୧୫ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ୧୫ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଅନୁଗୋଳ, ରାୟଗଡ଼ା, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକରେ ବର୍ଷା ବେଳେ ୫୦ରୁ ୬୦ କିମି ବେଗରେ ପବନ ବହିବ।  କୁଆପଥର ମାଡ଼ ସହ ପ୍ରବଳ ଝଡ଼ ବହିବାର ମଧ୍ୟ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

ଆଜି ବିଶ୍ୱ ନୃତ୍ୟ ଦିବସ : ଲୁଚିଯାଉଛି ଲୋକନୃତ୍ୟ, ମରିଯାଉଛି ମୌଳିକତା

Sun Apr 29 , 2018
ଭୁବନେଶ୍ୱର : ଦିନେ ଅବସର ବିନୋଦନର ବଳିଷ୍ଠ ମାଧ୍ୟମ ଥିଲା ଲୋକନୃତ୍ୟ। ଏହାସହ ଏକ ଗଭୀର ମନସ୍ତତ୍ୱ ଜଡ଼ିତ ଥିଲା। ସଂସ୍କୃତି, ପରମ୍ପରା, ସାମାଜିକ ବାର୍ତା ତଥା ଗ୍ରାମ୍ୟ ଜୀବନର ଭାବାବେଗକୁ ବାନ୍ଧି ରଖିଥିବା ଏହି ଲୋକନୃତ୍ୟ ଏବେ ଆଧୁନିକତାର ଚାପରେ ଶଯ୍ୟାଶାୟୀ। ଇଣ୍ଟରନେଟ୍‌ ଓ ଟେଲିଭିଜନ୍‌ ଯୁଗରେ ଆମ ପାରମ୍ପରିକ ମନୋରଞ୍ଜନଧର୍ମୀ ଲୋକକଳା ଧୀରେଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଚାଲି ଆସିଲାଣି। ବିଦେଶରେ ପାରମ୍ପରିକ ଲୋକକଳା ଓ ଷ୍ଟ୍ରିଟ୍‌ ଡ୍ୟାନ୍ସକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial