ସଞ୍ଜିତା ଚାନୁ ଆଣିଲେ ଦ୍ଵିତୀୟ ସ୍ୱର୍ଣ୍ଣ

ଗାଲଡ଼କୋଷ୍ଟ:ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଯୋଡ଼ିଲେ ମଣିପୁରୀ ଖେଳାଳି ସଞ୍ଜିତା ଚାନୁ |ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି |ସେ ୫୩ କିଲୋ ବର୍ଗରେ ପ୍ରଥମେ ୮୪ କିଲୋ ଏବଂ ପରେ ୧୦୮ କିଲୋ ସମୁଦାୟ ୧୯୨ କିଲୋ ଭାର ଉତ୍ତୋଳନ କରି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ |ଭାରତର ତୃତୀୟ ମହିଳା ଭାର ଉତ୍ତୋଳନକାରୀ ଭାବରେ ସେ ଗାଲଡ଼କୋଷ୍ଟରେ ଆଉ ଏକ ପଦକ ଜିତି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି |

Share Now:

Kalinga News Beuro

Leave a Reply

Next Post

ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସୂତାଖିଅରେ

Fri Apr 6 , 2018
ସ୍ୱାଭାବିକ ହୋଇପାରୁନି ଯୁକ୍ତ୨ ଖାତାଦେଖା ଭୁବନେଶ୍ୱର: ମାଟ୍ରିକ୍‌ ପରେ ଏବେ ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ। ଅଧ୍ୟାପକମାନେ ଖାତା ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ସରକାର ମଧ୍ୟ ନିଜ ଜିଦିରେ ଅଡ଼ି ବସିଛନ୍ତିି। ଗୋଟିଏ ମାତ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି। ଆନ୍ଦୋଳନରତ ଅଧ୍ୟାପକଙ୍କୁ ଛାଡ଼ି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବେ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial