ନୂଆଦିଲ୍ଲୀ: ଜଗା-ବଳିଆଙ୍କ ଯୋଡ଼ାମୁଣ୍ଡ ଅଲଗା ପାଇଁ ସଫଳ ଅସ୍ତ୍ରୋପଚାରକୁ ଦୁଇ ମାସ ପୂରିଛି। ନିୟମିତ ବ୍ୟବଧାନରେ ଡାକ୍ତରୀ ଦଳ ସମସ୍ତ ପ୍ରକାର ଯାଞ୍ଚ କରି ତ୍ୱରିତ ପଦକ୍ଷେପ ନେଉଛନ୍ତି। ଏହା ଭିତରେ ଜଗା ସ୍ୱାସ୍ଥ୍ୟରେ କୌଣସି ବଡ଼ ଧରଣର ସମସ୍ୟା ଦେଖାଯାଇନାହିଁ। ସେ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛି। ଅପରପକ୍ଷେ, ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଏମ୍ସ ସୂତ୍ରରୁ ଜଣାପଡ଼ିଛି।
Tue Dec 26 , 2017
ପୁରୀ: ବଡ଼ଦିନ ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଥିଲା। ଏହି ଭିଡ଼ ଭିତରେ ଶ୍ରୀମନ୍ଦିର ପରିସରରେ ଫଟୋ ଉଠାଇବା ବେଳେ ୯ଟି ମୋବାଇଲ ଜବତ କରାଯାଇଛି। ଗତକାଲି ୮ଟି ଜବତ କରାଯାଇଥିବା ବେଳେ ଦୁଇଦିନରେ ସର୍ବମୋଟ ୧୭ଟି ଜବତ କରାଯାଇଛି। ସେଗୁଡ଼ିକୁ ଯାଞ୍ଚ କରାଯିବା ପରେ ୨ଟି ମୋବାଇଲ୍ର ଫଟୋ ଇଣ୍ଟରନେଟ୍ରେ ଅପ୍ଲୋଡ଼୍ କରାଯାଇଥିବା ଜଣାପଡ଼ିଛି। ଦୁଇଟି ଯାକ ମୋବାଇଲ ପୂର୍ବଦିନ ଠାରୁ ଜବତ ହୋଇଛି। ଗୁଗୁଲ୍ ଡ୍ରାଇଭ୍ରୁ […]