ଆରମ୍ଭ ହେଲା ସ୍କିଲସ୍‌ ଓଡ଼ିଶା ୨୦୧୮

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍କିଲସ୍‌ ଓଡ଼ିଶା ୨୦୧୮ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଦକ୍ଷତା ପ୍ରତିଯୋଗିତା ଆୟୋଜିତ ହୋଇଛି। ଏହା ୨ ଦିନ ଧରି ଚାଲିବ।

ଏଥିରେ ୨୫ ଟି ବିଭାଗରେ ରାଜ୍ୟର ୨ ଶହ ଛାତ୍ରଛାତ୍ରୀ ଭାଗ ନେବେ। ସ୍କିଲ ଓଡ଼ିଶା କମ୍ପିଟିସନରୁ ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ପ୍ରତିଭା ଚୟନ କରାଯିବ। ଏହି ଅବସରରେ ୫ଟି ସଂସ୍ଥା ସହିତ ବିଭିନ୍ନ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

Share Now:

Kalinga News Beuro

Leave a Reply

Next Post

ସମ୍ବଲପୁରରେ ଆଇପିଏଲ୍‌ ବେଟିଂ: ୬ ଗିରଫ

Sun Apr 29 , 2018
ସମ୍ବଲପୁର: ଗତ ରାତିରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଚାଲିଥିବା ଏକ ଆଇପିଏଲ୍‌ ମ୍ୟାଚ୍‌ରେ ବେଂଟି ଲଗାଇଥିବା ୬ ଜଣ ବ୍ୟକ୍ତିଙ୍କୁ ସଦର ଥାନା ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୧୦ଟି ମୋବାଇଲ୍‌ ଫୋନ୍‌ ଏବଂ ନଗର ୬୭ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ରେଙ୍ଗାଲି ଅନ୍ତର୍ଗତ ମହାବୀର ଛକର ରାଜେଶ ଅଗ୍ରଓ୍ଵାଲ, ସମଲାଇ ମନ୍ଦିରପଡ଼ାର ସୁଦର୍ଶନ ମିଶ୍ର, ପ୍ରଧାନପାଲିର ବିଟୁ ଓରଫ ରହଦୀପ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial