ଆମ୍‌ସାର ଆକ୍ଟ ଲାଗୁ କରିବାକୁ ବିକ୍ଷୋଭ ପୁରୁଣା ଭୁବନେଶ୍ବର: ଐତିହାସିକ କ୍ଷେତ୍ର ଶିଶୁପାଳଗଡ଼ର ସୁରକ୍ଷା ବିରୋଧରେ ବିରାଟ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି। ଏହି ଗଡ଼ର ୫୬୨ ଏକର ଜମିରୁ ମାତ୍ର ୭୭୫ ଡିସିମିଲି ଜମିକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ମାପଚୁପ କରି ଦଖଲ କରିଥିବା ବେଳେ ବାକି ୫୬୧ ଏକରରୁ ଅଧିକ ଜମି କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ଆନସିଏଣ୍ଟ୍‌ ମନୁମେଣ୍ଟସ୍‌ ଆଣ୍ଡ୍‌ ଆର୍କିଓଲୋଜିକାଲ୍‌ ସାଇନ୍ସ୍‌ ଆଣ୍ଡ […]

ମୁମ୍ବାଇ : ମୁମ୍ବାଇରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତ ହୋଇଥିବା ୩ ଶିଶୁଙ୍କ ଜୀବନ ବଞ୍ଚାଇବା ଲାଗି ସେମାନଙ୍କ ଆଖି ବାହାର କରାଯାଇଛି। ୪, ୬ ଏବଂ ୧୪ ବର୍ଷର ୩ ଜଣ ଶିଶୁଙ୍କର ମୁମ୍ବାଇର ଦୁଇଟି ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। ଦୁଇ ଜଣ ଶିଶୁଙ୍କର ଡାଇବେଟିସ୍ ନଥିବା ବେଳେ ୧୪ ବର୍ଷୀୟ ଶିଶୁର ଡାଇବେଟିସ୍‌ ଅଛି। ଅନ୍ୟପକ୍ଷେ ଆଉ ଜଣେ ୧୬ ବର୍ଷର ଶିଶୁ କୋଭିଡ୍‌ରୁ ସୁସ୍ଥ ହେବାପରେ […]

ସ୍ବଚ୍ଛତା ନେଇ ଉଠିଲା ପ୍ରଶ୍ନ,ବୋର୍ଡରେ ନାହାନ୍ତି ଅଣପୁଲିସ ଅଧିକାରୀ କଟକ : ରାଜ୍ୟରେ ଦୀର୍ଘବର୍ଷ ଧରି ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ପରିବର୍ତ୍ତନ ଘଟିଛି। ୧୯୯୪ ପରଠାରୁ ଓଡ଼ିଶା ଷ୍ଟାଫ୍ ସିଲେକସନ କମିସନ (ଓଏସଏସସି) ପୁଲିସ ଏସ୍‌ଆଇ ପରୀକ୍ଷା କରି ଆସୁଥିବା ବେଳେ ଚଳିତ ବର୍ଷ ଏହି ଦାୟିତ୍ବ ପୁଣି ଏକପ୍ରକାର ସଂପୂର୍ଣ୍ଣ ଭାବେ ପୁଲିସ ବିଭାଗ ହାତକୁ ଚାଲିଆସିଛି। ଓଡ଼ିଶା ଷ୍ଟାଫ୍ ସିଲେକସନ୍‌ କମିସନ୍‌ ପରୀକ୍ଷା ପରିଚାଳନାରେ ବିଳମ୍ବ, […]

ମୁଖ୍ୟ ଅଭିଯୁକ୍ତ ଗିରଫ, ଅନ୍ୟମାନଙ୍କ ସମ୍ପର୍କରେ ତଦନ୍ତ ଚାଲିଛି : ଏସ୍‌ପି କେନ୍ଦୁଝର : ପ୍ରେମ ପ୍ରତାରଣାର ଶିକାର ହୋଇଥିବା କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଦନପୁର ଗ୍ରାମର ଜଣେ ଯୁବତୀ ଗତକାଲି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ତାଙ୍କ ଜୀବନ ପ୍ରତି ବିପଦ ଅଛି, ତାଙ୍କୁ ସୁରକ୍ଷା ସହ ନ୍ୟାୟ ପ୍ରଦାନ କରାଯାଉ ବୋଲି ନିବେଦନ କରିଛନ୍ତି। ଅନ୍ୟମାନଙ୍କ ସହ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ […]

ରାଉରକେଲା : ବର୍ଷ ବର୍ଷ ଧରି ନକ୍ସଲଙ୍କ ଗୁଳି, ବୋମା, ଗ୍ରେନେଡ୍‌ ମାଡର ଛାତିଥରା ଶବ୍ଦରେ ଆତଙ୍କିତ ସୀମାନ୍ତ ଅଞ୍ଚଳବାସୀଙ୍କ ମୁହଁରେ ଫୁଟିଛି ହସ। ସଞ୍ଜ ନଇଁଲେ ଯେଉଁମାନେ ଘରେ ତାଟି କବାଟ ପକାଇ ଦେଉଥିଲେ। ସେମାନେ ଏବେ ରାତି ପର୍ଯ୍ୟନ୍ତ ନିର୍ଭୟରେ ବୁଲି ପାରୁଛନ୍ତି। ଯେଉଁ ଗାଁରେ ବିକାଶ ପାଦ ଚିହ୍ନର ପଡି ନଥିଲା। ସେହିସବୁ ଗାଁରେ ବିକାଶ ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ଚାଲିଛି। ନିରୀହ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଦ୍ବାରା […]

ଭୁବନେଶ୍ବର : ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ଅନନ୍ୟ ସୃଷ୍ଟି ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ା ଏବଂ ଯୋଦ୍ଧା ସ୍ଥାପତ୍ୟ ଏବେ ଏଠାରୁ ହଟିବାକୁ ଯାଉଛି। ଦଶନ୍ଧି ଦଶନ୍ଧି ଧରି ରାଜଧାନୀର ପ୍ରତୀକ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଘୋଡ଼ାକୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଛି। ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ଘୋଡ଼ାକୁ ରାଜଭବନ ସାମ୍ନାକୁ ଉଠାଇ ନିଆଯିବ ବୋଲି ନିଷ୍ପତ୍ତି ନିଆ ସରିଲାଣି। ଏହା ଜଣା […]

ଭୁବନେଶ୍ବର : ହାଇସ୍କୁଲ ପରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍‌ରେ ପଢ଼ାଇବା ଲାଗି ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ୍‌ ୨୧ରୁ ଜୁଲାଇ ୭ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୟୁଟ୍ୟୁବ୍‌ରେ ହେବ। ପ୍ରଥମ ପର୍ଯ୍ୟାୟ ୟୁଟ୍ୟୁବ୍‌ କ୍ଲାସ ପାଇଁ ୮ଟି ଜିଲ୍ଲା ଯଥା ଖୋର୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼କୁ ଚୟନ କରାଯାଇଛି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୩୦ […]

ପୁରୀ : କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ବି ଭକ୍ତଶୂନ୍ୟ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ବଡ଼ଦାଣ୍ଡରେ ସାନ୍ଧ୍ୟ ଆଇନ୍‌ ଲଗାଇ ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଶୃଙ୍ଖଳିତ ରଥଯାତ୍ରା ତଥା ସେବାୟତ ସଂକ୍ରମଣ ରୋକିବା ପାଇଁ […]

ଚନ୍ଦ୍ରଶେଖରପୁର: ବିଦ୍ୟୁତ୍ ବିତରଣ ଦାୟିତ୍ବ ରାଜ୍ୟ ସରକାର ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବା ପରେ ବିଜୁଳି କାଟ୍ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସେହିଭଳି ବିଦ୍ୟୁତ ମିଟରରେ ମଧ୍ୟ ଗୋଳମାଳିଆ‌ ଉପଭୋକ୍ତାଙ୍କ ହୋସ୍‌ ଉଡ଼ାଇ ଦେଉଛି। ଏଭଳି ଏକ ଘଟଣା ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଈଶାନେଶ୍ବର ବସ୍ତିରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଝୁମ୍ପୁଡ଼ି ଘରେ ଗତ ମାସରେ ବିଦ୍ୟୁତ୍ ବିଲ୍ ଆସିଛି ୨୯ହଜାର ୫ଶହ ୨୨ଟଙ୍କା। ଯାହାକୁ […]

Social media & sharing icons powered by UltimatelySocial