ମାଓବାଦୀଙ୍କ ଲଙ୍କାକାଣ୍ଡ : କାମରେ ନିୟୋଜିତ ଗାଡି ପୋଡ଼ିଲେ

କାମରେ ନିୟୋଜିତ ଗାଡି ପୋଡ଼ିଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ପୁଣି ନକ୍ସଲଙ୍କ ଲଙ୍କାକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଶୁକମା ଜିଲ୍ଲାର ଭେଜି ଥାନା ନିକଟରେ ଏକ ଜେସିବି କୁ ଜାଳିଦେଲେ ମାଓବାଦୀ। କନ୍ୟାଶ୍ରମ ହଷ୍ଟେଲ ନିର୍ମାଣ ରେ ନିୟଜିତ ଥିଲା ଜେସିବି। ପୂର୍ବରୁ ମାଓବାଦୀ ବିଭିନ୍ନ ନିର୍ମାଣ କାର୍ଯ୍ୟ କୁ ବିରୋଧ କରି ଆସୁଥିଲେ। ତେବେ ଠିକାଦାର ଏହାକୁ ନ ମାନି ନିର୍ମାଣ କାର୍ଯ୍ୟ ଜାରି ରଖିଥିଲା। ତେଣୁ ଜେସିବି କୁ ଜାଳିଦେଲେ ମାଓବାଦୀ। ବସ୍ତର ଡିଭିଜନ ମାଓ ସଂଗଠନ ଏଭଳୀ କାଣ୍ଡ ଘଟାଇ ଥିବା ଜଣା ପଡ଼ିଛି। ଏହି ଘଟଣାକୁ ସୁକମା ଏସପି ସ୍ୱୀକାର କରିଛନ୍ତି।

Share Now:

Kalinga News Beuro

Next Post

୨୦୨୩ରେ କଟକିଆଙ୍କ ସ୍ୱପ୍ନ ପୂରଣ ହେବ ତ ?

Thu Dec 29 , 2022
କଟକ: କଟକ ପାଇଁ ଅନେକ ରଙ୍ଗୀନ ସ୍ୱପ୍ନ ଅଙ୍କା ଯାଇଛି। ଯଦି ସେ ସ୍ୱପ୍ନ ବାସ୍ତବ ରୂପ ନିଏ, ତେବେ କଟକର ଚିତ୍ର ହୁଏତ ସଂପୂର୍ଣ୍ଣ ବଦଳି ଯିବ। କିନ୍ତୁ ସେଥିରେ ଏମିତି କିଛି ପ୍ରକଳ୍ପ ରହିଛି, ଯାହା ବର୍ଷ ବର୍ଷ ଧରି ଚାଲିଛି। ୨୦୨୨ରେ ସରିବାର ଥିଲେ ବି ସରିନି। ବରଂ ତାହା ୨୦୨୩କୁ ଗଡ଼ି ଯାଇଛି। କଟକ ପୌର ନିଗମ ଅଞ୍ଚଳରେ ଚାଲିଥିବା ଏହି ପ୍ରକଳ୍ପ ମଧ୍ୟରେ […]
୨୦୨୩ରେ କଟକିଆଙ୍କ ସ୍ବପ୍ନ ପୂରଣ ହେବ ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial