ମୋକିମଙ୍କ ବିରୁଦ୍ଧରେ ଆଗତ ମାମଲା ହାଇକୋର୍ଟରେ ଖାରଜ

ମୋକିମଙ୍କ ମାମଲା ହାଇକୋର୍ଟରେ ଖାରଜ

କଟକ: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବିରୁଦ୍ଧରେ ଆଗତ ମାମଲାକୁ ଆଜି ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୋକିମଙ୍କ ବିରୁଦ୍ଧରେ ଥିବା ପୂର୍ବ ଭିଜିଲାନ୍ସ ମାମଲାର ତ୍ୱରିତ ବିଚାର ପାଇଁ ଆବେଦନ ହୋଇଥିଲା। କଟକର ଜଣେ ବୁଦ୍ଧିଜୀବୀ ଡାକ୍ତର ରବିରଞ୍ଜନ ସାହୁ ଆବେଦନ କରିଥିଲେ। ତେବେ ମାମଲା ଖାରଜ କରି ହାଇକୋର୍ଟ କହିଛନ୍ତି ଜନସ୍ୱାର୍ଥ ମାମଲାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ଠିକ୍ ନୁହେଁ। ନିର୍ବାଚନ ସଂକ୍ରାନ୍ତୀୟ ମାମଲାର ସ୍ଵତନ୍ତ୍ର ଖଣ୍ଡପୀଠରେ ବିଚାର କରିବା ପାଇଁ ବ୍ୟବସ୍ଥା ରହିଛି। ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥ ଏହି ମାମଲାର ଶୁଣାଣି କରିଥିଲେ।

Share Now:

Kalinga News Beuro

Next Post

“ଜଣେ ହିନ୍ଦୁଭାବେ ମୁଁ ଗର୍ବିତ, ଜୟ ସିୟାରାମ”: ବ୍ରିଟିଶ ପ୍ରଧାନମନ୍ତ୍ରୀ

Sat Aug 19 , 2023
ଲଣ୍ଡନ : ଲୋକପ୍ରିୟ ରାମ କଥା ପ୍ରବଚକ ମୋରାରୀ ବାପୁଙ୍କୁ ନିକଟରେ ଲଣ୍ଡନର ବିଶ୍ୱପ୍ରସିଦ୍ଧ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ‘ରାମ କଥା’ ପରିବେଷଣ ଲାଗି ନିମନ୍ତ୍ରଣ କରାଯାଇଥିଲା। ଭାରତର ସ୍ୱାଧୀନତା ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଯୋଗ ଦେଇଥିଲେ ଓ ବାପୁଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ସୁନକ ଜୟ ସିୟାରାମ କହି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ […]
“ଜଣେ ହିନ୍ଦୁଭାବେ ମୁଁ ଗର୍ବିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial