ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ପଶ୍ଚିମ ଓଡ଼ିଶା ପାଇଁ ବିଜେଡିର ବ୍ଲୁପ୍ରିଣ୍ଟ

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମ ଓଡ଼ିଶା ପାଇଁ ବିଜେଡି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ଦୁଇଦିନ ଧରି ପଶ୍ଚିମ ଓଡ଼ିଶାକୁ ନେଇ ମାରାଥନ ବୈଠକ ହୋଇଛି। ଗତକାଲି ନବୀନ ନିବାସରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଏକାଠି ହୋଇଥିଲେ। ଆଜି ମଧ୍ୟ ଶଙ୍ଖଭଵନରେ ପଶ୍ଚିମ ଓଡ଼ିଶା ନେତାଙ୍କ ବୈଠକ ଅନୁ‌ଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Share Now:

Kalinga News Beuro

Next Post

ବିଜେଡି ସରକାର ପ୍ରତି ଜନ ଅସନ୍ତୋଷକୁ ସାମ୍ନାକୁ ଆଣିବୁ : ବିଜୟ ପଟ୍ଟନାୟକ

Sat Dec 16 , 2023
ଭୁବନେଶ୍ୱର: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଘରୋଇ ସମ୍ପତ୍ତି ଜବତ ହେବା ଘଟଣା ଉପରେ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଭିନ୍ନ ଲୋକ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି। ବିଜେପି କହୁଛି ବିଜେଡିର ଟଙ୍କା, ଆଉ ବିଜେଡି କହୁଛି ଏଟଙ୍କାରେ ବିଜେପିର ସଂପୃକ୍ତି ରହିଛି। ଏହା ସ୍ପଷ୍ଟ କରୁଛି ଯେ ଏହି ଘଟଣାରେ ଉଭୟ ବିଜେପି ଓ ବିଜେଡିର ସଂପୃକ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial