ନିଆଳିରେ କାଠଚକ୍ରୀ ବାଣ ଫାଟି ଯୁବକ ମୃତ

କାଠଚକ୍ରୀ ବାଣ ଫାଟି ଯୁବକ ମୃତ

ନିଆଳି(ଓଡ଼ିଶା ଭାସ୍କର): ଦୋଳ ଝୁଲଣ ବେଳେ କାଠଚକ୍ରୀ ବାଣ ଫାଟିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ବ୍ଲକ ନରିଶୋ ଗାଁରେ ଏହି ଅଘଟଣ ଘଟିଯାଇଛି। ସୂଚନା ଅନୁସାରେ, ଦୋଳ ଝୁଲଣ ଚାଲିଥିବା ଫାଟିଯାଇଥିଲା କାଠଚକ୍ରୀ ବାଣ। ମୃତ ଯୁବକ ଯୁବକ ଜଣକ ନରିଶୋ ଗାଁର ଶ୍ରୁତି ଷଡ଼ଙ୍ଗୀ ହୋଇଥିବା ଜଣାପଡିଛି। ତେବେ ରାଜ୍ୟରେ ଆଜି ହୋଲି ଉତ୍ସବ ଜୋରସୋରରେ ପାଳନ ହେଉଛି। ପରସ୍ପରକୁ ରଙ୍ଗ ବୋଳି ଚାଲିଛି ଶୁଭେଚ୍ଛାର ଆଦାନ ପ୍ରଦାନ। ଦୁଇ ବର୍ଷ କୋଭିଡ କଟକଣା ପରେ ଏଥର ହୋଲିରେ ଚମକ ଅଧିକ ରହିଛି।

Share Now:

Kalinga News Beuro

Next Post

ପାର୍କ ବାହାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ସ୍ଥାନୀୟ ଲୋକ ବିରୋଧ କରି ହେଲେ ଲହୁଲୁହାଣ

Sat Mar 19 , 2022
ଭୁବନେଶ୍ଵର: ସ୍ଥାନୀୟ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବୁଦ୍ଧ ଜୟନ୍ତୀ ପାର୍କ ବାହାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ଦିବ୍ୟ ରଞ୍ଜନ ବେହେରାଙ୍କୁ ଅଚାନକ କିଛି ଯୁବକ ହଠାତ୍ ଆସି ଅତର୍କିତ ଆକ୍ରମଣ କରିଥିଲେ। ଏହି ସମୟରେ ଉପସ୍ଥିତ ଲୋକେ ଏକାଠି ହୋଇ ବିରୋଧ କରିବାରୁ କିଛି ଲୋକଙ୍କୁ ବି ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଘଟଣା ସ୍ଥଳରେ ପିସିଆର ପହଞ୍ଚି ଥିଲା ଆଉ ପିସିଆର ଭ୍ୟାନକୁ ଦେଖି ଅଭିଯୁକ୍ତ ମାନେ ପାର୍କ […]
ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial