ହେବାକୁ ଏକ ମିଶ୍ରଣ ପର୍ବରେ ସେ ତାଙ୍କର କିଛି ସମର୍ଥକଙ୍କ ସହ ବିଜେଡିରେ ମିଶିବେ ବୋଲି ଆପାତତଃ ସ୍ଥିର ହୋଇଥିବା କୁହାଯାଉଛି। […]

ବିରିଡି: ବିରିଡି ଥାନା ଅନ୍ତର୍ଗତ ହାଜିପୁର (ବେହେରା ସାହି) ଗ୍ରାମର ନବବିବାହିତା ସୁଚିତ୍ରା ବେହେରା (୨୪)ଙ୍କ ହାତବନ୍ଧା ଝୁଲନ୍ତା ଶବକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ରହୁଥିବା ଘରେ ଆସବାବପତ୍ର ପୋଡ଼ି ଯାଇଥିବାରୁ ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ି ନାହିଁ। ସୁଚିତ୍ରାଙ୍କ ସ୍ବାମୀ ଏହାକୁ ଆତ୍ମହତ୍ୟା ବୋଲି ପୁଲିସ୍‌କୁ […]

ନୂଆଦିଲ୍ଲୀ : ଗତକାଲି ସଂସଦର ମୌସୁମୀ ଅଧିବେଶନ ୨ ଦିନ ଆଗରୁ ଶେଷ ହୋଇଛି। ଅଧିବେଶନ ଶେଷ ହେବାପରେ ବାଚସ୍ପତି ଓମ୍‌ ବିର୍ଲା ବିଭିନ୍ନ ଦଳର ନେତାମାନଙ୍କୁ ତାଙ୍କ କକ୍ଷରେ ଭେଟିଛନ୍ତି। ‌ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଆଜି ବାଚସ୍ପତିଙ୍କ କକ୍ଷରେ ଉପସ୍ଥିତ ଥିଲେ। ବୈଠକରେ ମୋଦୀ ଗୋଟିଏ ସୋଫାରେ ବସିଥିବାବେଳେ ସୋନିଆ ପାଖ ସୋଫାରେ ବସିଥିଲେ। ଗୃହ ମନ୍ତ୍ରୀ […]

ଡଷ୍ଟବିନ୍ ଭିତରେ ମଶା ଭଣଭଣ, ଗନ୍ଧେଇଲାଣି ୱାଟର୍‌ ଫାଉଣ୍ଟେନ୍ ପାଣି ଚନ୍ଦ୍ରଶେଖରପୁର: ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଥମିବା ନାଁ ନେଉନାହିଁ। ଡେଙ୍ଗୁ ମଶା(ଏଡିସ୍‌) ଉତ୍ପତ୍ତିସ୍ଥଳ ଓ ଲାର୍ଭା ନଷ୍ଟ କରିବାକୁ ବିଏମ୍‌ସି ଲାଗି ପଡ଼ିଛି। ବସ୍ତି ଓ କଲୋନି ବୁଲିବୁଲି ମଶା ବଢ଼ୁଥିବା ସ୍ଥାନ ଖୋଜିଖୋଜି ବିଏମ୍‌ସି ଏହି ଅପରେସନ୍ ଚଳାଇଛି। ମାତ୍ର ଲକଡାଉନ୍ କାରଣରୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ପାର୍କଗୁଡ଼ିକ ଡେଙ୍ଗୁ ମଶାଙ୍କ ଜନ୍ମସ୍ଥାନ ବା […]

ନୂଆ ପ୍ରଜାତି ଚିହ୍ନଟ ହୋଇନି: ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିରୁଅନନ୍ତପୁରମ୍‌ : କେରଳରେ ୪୦ ହଜାରରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଅତ୍ୟନ୍ତ ଚିନ୍ତାଜନକ। କରୋନା ଟିକାର ୨ଟି ଯାକ ଡୋଜ୍‌ ନେବାପରେ ବି କେରଳରେ ୪୦ ହଜାରରୁ ଅଧିକ ଲୋକଙ୍କୁ କରୋନା ହୋଇଛି। କେତେକ ରୋଗୀ ମଧ୍ୟ ପୁନଃ ସଂକ୍ରମିତ ହୋଇଛନ୍ତି। ଦେଶରେ ୧ ଲକ୍ଷରୁ ଅଧିକ ଗୁରୁତ୍ବପୂର୍ଣ୍ଣ ମାମଲା ଚିହ୍ନଟ ହୋଇଥିବାବେଳେ କେବଳ କେରଳରେ […]

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୪ […]

ହାତୀ ଦାନ୍ତ ଉପରେ ଶିକାରୀଙ୍କ ଲୋଲୁପଦୃଷ୍ଟି ଭୁବନେଶ୍ବର : ଓଡ଼ିଶାକୁ ଏକଦା ହାତୀଙ୍କ ଅନ୍ତୁଡ଼ିଶାଳ ‌ବୋଲି କୁହାଯାଉଥିଲା। ମୌର୍ଯ୍ୟ, ମୋଗଲ ବଂଶ ଶାସନ ସମୟରେ ବି ଓଡ଼ିଶାର ହାତୀଙ୍କ ବ୍ୟବହାର ନେଇ ଇତିହାସରେ ଉଲ୍ଲେଖ ରହିଛି। ଓଡ଼ିଶାରେ ରାଜାମାନେ ହାତୀ ମାନଙ୍କ ଦ୍ୱାରା ସେନାବାହିନୀ କରୁଥିଲେ,ସେଥିପାଇଁ ଓଡ଼ିଶାର ରାଜାମାନଙ୍କୁ ଗଜପତି ମଧ୍ୟ କୁହାଯାଏ। କିନ୍ତୁ ଯେଉଁ ହାତୀ ମାନଙ୍କର ପାଇଁ ଏକଦା ଆମ ରାଜ୍ୟ ଗର୍ବ ଅନୁଭବ କରୁଥିଲା ସେହି […]

ଆଫଗାନିସ୍ତାନ: ଆମେରିକା ସମର୍ଥିତ ଆଫଗାନ ବାୟୁସେନା ଗତ କାଲି ଦେଶର ବିଭିନ୍ନ ପ୍ରଦେଶରେ ତାଲିବାନମାନେ ଲୁଚି ରହିଥିବା ସ୍ଥାନ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ​​ଏଥିରେ ୧୦୦ ରୁ ଅଧିକ ତାଲିବାନୀ ନିପାତ ହୋଇଛନ୍ତି। ସୋମବାର ହେଲମାନ୍ଦ ଏବଂ କାନ୍ଦାହାର ପ୍ରଦେଶର ବିଭିନ୍ନ ସେକ୍ଟରରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଗତକାଲି ରାତିରେ ଡାନ୍ଦ, ଜେରିଆ, ତାଖଟାପୋଲ ଜିଲ୍ଲା ତଥା କାନ୍ଦାହାର ପ୍ରାଦେଶିକ କେନ୍ଦ୍ରରେ ଥିବା ଏଏନଡିଏସଏଫ ଅପରେସନକୁ ସମର୍ଥନ କରି […]

Social media & sharing icons powered by UltimatelySocial