ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଗତ ଜୁଲାଇ ୧୦ତାରିଖରୁ ବନ୍ଦ ରହିଥିବା ଏମ୍ସର ଓପିଡି ବା ବହିର୍ବିଭାଗ ଖୋଲିବାକୁ ଯାଉଛି। ଆସନ୍ତା ନଭେମ୍ବର ୨ତାରିଖରୁ ସପ୍ତାହ ପର୍ଯ୍ୟନ୍ତ ସବୁ ବିଭାଗରେ ସର୍ବାଧିକ ୩୦ଜଣ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ତେବେ ୯ତାରିଖଠାରୁ ଏହା ବୃଦ୍ଧି ପାଇବ। ସବୁ ବିଭାଗରେ ଦୈନିକ ୫୦ଜଣ ରୋଗୀଙ୍କୁ ଓପିଡି ସୁବିଧା ଦିଆଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନାର ଦ୍ରୁତ […]
ସ୍ୱାସ୍ଥ୍ୟ
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ କୃଷ୍ଣନଗର ପଞ୍ଚାୟତର ପିଲଛାପାଟିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମଦେବତୀ ଶୀତଳା ଚଣ୍ଡୀ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଲୋକଙ୍କୁ ଗାଁ ସ୍କୁଲ ଓ ନିଜ ଘରମାନଙ୍କରେ ସାଲାଇନ୍ ଓ ଔଷଧ ଯୋଗାଇ ଚିକିତ୍ସା କରାଯାଉଛି। ସୂଚନା ମୁତାବକ ଗତକାଲି ମା’ ଦୁର୍ଗାଙ୍କ ମହାନବମୀ ତିଥିରେ ଗ୍ରାମଦେବତୀଙ୍କ ନିକଟରେ ଅପରାହ୍ନ ସମୟରେ ଚଣ୍ଡୀପାଠ ସହିତ […]
ଭୁବନେଶ୍ୱର: ଓଡ଼ିଶାରେ ସ୍ତନକର୍କଟ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୦ ବର୍ଷ ମଧ୍ୟରେ ୩୦ ପ୍ରତିଶତ ସ୍ତନକର୍କଟ ରୋଗୀଙ୍କ କ୍ଷେତ୍ରରେ ସଫଳତାର ସହ ସର୍ଜରୀ ବା ଅସ୍ତ୍ରୋପଚାର ହୋଇଛି। ତେବେ କ୍ୟାନ୍ଆସିଷ୍ଟ୍ ବ୍ରେଷ୍ଟ୍ ଭଳି ପ୍ରୋଗ୍ନୋଷ୍ଟିକ୍ ଟେଷ୍ଟ୍ ଯୋଗୁ ଆଗ୍ରେସିଭ୍ ଏବଂ କେମୋଥେରାପି ଭଳି ଚିକିତ୍ସା କମିପାରିଛି। ୭୦ ପ୍ରତିଶତ ସ୍ତନକର୍କଟ ରୋଗୀଙ୍କ କ୍ଷେତ୍ରରେ ବିଳମ୍ବରେ ରୋଗ ଚିହ୍ନଟ ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଫଳରେ […]
ନୂଆଦିଲ୍ଲୀ: ଭାରତରେ ଭେଣ୍ଟିଲେଟର ବ୍ୟବହାର କରି ମଧ୍ୟ କୋଭିଡ ମୃତ୍ୟୁ ହାର ବୃଦ୍ଧି ପାଇଛି। ଏହା ଏବେ ଡାକ୍ତରମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବାଙ୍ଗାଲୋର ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ (ବିଏମ୍ସିଆର୍ଆଇ) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଭେଣ୍ଟିଲେଟର ବ୍ୟବହାର ସତ୍ତ୍ବେ ମୃତ୍ୟୁ ହାର ଅଧିକ ବୋଲି ଜଣାପଡ଼ିଛି। ଜୁଲାଇ ୧୩ ସୁଦ୍ଧା ମୋଟ ୯୦ ଜଣ କୋଭିଡ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ମାତ୍ର ଏହି […]
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ପରେ ସମସ୍ତଙ୍କୁ ସାବୁନ ଓ ପାଣିରେ ହାତ ଧୋଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ମାତ୍ର କେତେକ ସ୍ଥଳେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରାଯାଉଛି। ଏହି ହ୍ୟାଣ୍ଡ ସାନିଟାଇଜର ସ୍ବାସ୍ଥ୍ୟ ପ୍ରତି କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି। ଅତି କମ୍ରେ ୬୦ ପ୍ରତିଶତ ଆଲକହଲ ଥିବା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଉଚିତ ବୋଲି ପରାମର୍ଶ ଦିଆଯାଇଛି। ମାତ୍ର ଅଧିକାଂଶ ହ୍ୟାଣ୍ଡ ସାନିଟାଇଜରରେ […]
ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଳଗୋହିରା ପଂଚାୟତର ବଡ଼ରୁପା ମହାଦେବ ଯୁବ ସଂଗଠନ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବଡ଼ରୁପା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମୁଖ୍ୟ ଅତିଥି ଭାବେ ନାଳଗୋହିରା ସରପଂଚ ଆଶୁତୋଷ ଭୋଇ ଓ ସମାଜସେବୀ କାହୁଁ ଚରଣ ପରିଡା ଉଦଘାଟନ କରିଥିଲେ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅଧିକ ରକ୍ତର ଆବଶ୍ୟକତା ଥିବା ଦୃଷ୍ଟିରୁ ଯୁବ ଗୋଷ୍ଠୀ ଅଧିକ ମାତ୍ରାରେ ସ୍ବେଚ୍ଛାକୃତ ଭାବେ […]
ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ପ୍ରତିଯୋଗିତାରେ ୪ବର୍ଷ ହେଲା ଏକ ନମ୍ବର ସ୍ଥାନ ହାସଲ କଲାଣି। ହେଲେ ଆଜି ପର୍ଯ୍ୟନ୍ତ ସ୍ମାର୍ଟ ସିଟି ଭଳି ଦେଖାଯାଉନି। ଭୁବନେଶ୍ବରକୁ ସ୍ମାର୍ଟ ସିଟି ମାନ୍ୟତା ମିଳିବା ପରେ ବିଏମ୍ସି କର୍ତ୍ତୃପକ୍ଷ ସ୍ମାର୍ଟ ଦେଖାଇ ରାଜଧାନୀର ବିଭିନ୍ନ ସ୍ଥାନରେ ଇ-ଟଏଲେଟ୍ ନିର୍ମାଣ କରିଦେଲେ। ଟଏଲେଟ୍ ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ରାଜଧାନୀର ୧୯ଟି ସ୍ଥାନରେ ୩୮ଟି ଇ-ଟଏଲେଟ୍ ବସାଇଲେ। ହେଲେ ଏଥିରୁ […]
ନୂଆଦିଲ୍ଲୀ: ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍ ଡି ଆମ ଶରୀରର ରୋଗ ପ୍ରତିରୋଧ ପ୍ରଣାଳୀରେ ଏକ ବିଶେଷ ଭୂମିକା ନିଭାଇଥିବା କଥା ଅନେକ ଆଗରୁ ପ୍ରମାଣିତ ହୋଇସାରିଛି। ସୁତରାଂ ତାହା ମହାମାରୀ କରୋନା ଭୂତାଣୁ ସାର୍ସ-କୋଭ୍-୨ ବିରୋଧରେ ଆଶାନୁରୂପ ସଫଳ ହେବ ବୋଲି ଆଶା କରାଯାଏ। ଏ ପରିପ୍ରେକ୍ଷୀରେ କୋଭିଡ୍ ସଂକ୍ରମିତଙ୍କ ମଧ୍ୟରେ ଡେନମାର୍କ, ନରୱେ ଓ ଫିନ୍ଲାଣ୍ଡ୍ ଅପେକ୍ଷା ଇଟାଲି ଓ ସ୍ପେନ୍ରେ କାହିଁକି ଅଧିକ ରୋଗୀଙ୍କର ମୃତ୍ୟୁ ଘଟିଲା […]
ଜୟପୁର: ପୁଣି ଭାରରେ ବୁହା ହେଲେ ରୋଗୀ। ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଭାରରେ ବୋହି ଡାକ୍ତରଖାନା ନେଲେ ପରିବାରବର୍ଗ। ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାହାଡିଆ ଗାଁ ରାମଗଡ ଗାଁରେ। ଏହି ଗାଁର ଜଗବଂଧୁ ମୁଦିଲିଙ୍କ ପତ୍ନୀ କଳାବତୀ ମୁଦୁଲି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ଆଜି ପରିବାରବର୍ଗ ତାଙ୍କୁ ଭାରରେ ହସ୍ପିଟାଲକୁ ତଳକୁ ଆଣିଥିଲେ। ଗୋଟିଏ […]
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଆପୋଲୋ ହସ୍ପିଟାଲର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ ଅଛନ୍ତି। ତାଙ୍କର ଘର ଗଡ଼କଣା ଅଞ୍ଚଳରେ ବୋଲି ଜଣାଯାଇଛି। ଆଉ ଜଣେ ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷିୟ ପୁରୁଷ ଅଛନ୍ତି। ଜଣେ ନିକଟ ସଂପର୍କୀୟ ଆଗରୁ କରୋନା ପଜିଟିଭ୍ […]