ରାଜେଶ ପ୍ରଭାକର ପାଟିଲ ବିଏମସିର ନୂଆ କମିସନର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର କମିସନର ବଦଳିବେ। ରାଜେଶ ପ୍ରଭାକର ପାଟିଲ ବିଏମସିର ନୂଆ କମିସନର ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାଯାଇଛି। ବିଜୟ ଅମୃତା କୁଲାଙ୍ଗେ ମାସେ ଛଟିରେ ଯାଉଥିବାରୁ ରାଜେଶ ପ୍ରଭାକରଙ୍କୁ ଏହି ଦାୟିତ୍ୱ ଦିଆଯାଉଛି। ତେବେ ଛୁଟିରୁ ଫେରିବା ପରେ ବିଜୟ ଅମୃତା କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ସୂଚନା ରହିଛି। ସୂଚନା ମୁତାବକ, ରାଜେଶ ପ୍ରଭାକର ବିଏମସି କମିସନର ଦାୟିତ୍ୱ ସହ ସମନ୍ୱୟ ବିଭାଗର ସଚିବ ମଧ୍ୟ ରହିବେ।

Share Now:

Kalinga News Beuro

Next Post

ଆଉ କେହି ଆମ ପସନ୍ଦ ଉପରେ ‘ଭିଟୋ’ କରିପାରିବେ ନାହିଁ : ଜୟଶଙ୍କର

Sat Feb 24 , 2024
ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ବଢ଼ୁଥିବା ଆଧିପତ୍ୟକୁ ନେଇ ବିଶ୍ୱବ୍ୟାପୀ ଉଦବେଗ ପ୍ରକାଶ ପାଉଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ କ୍ୱାଡ଼ ସୁରକ୍ଷା ଆଲୋଚନା ଏପରି ଏକ ଅଭିବ୍ୟକ୍ତି ଯେ ଅନ୍ୟ କେହି ଦେଶ ସମାନ ଚିନ୍ତାଧାରାର ଦେଶଗୁଡ଼ିକ ଉପରେ ‘ଭିଟୋ’ ବ୍ୟବହାର କରିପାରିବେ ନାହିଁ। ବଞ୍ଚିବା, ବିକାଶ ଏବଂ ବିଶ୍ୱ ସମୃଦ୍ଧିରେ ଯୋଗଦାନ ଦେବା ପାଇଁ ଏହି ମେଣ୍ଟ ଗଠନ କରାଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial