ଆଂଶିକ ସୂର୍ଯ୍ୟୋପରାଗ ଆରମ୍ଭ : ଓଡ଼ିଶାରେ ହେଲା ଦୃଶ୍ୟମାନ, ସନ୍ଧ୍ୟା ୬ଟା ୨୬ରେ ମୋକ୍ଷପ୍ରାପ୍ତି

ଆଂଶିକ ସୂର୍ଯ୍ୟୋପରାଗ ଆରମ୍ଭ

ଭୁବନେଶ୍ବର: ବର୍ଷର ଶେଷ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଯାଇଛି। ଏହି ଆଂଶିକ ସୂର୍ଯ୍ୟୋପରାଗ ଭାରତରେ ୪ଟା ୨୯ ମିନିଟରୁ ଦେଖାଯାଇଛି। ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ (ଆଂଶିକ) ସୂର୍ଯ୍ୟୋପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିଛି। ଏହା ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହେବ। ମାତ୍ର ସୂର୍ଯ୍ୟୋପରାଗର କାଳ ପରାଗ ଲାଗିବା ପୂର୍ବରୁ ଆରମ୍ଭ ହୋଇଯାଇଛି। ଭାରତରେ ସୂର୍ଯ୍ୟୋପରାଗ ଅପରାହ୍ନ ପାଖାପାଖି ୪ଟା ୨୯ ମିନିଟରେ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ୨୬ମିନିଟରେ ସର୍ବମୋକ୍ଷ ହେବ।

Share Now:

Kalinga News Beuro

Next Post

ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲା ପରେ ପୁଣି ଜେଲ୍‌କୁ ଫେରିଗଲେ ଅର୍ଚ୍ଚନା ନାଗ

Wed Oct 26 , 2022
ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ପୁଣି ଥରେ ଝାରପଡ଼ା ଜେଲ୍‌ ଫେରିଯିବାକୁ ପଡ଼ିଛି। ଆଜି ଅପରାହ୍ନରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବା ପରେ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପୁଣି ଥରେ ପୁଲିସର କଡ଼ା ସୁରକ୍ଷା ଭିତରେ ଝାରପଡ଼ା ଜେଲକୁ ନିଆଯାଇଛି। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାକୁ ଏସ୍‌ଡିଜେଏମ୍‌ କୋର୍ଟରେ ‌ହାଜର କରାଯାଇଥିଲା। ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ୍‌ ଆବେଦନର ଶୁଣାଣି ଶେଷ ହୋଇଛି। […]
ଜେଲ୍‌କୁ ଫେରିଲେ ମାୟାବିନୀ ଅର୍ଚ୍ଚନା ନାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial