ଭୁବନେଶ୍ବର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଭୟଙ୍କ ଭିତରୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ୱାମୀ ଗୁରୁତର ଥିବା ଜଣାଯାଇଛି। ଲକ୍ଷ୍ମୀ ସାଗର ସିଦ୍ଧେଶ୍ଵରୀ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ, ପୁଅ ଓ ଝିଅ ସ୍କୁଲ ଯାଇଥିବା ବେଳେ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫ୍ୟାନରେ […]

ରାଉରକେଲା : ରାଉରକେଲାରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଯାଉଥିବା ଯାତ୍ରୀବାହୀ ବସ ନିହାରିକା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ନ ପ୍ରାୟ ଚାରିଟାରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବରଘାଟ ନିକଟରେ ପଛରୁ ହାଇୱା ଧକା ଦେବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ବସ ବସିଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଛନ୍ତି। ଅନ୍ୟ ଚାରି ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି। […]

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ନିକଟରେ ଦୁର୍ଦାନ୍ତ ମହିଳା ମାଓ କମାଣ୍ଡର ଆତ୍ମସମର୍ପଣ କରିଛି। ମହିଳା ମାଓବାଦୀ ଜଣକ ହେଲେ ସରିତା ସୋଡି।ସରିତା ନାମରେ ସରକାର ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ୨୦୧୩ ମସିହାରେ ରାଜନନ୍ଦଗାଓଁ ଅନ୍ତର୍ଗତ ମାନପୁରର ଔଧୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ୨୦୧୫ ମସିହାରେ ମିରତୁର ଅନ୍ତର୍ଗତ ଚରେଲି କ୍ୟାମ୍ପ ଉପରେ ଆକ୍ରମଣ, ନାରାୟଣପୁର ଅନ୍ତର୍ଗତ କୁକୁଡାଝୋର କ୍ୟାମ୍ପ ଉପରେ […]

ନୂଆଦିଲ୍ଳୀ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିବା କଥାକୁ ସ୍ବୀକାର କରିିଛି ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଲରେନ୍ସ ବିଷ୍ନୋଇ। ପୁଲିସ୍‌ ଲରେନ୍ସକୁ ପଚରାଉଚରା କରିବା ବେଳେ ଲରେନ୍ସ ସ୍ବୀକାର କରିଛି ଯେ ୧୯୯୮ ମସିହା କୃଷ୍ନସାର ମୃଗ ହତ୍ୟା ମାମଲାକୁ ନେଇ ସଲ୍‌ମାନଙ୍କୁ ସବକ ଶିଖାଇବା ଉଦ୍ଦେଶ୍ୟରେ ସେ ୨୦୧୮ ମସିହାରେ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଲରେନ୍ସ ବିଶୋଇ […]

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୧ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି। ପୁଲିସ ଏହାରି ମଧ୍ୟରେ ବହୁ ତଦନ୍ତ କରିଥିଲେ ବି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳତା ପାଇପାରି ନାହିଁ। ୧୯୮ ଜଣ ଛାତ୍ରୀ, ସଂପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚରା କରାଯାଇଥିଲେ ବି ରୁଚିକାଙ୍କ ଆତ୍ମହତ୍ୟା ପାଇଁ କେଉଁମାନେ ଦାୟୀ ସେମାନଙ୍କ ବିଷୟରେ କିଛି ଜଣାପଡୁ ନାହିଁ। ଭୁବନେଶ୍ବର ଡିସିପି […]

ମାଲକାନଗିରି: ଆଗକୁ ସହିଦ ସପ୍ତାହ ଥିବା ବେଳେ ମାଲକାନଗିରିରେ ଏବେ ଠାରୁ ମାଓବାଦୀମାନେ ସକ୍ରିୟ ହେବାକୁ ଲାଗିଲେଣି। ତେବେ ମାଲକାନଗିରି ପୁଲିସ ସୀମାକୁ ସିଲ କରିବା ସହ ନକ୍ସଲ ଗତିବିଧି ଉପରେ ଶକ୍ତ ନଜର ରଖିଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି। ଜଣେ ହାର୍ଡକୋର ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଏସପି ନୀତିଶ ଵାଧବାନୀଙ୍କ ନିର୍ଦେଶକ୍ରମେ […]

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ ଶିବିର ଠାବ ହୋଇଛି। ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସିଆରପିଏଫ୍, ଏସଓଜି, ଡିଭିଏଫ ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ପ୍ରଥମେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ପରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ହୋଇଥଲା। […]

ବରପାଲି: ନକଲି‌ ନୋଟ୍‌ କାରଖାନାର ପର୍ଦ୍ଦାଫାସ୍‌ ହୋଇଛି। ବରଗଡ଼ ଜିଲ୍ଲା ପୁଲିସ ସହାୟତାରେ ଏସ୍‌ଟିଏଫ୍‌ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ କରିଛି। ଏହି କାରବାର ସହିତ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ (୫୩) ଓ ବଳରାମ ମେହେର। ବରପାଲିରେ ନକଲି ନୋଟ୍‌ କାରବାର କେବେଠାରୁ ପରିଚାଳିତ ହେଉଥିଲା, ତାହା ଯଦିଓ ତଦନ୍ତ ପରେ ଜଣାପଡ଼ିବ। ହେଲେ […]

ସମ୍ବଲପୁର: ସମ୍ବଲପୁର ସହରରୁ ୨ଟି ହାତୀ ଦାନ୍ତ ଜବତ ହୋଇଥିବା ନେଇ ସମ୍ବଲପୁର ଡିଏଫ୍‌ଓ ବିଶ୍ବନାଥ ନିଲନ୍ନଵର ସୂଚନା ଦେଇଛନ୍ତି। ଗୁରୁବାର ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଦାନ୍ତ କାରବାରରେ ସଂପୃକ୍ତ ୩ ଜଣଙ୍କୁ ଅଟକ ରଖା ଯାଇଥିବା କହିଥିଲେ। ତାଙ୍କ ସୂଚନା ଅନୁଯାୟୀ, ବୌଦ୍ଧ ଅଞ୍ଚଳରେ ମୃତ୍ୟୁବରଣ କରିଥିବା ୨ଟି ହାତୀର ଦାନ୍ତକୁ ବିକ୍ରି କରିବାକୁ ଯୋଜନା ଚାଲିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣା ପଡ଼ିଥିଲା। […]

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ରୁଚିକା ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ନେଇ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଅଧିକ ତଥ୍ୟ ପାଇଁ ଭିସେରା ନମୂନା ପରୀକ୍ଷାଗାରକୁ ପଠାଯାଇଛି। ବିଜେବି କଲେଜ କାରୁବାକି ଛାତ୍ରୀ ନିବାସର […]

Social media & sharing icons powered by UltimatelySocial