ମୁଖ୍ୟ ଡ୍ରେନ୍‌ ୪ ଉପରୁ ଜବରଦଖଲ ହଟିଲା

ଭୁବନେଶ୍ୱର: ଜୟଦେବ ବିହାର ନିକଟରେ ମୁଖ୍ୟ ଡ୍ରେନ୍‌ ୪ ଉପରେ ଥିବା ଜବରଦଖଲକୁ ଗତକାଲି ଉଚ୍ଛେଦ କରାଯାଇଛି। ମୁଖ୍ୟ ଡ୍ରେନ୍‌ ଉପରେ ପ୍ଲଟ୍‌ ନଂ ୨୨୯୦ରେ ନିର୍ମାଣ ହୋଇଥିବା ଘରର କିଛି ଅଂଶ ବିଡିଏର ମାଷ୍ଟରପ୍ଲାନ୍‌ ରାସ୍ତା ଏବଂ ଡ୍ରେନ୍‌ ଉପରେ ଥିବାରୁ ଏହାକୁ ଭଙ୍ଗା ଯାଇଛି। ଏହି ଘରଟିକୁ ଭାଙ୍ଗିବାକୁ ଓଡିଏ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଏହାର କିଛି ଅଂଶ ଭଙ୍ଗାଯାଇଛି। ବାକି ବିଲ୍‌ଡିଂ ଆଜି ରବିବାର ଭଙ୍ଗାଯିବ ବୋଲି କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

ସେପ୍ଟେମ୍ବର ୧ରୁ ପାର୍କ ଓ ମାର୍କେଟ କମ୍ପ୍ଲେକ୍ସରେ ପ୍ଲାଷ୍ଟିକ୍‌ ନିଷେଧ

Sun Aug 19 , 2018
ଭୁବନେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ୫ଟି ଯାକ ମହାନଗର ନିଗମ ସମେତ ପୁରୀକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହାର ମାସକ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କାର୍ଯ୍ୟାଳୟ, ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାକୁ ବିଡିଏ ପକ୍ଷରୁ ଆଜି ଘୋଷଣା ହୋଇଛି। ବିଡିଏର ୩୬ତମ ପ୍ରତିଷ୍ଠା ଦିବସରୁ ଏହି ଅଭିଯାନ ଆରମ୍ଭ ହେବ। ବିଡିଏ ରାଜଧାନୀର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial