କପିଳାସ ଅଭୟାରଣ୍ୟରୁ ବନ୍ଧୁକ ସହ ଶିକାରୀ ଗିରଫ

କପିଳାସ ଅଭୟାରଣ୍ୟରୁ ବନ୍ଧୁକ ସହ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡର କପିଳାସ ଅଭୟାରଣ୍ୟରୁ ଗତକାଲି ବିଳମ୍ବିତ ରାତିରେ ଶିକାର କରିବା ଉଦ୍ଦେଶ୍ୟରେ ଜଗିଥିବା ଜଣେ ଶିକାରୀକୁ ବନ୍ଧୁକ ସହ ଗିରଫ କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗନ୍ଦିଆ ବ୍ଲକ ରମେଇ ଖମାର ଗ୍ରାମର ଶ୍ରୀଧର ପୂର୍ତ୍ତିଙ୍କୁ ବନ ବିଭାଗ ଅଭୟାରଣ୍ୟରୁ ଗିରଫ କରିବା ସହ ତାଙ୍କଠାରୁ ଏକ ଦେଶୀ ବନ୍ଧୁକ ଓ ତାର ଫାସ ଜବତ କରିଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀଧର ପୂର୍ତ୍ତିଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବାକୁ ‘ନାସା’ର ଉଦ୍ୟମ

Mon Nov 16 , 2020
ନୂଆଦିଲ୍ଲୀ : ପ୍ରଥମ କରି ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବାକୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଉଦ୍ୟମ କରିଛି। ଏ ନେଇ ‘ନାସା’ ପକ୍ଷରୁ ଗତ ନଭେମ୍ବର ୧୦ରେ ଏକ ଘୋଷଣା କରାଯାଇଥିଲା। ମଙ୍ଗଳ ଗ୍ରହରୁ ଶିଳା ନମୁନା (ଏମ୍‌ଏସ୍‌ଆର୍‌) ଆଣିବାକୁ ବୈଜ୍ଞାନିକମାନେ ପ୍ରସ୍ତୁତ ବୋଲି ‘ନାସା’ ପକ୍ଷରୁ ପ୍ରକାଶ ପାଇଛି। ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବା ପରେ ଏହା ଉପରେ ଅଧିକ ଗବେଷଣା କରାଯିବ […]
ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବାକୁ ‘ନାସା’ର ଉଦ୍ୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial