ଆଙ୍କୁଶପୁର କେନାଲରେ ୨୦ ଫୁଟ୍‌ର ଘାଇ

ଆଙ୍କୁଶପୁର କେନାଲରେ ୨୦ ଫୁଟ୍‌ର ଘାଇ

ବାଲିପାଟଣା: ବାଲିପାଟଣା ଅଙ୍କୁଶପୁର କେନାଲରେ ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଗତକାଲି ରାତିରୁ ବାଲିପାଟଣା ବ୍ଲକ ତରବୋଇ ଗ୍ରାମଠାରେ କେନାଲ ବନ୍ଧ ଭାଙ୍ଗି ବିଲରେ ପାଣି ମାଡ଼ି ଯାଇଥିଲା। ରାସ୍ତାକାମ ଯୋଗୁ କେନାଲ ବନ୍ଧ ଭାଙ୍ଗି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ହେକ୍ଟର ହେକ୍ଟର ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅପରାହ୍ନରେ ଘାଇ ମରାମତି ହୋଇଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ହମାସ୍‌ର ଇସ୍ରାଏଲ୍‌ ଆକ୍ରମଣ ଯୋଜନାରେ ସହଯୋଗ କରିଥିଲା ଇରାନ୍‌ : ରିପୋର୍ଟ

Mon Oct 9 , 2023
ନୂଆଦିଲ୍ଲୀ: ଆକସ୍ମିକ ଭାବେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ଯୋଜନାରେ ଇରାନ୍‌ ପାଲେଷ୍ଟେନୀୟ ଆତଙ୍କବାସୀ ସଙ୍ଗଠନ ହମାସ୍‌କୁ ସହାୟତା କରିଥିଲା ବୋଲି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ହମାସ୍‌ ଓ ଇରାନ୍‌ ସମର୍ଥିତ ଆଉ ଏକ ଆତଙ୍କବାଦୀ ସଙ୍ଗଠନ ହେଜ୍‌ବୋଲ୍ଲାର ବରିଷ୍ଠ ସଦସ୍ୟମାନେ ଏକଥା ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ କହିଛନ୍ତି। ଗତ ସପ୍ତାହରେ ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଆୟୋଜିତ ଏକ ବୈଠକରେ ମଧ୍ୟ ଇରାନ୍‌ ଏହି […]
ହମାସ୍‌ର ଇସ୍ରାଏଲ୍‌ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial