କାଠଯୋଡ଼ି ନଦୀରେ ଲୋକଙ୍କ ବିପଜ୍ଜନକ ମସ୍ତି : ଅଘଟଣ ଆଶଙ୍କା

କାଠଯୋଡ଼ି ନଦୀରେ ଲୋକଙ୍କ ବିପଜ୍ଜନକ ମସ୍ତି

କଟକ: କଟକ ନରାଜ କାଠଯୋଡ଼ି ନଦୀରେ ଲୋକଙ୍କ ବିପଜ୍ଜନକ ମସ୍ତି। ନଦୀ ମଝିରେ ଭରା ପାଣିରେ ଚାଲିଛି ବୁଲାବୁଲି ଓ ସେଲଫି ଉଠା। ପୁଣି ବାପାମାଆ ଛୋଟ ପିଲାଙ୍କୁ ନେଇ ସେଲଫି ନେବାରେ ବ୍ୟସ୍ତ। ଯଦି କିଛି ଅଘଟଣ ଘଟେ, ତେବେ ସେଥିପାଇଁ କିଏ ଦାୟୀ ହେବ। ନରାଜ ଡାକବଙ୍ଗଳାଠାରେ ଲୋକେ ନଦୀ ଭିତରକୁ ପ୍ରବେଶ କରି ନଦୀ ଜଳର ମଜା ନେଉଛନ୍ତି। ହଠାତ୍ ଯଦି ବନ୍ୟାପାଣି ମାଡ଼ି ଆସେ ଅବା ଗୋଡ଼ ଖସିଯାଏ ତେବେ ଜୀବନହାନୀର ସମ୍ଭାବନା ରହିଛି। କଟକ ଫେଜ-୨ ଥାନା ପୁଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ।

Share Now:

Kalinga News Beuro

Next Post

ଶସ୍ତାରେ ପରିବା ବିକିଲା ଛାତ୍ର କଂଗ୍ରେସ

Sun Jul 9 , 2023
କୃଷିମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ପରିବା ପଲିଥିନ ଟାଙ୍ଗିଲା ଛାତ୍ର କଂଗ୍ରେସ ଭୁବନେଶ୍ୱର: ପରିବା ଦର ବର୍ତ୍ତମାନ ଆକାଶଛୁଆଁ ହୋଇଛି। ଅଧିକାଂଶ ପରିବାର ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି। ତେବେ ଛାତ୍ର କଂଗ୍ରେସ ଆଜି ଏହାର ପ୍ରତିବାଦ କରିଛି। ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଶସ୍ତାରେ ପରିବା ବିକ୍ରି କରାଯାଇଛି। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଘର ଗେଟ୍ ଆଗରେ ପରିବା ବିକ୍ରି କରିଛି ଛାତ୍ର କଂଗ୍ରେସ। ଟମାଟୋ […]
ଶସ୍ତାରେ ପରିବା ବିକିଲା ଛାତ୍ର କଂଗ୍ରେସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial