ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) କାର୍ଯ୍ୟାନ୍ୱୟନ କରିବାରେ ଓଡ଼ିଶା ଚତୁର୍ଥ ଥର ପାଇଁ ଦେଶରେ ଅଗ୍ରଣୀ ହୋଇଛି। ୨୦୧୬-୧୭ରୁ ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଜାତୀୟ ସ୍ତରରେ ୧ ନମ୍ବର ସ୍ଥାନ ବଜାୟ ରଖିଛି। ଗତକାଲି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଗୁଣାତ୍ମକ ରାସ୍ତା ନିର୍ମାଣ ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ […]

ନୂଆଦିଲ୍ଲୀ : ୭୪ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ସନ୍ଧ୍ୟାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଟିଭିରେ ଉଦବୋଧନ ଦେଇଛନ୍ତି। କରୋନା ମହାମାରୀ ସମୟରେ ଜୀବନକୁ ବିପଦରେ ପକାଇ ଦେଶବାସୀଙ୍କୁ ସେବା ଯୋଗାଉଥିବା କରୋନା ଯୋଦ୍ଧାମାନଙ୍କୁ ରାଷ୍ଟ୍ରପତି ଏହି ଅବସରରେ ପ୍ରଶଂସା କରିଛନ୍ତି। କରୋନା ଲଢ଼େଇର ସମୁଖ ଭାଗରେ ରହି ନିରନ୍ତର ଲଢ଼େଇ ଜାରି ରଖିଥିବା ଡାକ୍ତର, ନର୍ସ ଓ ଅନ୍ୟ […]

ମରୁଛନ୍ତି ରୋଗୀ ଓ ଭୋଗୁଛନ୍ତି ପରିବାର ଲୋକେ ଭୁବନେଶ୍ୱର : ହସ୍ପିଟାଲ‌‌‌ରେ ଆଡମିସନ୍ ହୋଇ ଚିକିତ୍ସିତ ହେବାକୁ ଥିବା ପ୍ରତ୍ୟେକ ରୋଗୀଙ୍କ କରୋନା ପରୀକ୍ଷା କରାଯିବ। ପଜିଟିଭ୍ ବାହାରିଲେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେବେ, ନଚେତ୍‌ ଉକ୍ତ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଥିଲେ ସେଠାରେ ଚିକିତ୍ସା କରାଯିବ। ସ୍ବାସ୍ଥ୍ୟ ବିଭାଗ ଏହି ନିୟମ କରିଛି। ଏପରିକି କୌଣସି ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ନ ଫେରାଇବାକୁ ନିୟମ ହୋଇଛି। ହେଲେ ସରକାରଙ୍କ […]

ଭୁବନେଶ୍ବର : ରାଜଧାନୀବାସୀ ଯେପରି କରୋନା ନେଇ ଭୟଭୀତ ହେବେନି, ଲକ୍ଷଣ ଦେଖାଦେବା କ୍ଷଣି ତୁରନ୍ତ ପରୀକ୍ଷା କରିବେ, ନିକଟସ୍ଥ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମାଗ‌ଣାରେ କରୋନା ପରୀକ୍ଷା କରିବେ, ସଦାବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ, ହାତ ଧୋଇ‌ବେ; ସେନେଇ ବିଏମ୍‌ସି ପକ୍ଷରୁ ଆଜିଠାରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ରାଜଧାନୀବାସୀଙ୍କୁ ସଚେତନ କରାଯାଉ ନଥିବାରୁ ମାଗଣାରେ ବି ଲୋକ କରୋନା ପରୀକ୍ଷା କରୁନାହାନ୍ତି […]

ଯାଜପୁର/ଧର୍ମଶାଳା : ରାସନ କେଳେଙ୍କାରୀ ନେଇ ମାନ୍ୟବର ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ପ୍ରଦତ୍ତ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ଅଚାନକ ବୌଦ୍ଧ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ତାଙ୍କୁ ପଞ୍ଚାୟତିରାଜ ବିଭାଗରୁ ରାଜସ୍ବ ବିଭାଗକୁ ଫେରାଇ ନିଆଯାଇଛି। ୬ ମାସ ପୂରଣ ହେବା ପୂର୍ବରୁ ଧର୍ମଶାଳା ବିଡିଓଙ୍କର ବଦଳି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶଥାଉକି, ଗତ […]

ନୂଆଦିଲ୍ଲୀ : କରୋନା ପ୍ରକୋପ ଯୋଗୁଁ ସାରାଦେଶରେ ସ୍କୁଲଗୁଡ଼ିକ ବନ୍ଦ ରହିଛି। ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ସ୍କୁଲଗୁଡ଼ିକ କେବେ ଖୋଲାଯିବ,ସେ ନେଇ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବିଚାରବିମର୍ଶ ଜାରି ରଖିଛି। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଥିବା ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପ୍ରାଥମିକତା ବର୍ତ୍ତମାନ ରହିଛି କିଭଳି ଭାବେ ୨୦୨୦-୨୧ ଶିକ୍ଷାବର୍ଷ ଅନ୍ତର୍ଗତ ଓ ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କର ପାଠ୍ୟକ୍ରମକୁ ଆରମ୍ଭ କରାଯାଇ ବୋର୍ଡ ପରୀକ୍ଷାକୁ […]

ସକାଳ ୯ରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ତମ ସ୍ବାଧୀନତା ଦିବସ ଉତ୍ସବରେ ଅଭିବାଦନ ଗ୍ରହଣ କରିବେ। ଏ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସକାଳ ୮ଟା ୫୮ରେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବେ। ସେଠାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ଡିଜି, […]

ସରକାର କରିଥିବା ବଦଳି ନୀତିକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ଭୁବନେଶ୍ୱର : ସରକାର ନିଜେ ନିୟମ ପ୍ରଣୟନ କରୁଛନ୍ତି, ଅଥଚ ତାର ପାଳନ ହେଉନି। ନିୟମ ପ୍ରଣୟନ କଲାବେଳେ ଯେଉଁ ସ୍ବଚ୍ଛତା, ଦକ୍ଷତା ଓ ସ୍ପଷ୍ଟ ନୀତିର ଆଭିମୁଖ୍ୟ ରଖିଥାନ୍ତି, ପରବର୍ତ୍ତୀ କାଳରେ ତାକୁ ଭୁଲିଯାନ୍ତି। ଓଡ଼ିଶା ସଚିବାଳୟ ସେବା କ୍ୟାଡର କର୍ମଚାରୀଙ୍କ ବଦଳିକୁ ନେଇ ଏପରି ଅସନ୍ତୋଷ ପ୍ରକାଶ ପାଇଛି। ଲୋକସେବା ଭବନରେ କାର୍ଯ୍ୟରତ ଓଏସ୍‌ଏସ୍‌ କ୍ୟାଡର […]

ଟିକସ ଫାଙ୍କୁଥିବାରୁ ସ୍କାନରରେ ବ୍ୟବସାୟୀ ମା’ପୁଅ ରାଇରଙ୍ଗପୁର : ଟିକସ ଫାଙ୍କିବା ଅଭି‌ଯୋଗରେ ମୟୂରଭଞ୍ଜ ଜିଲ୍ଲା ରରୁଆଁର ମିନତୀ ଦାସ ଅଧିକାରୀ ଓ ତାଙ୍କ ପୁଅ ରିତେଶ ଦାସ ଅଧିକାରୀଙ୍କ ମାଲିକାନାରେ ଥିବା ଏକାଧିକ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆଜି ବାଣିଜ୍ୟକର ବିଭାଗ ଓ ଜିଏସ୍‌ଟି ଟିମ୍‌ ଚଢ଼ଉ କରିଛି। ସୂଚନା ମୁତାବକ, ମିନତୀ ଦାସ ଅଧିକାରୀ ଓ ତାଙ୍କ ପୁଅ ରିତେଶ ଦାସ ଅଧିକାରୀଙ୍କ ମାଲିକାନାରେ ରରୁଆଁରେ ଖଇନି […]

Social media & sharing icons powered by UltimatelySocial