କଂଗ୍ରେସ ବିଧାୟକ ଦଳ ସଂପାଦକ ପଦରୁ ମୋକିମଙ୍କ ଇସ୍ତଫା

ସଂପାଦକ ପଦରୁ ମୋକିମଙ୍କ ଇସ୍ତଫା

କଟକ : କଂଗ୍ରେସ ବିଧାୟକ ଦଳ ସଂପାଦକ ପଦରୁ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଇସ୍ତଫା ଦେଇଛନ୍ତି। ବିଧାନସଭା ଅଧିବେଶନ ଆରମ୍ଭର ମାତ୍ର କିଛିଦିନ ପୂର୍ବରୁ ଶ୍ରୀ ମୋକିମଙ୍କ ଇସ୍ତଫା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।ଇସ୍ତଫା ସଂପର୍କରେ ଶ୍ରୀ ମୋକିମ୍ କହିଛନ୍ତି ଯେ ଏହା ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ ପଦ ବା ଦାୟିତ୍ବ ନୁହେଁ। ‌ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିଧାୟକଙ୍କୁ ଚିଠି କରି ଜଣାଇବା ଦାୟିତ୍ବ ଏଥିରେ ଥାଏ। ବିଭିନ୍ନ ସମୟରେ ଏଭଳି କାର୍ଯ୍ୟ କରିବାରେ ସମସ୍ୟା ରହିବାରୁ ମୁଁ ଦାୟିତ୍ବ ଛାଡ଼ିଛି। ଏହାପଛରେ ସେଭଳି କୌଣସି ବିଶେଷ କାରଣ ନାହିଁ ବୋଲି ଶ୍ରୀ ମୋକିମ୍ ସ୍ପଷ୍ଟ କରିଛନ୍ତି।

Share Now:

Kalinga News Beuro

Next Post

ଘୋଷଯାତ୍ରା : ଶରଧାବାଲି ନିକଟରେ ତାଳଧ୍ବଜ-ଦର୍ପଦଳନ, ପଛରେ ଆସୁଛନ୍ତି କାଳିଆ ସାଆନ୍ତ

Fri Jul 1 , 2022
ପୁରୀ: ଶ୍ରୀକ୍ଷେତ୍ରର ପବିତ୍ର ଶରଧାବାଲି ନିକଟରେ ତାଳଧ୍ବଜ ଓ ଦର୍ପଦଳନ ପହଞ୍ଚିଛି। ବିଶ୍ବନିୟତା କାଳିଆ ଠାକୁର ଶେଷରେ ଶରଧାବାଲିରେ ପହଞ୍ଚିବେ। ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ରୁଣ୍ଡ ହୋଇଥିବା ଭକ୍ତମାନେ ମହାପ୍ରଭୁଙ୍କ ରଥଗୁଡ଼ିକ ଅତି ଶ୍ରଦ୍ଧାର ସହିତ ଶ୍ରୀମନ୍ଦିରର ସିଂହଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଜି ଅପରାହ୍ନରୁ ଟାଣି ଟାଣି ନେଇଛନ୍ତି। ଭକ୍ତଙ୍କ ହରିବୋଲ ଓ ହୁଳହୁଳି ପୁରୀ ବଡ଼ଦାଣ୍ଡକୁ ଏକ ଆଧ୍ୟାତ୍ମିକ ପରିବେଶରେ ପରଣିତ ହୋଇଛି। ସେହିପରି ତୁରୀ-ଭେରୀ, […]
ଘୋଷଯାତ୍ରା-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial