ବିଦ୍ୟୁତ୍ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ

ବିଦ୍ୟୁତ୍ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡର ଆମସେନା ଗୁରୁକୁଳ ଆଶ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ରହ୍ମଚାରୀଙ୍କ ନାମ ସଙ୍ଗରକର କ୍ରାସାମ ଓ ତାଙ୍କ ଘର ଆସାମ କାରବୀ ଆଳମରେ ବୋଲି ଜଣାଯାଇଛି।

Share Now:

Kalinga News Beuro

Next Post

ଦେଶରେ ନୂଆ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୯୬କୁ ବୃଦ୍ଧି

Mon Jan 11 , 2021
ନୂଆଦିଲ୍ଲୀ: ଦେଶରେ ନୂଆ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୯୬କୁ ବୃଦ୍ଧି ପାଇଛି। ଗତକାଲି ‌ନୂଆ କରୋନା ଭୂତାଣୁ ଦ୍ବ‌ାରା ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇନଥିବା ବେଳେ ଆଜି ୬ଜଣଙ୍କୁ ଚିହ୍ନଟ କରାଯାଇଛି। ଜାନୁଆରି ୯ରେ ଏହି ସଂଖ୍ୟା ୯୦ରେ ପହଞ୍ଚିଥିବା ବେଳେ ଜାନୁଆରି ୬ରେ ଦେଶରେ ଏହି ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୭୩ ଥିଲା। ଏବେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ସମସ୍ତ ସଂକ୍ରମିତଙ୍କୁ ସିଙ୍ଗଲ୍‌ ରୁମ୍‌ […]
ଦିନକରେ ୮୧,୪୬୬ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial