ବାଲିବେରେଣାରୁ ବାଘଛାଲ ଜବତ : ଅଭିଯୁକ୍ତ ଗିରଫ

ବାଲିବେରେଣାରୁ ବାଘଛାଲ ଜବତ

ଦଶପଲ୍ଲା: ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ବର ଏସଟିଏଫ୍ ଟିମ୍ ଅଚାନକ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଳସାଖମଣ ପଞ୍ଚାୟତ ବାଲିବେରେଣା ଗ୍ରାମରେ ଚଢ଼ଉ କରି ବାଘଛାଲ ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛିl ଗିରଫ ବ୍ୟକ୍ତି ଗ୍ରାମର ବୈଦ୍ୟରାଜ ମଲ୍ଲିକ ବୋଲି ଜଣାପଡ଼ିଛିl ବୈଦ୍ୟରାଜଙ୍କ ଠାରୁ ୨ଟି ବାଘ ଛାଲ ଜବତ କରିଛି ଏସଟିଏଫ୍ ଟିମ୍।

Share Now:

Kalinga News Beuro

Next Post

‘ବିଶ୍ବକପ୍‌ ଟ୍ରଫି’ ଉପରେ ଗୋଡ଼ ରଖି ଟ୍ରୋଲ୍‌ ହେଲେ ମିଚେଲ୍‌ ମାର୍ସ

Mon Nov 20 , 2023
ନୂଆଦିଲ୍ଲୀ: ‘ବିଶ୍ବକପ୍‌ ଟ୍ରଫି’ ଉପରେ ଦୁଇ ଗୋଡ଼ ରଖି ଅଷ୍ଟ୍ରେଲୀୟ କ୍ରିକେଟ୍‌ ଖେଳାଳି ମିଚେଲ୍‌ ମାର୍ସ ବସିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସେ ‌‘ଟ୍ରୋଲ୍‌’ ବା ସମାଲୋଚନାର ସରବ୍ୟ ହୋଇଛନ୍ତି। ଉକ୍ତ ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ରେ ସେୟାର୍‌ କରିଥିଲେ। ସେଠାରୁ ଏହି ଫଟୋ ସେୟାର୍‌ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମକୁ ଯାଇଛି। ‘ଇଣ୍ଟର୍‌ନେଟ୍‌’ ବ୍ୟବହାକାରୀମାନେ ମାର୍ସଙ୍କର […]
‘ବିଶ୍ବକପ୍‌ ଟ୍ରଫି’ ଉପରେ ଗୋଡ଼ ରଖି ଟ୍ରୋଲ୍‌ ହେଲେ ମିଚେଲ୍‌ ମାର୍ସ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial