ପରୋପକାରୀ ଗୋପୀନାଥଙ୍କ ଦେହାନ୍ତ

ନିମାପଡା : ନିମାପଡା ବ୍ଲକ ନିକଟସ୍ଥ ଓହଳ ଗ୍ରାମର ୬୦ ବର୍ଷିୟ ଶ୍ରୀ ଗୋପୀନାଥ ସାହୁଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ଦୁଇପୁଅ ଓ କନ୍ୟା ଉପସ୍ଥିତ ଥିଲେ। ସେ ଜଣେ ପରୋପକାରୀ , ଦୟାଳୁ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ। ରାଜନୀତି କ୍ଷେତ୍ରରେ ସେ କଂଗ୍ରେସ ଦଳ ପାଇଁ କାମ କରୁଥିଲେ। ତାଙ୍କ ଶେଷ ଦର୍ଶନ ନିମନ୍ତେ ଅନେକ ପଞ୍ଚାୟତରୁ ଲୋକମାନେ ଆସି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅନ୍ତ୍ୟେଷ୍ଟିରେ ତାଙ୍କ ପୁତ୍ର ମୁଖାଗ୍ନି ଦେଇଥିଲେ।

Share Now:

Kalinga News Beuro

Next Post

ବାରବାଟୀ ଷ୍ଟାଡିୟମ୍‌ ନବକଳେବର ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Tue Feb 27 , 2024
କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଷ୍ଟାଡିୟମକୁ ନୂଆ ରୂପରେ ଗଢ଼ି ତୋଳିବା ସହ ବାରବାଟୀରେ ଅତ୍ୟାଧୁନିକ ସୁବିଧା-ସୁଯୋଗ ଏବଂ ଷ୍ଟାଡିୟମର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏଠାରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଅତ୍ୟାଧୁନିକ ଜିମ୍ ସେଣ୍ଟର, ମଲ୍, ଅଫିସ୍, ଷ୍ଟାର ହୋଟେଲ ଆଦି ସୁବିଧା ରହିବ। ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିକଶିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial