ଜେଲରେ ଲାଲୁ : ପରିବାର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେବ ସୋସିଆଲ ମିଡିଆ ଆକାଉଣ୍ଟ

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଜେଲରେ ଥାଇ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ତାଙ୍କର ଅନୁଗାମୀଙ୍କ ସହିତ କେମିତି ସମ୍ପର୍କରେ ରହିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଜେଲର ଚାରି କାନ୍ଥ ଭିତରେ ଦିନ ବିତାଉଥିବା ଲାଲୁ ଟୁଇଟର ମାଧ୍ୟମରେ ଲୋକଙ୍କ ସହିତ ସମ୍ପର୍କ ରଖିବେ। ହାତରେ ମୋବାଇଲ, କମ୍ପୁଟର କିମ୍ବା ଇଣ୍ଟରନେଟ୍‌ ନଥିଲେ ବି ଲାଲୁ ଅତ୍ୟାଧୁନିକ ସୁବିଧା ଓ ବୁଦ୍ଧି ବଳରେ ଲୋକଙ୍କୁ ନିଜ ମନ କଥା ସେୟାର କରିବେ।

Share Now:

Kalinga News Beuro

Leave a Reply

Next Post

ଛଡ଼ାଇ ନେଲେ ମଙ୍ଗଳସୂତ୍ର, ପୋଛିଦେଲେ ସିନ୍ଦୁର

Wed Dec 27 , 2017
ନୂଆଦିଲ୍ଲୀ: ଦୀର୍ଘ କୂଟନୈତିକ କସରତ ପରେ ପାକିସ୍ତାନ ସରକାର ଶେଷରେ କୁଲଭୂଷଣ ଯାଦବଙ୍କୁ ଯେଉଁ ଢ଼ଙ୍ଗରେ ତାଙ୍କ ମା’ ଓ ପତ୍ନୀଙ୍କ ସହ ଭେଟ କରାଇଲେ, ତାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କୁଲଭୂଷଣଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିବା ମା’ ଅଭନ୍ତୀ ଓ ପତ୍ନୀ ଚେତନ୍‌କୁଲଙ୍କ ପ୍ରତି ସୁରକ୍ଷାର ଆଳ ଦେଖାଇ ପାକିସ୍ତାନୀ ଅଧିକାରୀମାନେ ଯେଉଁ ପ୍ରକାରର ଆଚରଣ ଓ ବ୍ୟବହାର ପ୍ରଦର୍ଶନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial