ଜଟଣୀ : ଖାଇବାକୁ ପାଉ ନଥିବା କହି ଯାହାକୁ ଲୋକେ ଦୟାରେ ଖାଦ୍ୟ ପୁଡ଼ିଆ ଦେଉଥିଲେ, ସେ ଜଣେ କୋଟିପତି ଏବଂ ଏକାଧିକ ବାସଗୃହ ଜମିର ମାଲିକ। କେବଳ ସେତିକି ନୁହେଁ, ସେ ଜଣେ କୁଖ୍ୟାତ ଲୁଟେରା ମଧ୍ୟ। ଜଟଣୀ ଆର୍‌ପିଏଫ୍‌ କାର୍ଯ୍ୟାଳୟ ସମୁଖରେ ଦୀର୍ଘ ଦିନ ହେଲା ରହି ଆସୁଥିବା ଯାଯାବର ଭଗିଆ ଶବରର ଏହା ଅସଲ ଚେହେରା। ଖୋର୍ଦ୍ଧାରୋଡ୍‌ ରେଲୱେ ପୁଲିସ ତାକୁ ଗିରଫ କରିବା ପରେ […]

ପକେଟ୍‌ରେ ରହୁଥିଲା ନୋଟ୍ ବିଡ଼ା, ହାତକଡ଼ିକୁ ଗାମୁଛାରେ ଘୋଡ଼ାଉ ଥିଲା ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ରହଣୀ ବେଳେ ଜେଲ୍ କର୍ମଚାରୀଙ୍କ ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରୁଥିଲା ହାଇଦର। ଯେଉଁମାନେ ଯେତେବେଳେ ତା’ ଦାୟିତ୍ବରେ ରହୁଥିଲେ ସେମାନଙ୍କୁ ଖୁଆଇ, ପିଆଇ ଏକପ୍ରକାର ଋଣୀ କରି ଦେଇଥିଲା। ଜେଲ୍‌ କର୍ମଚାରୀମାନେ ହାଇଦର୍‌ର ଏକ ପ୍ରକାର ବୋଲ ମାନି ରହିବା ଭଳି ରହୁଥିଲେ। ସେ ଜେଲ୍ ଭିତରେ ଥାଉ […]

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର। ତେଲେଙ୍ଗାନାରୁ ହାଇଦରକୁ ଭୁବନେଶ୍ବର ଅଣାଗଲା। କଡ଼ା ସୁରକ୍ଷାରେ ବିମାନ ବନ୍ଦରରୁ କଟକ ଅଣାଗଲା। ଏବେ ହାଇଦର୍ ଡିସିପି ଅଫିସରେ ଥିବା ଜଣାଯାଇଛି। କଟକରେ କୋର୍ଟରେ ହାଜର କରାଯିବ ବୋଲି କଟକର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଜେଏମଏଫସି କୋର୍ଟରେ ହାଜର କରିବା ପରେ, ଟ୍ରାଂଜିଟ ରିମାଣ୍ଡରେ ଓଡ଼ିଶା ଆସିଛି ହାଇଦର। ହାଇଦର ଜଣେ ପେସାଦାର ଓ ଫେରାର ଆସାମୀ ଥିବାରୁ ତାକୁ […]

ଭୁବନେଶ୍ବର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ଗିରଫ କରିଛି। ଏପ୍ରିଲ ୧୬ ତାରିଖରେ ହାଇଦରକୁ ଭୁବନେଶ୍ବର ଅଣାଯିବ। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ପୁଲିସ କମିସନର କହିଛନ୍ତି ଯେ, ଏଠାରୁ ଫେରାର ହୋଇ ତେଲେଙ୍ଗାନାର ହାଇଦ୍ରାବାଦ ପହଞ୍ଚିବା ପରେ […]

ଭୁବନେଶ୍ବର: ଦିଲୀପ ନାୟକ, ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଖୁଣ୍ଟବନ୍ଧ। ପେସାରେ ରଙ୍ଗମିସ୍ତ୍ରି। ନିଶା କିନ୍ତୁ ଚୋରି। ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଶିଶୁପାଳଗଡ଼ ଲକ୍ଷ୍ମୀବିହାର ଅଞ୍ଚଳରେ ରହି ରାଜଧାନୀରେ ବୁଲି ବୁଲି ରଙ୍ଗମିସ୍ତ୍ରି କାମ କରେ ଦିଲ୍ଲୀପ। ଆଉ କାମ କରୁଥିବା ସମୟରେ ଘରକୁ ଟାର୍ଗେଟ କରେ। ରାତି ହେଲେ କଳାକନା ବୁଲାଇ ଦିଏ। ଏମିତି ଢଙ୍ଗରେ ଚୋରି କରି କମିସନରେଟ ପୁଲିସର ନିଦ ହଜାଇ ଦେଇଥିବା […]

ରାଜଧାନୀର ପଞ୍ଚ ତାରକା ହୋଟେଲରୁ ଗିରଫ କଲା ପୁଲିସ ଭୁବନେଶ୍ବର : ବୟସ ମାତ୍ର ୨୫, ହେଲେ ରୋଜଗାର ବର୍ଷକୁ ୨.୫କୋଟି। ଏହି ରୋଜଗାର କୌଣସି ଚାକିରି କିମ୍ବା ବ୍ୟବସାୟରୁ ନୁହେଁ, ପେସା ଥିଲା ଅଭିନବ ଉପାୟରେ ଠକେଇ। ସୁନା ଗହଣା କିଣିବା ପରେ ଅନ୍‌ଲାଇନ୍‌ରେ ପେମେଣ୍ଟ କରିବାକୁ ଯାଇ ବଡ଼ ବଡ଼ ସୁନା ବ୍ୟବସାୟୀଙ୍କୁ ଏଭଳି କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଜଣେ ଠକକୁ ଧରିଛି କମିସନରେଟ୍‌ […]

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ନକ୍ସଲ ହିଂସା ଘଟାଇବାରେ ସଫଳ ହେଉଛନ୍ତି। ବିଜାପୁର ଜିଲ୍ଲାର ନେମେଡ ଥାନା ଅଞ୍ଚଳରେ ଥିବା ୱାଟର ଫିଲଟର ପ୍ଲାଣ୍ଟରେ ନିୟୋଜିତ ଥିବା ୫ଟି ଗାଡିକୁ ନକ୍ସଲ ଆଜି ନିଆଁ ଲଗାଇ ପୋଡି ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଏସପି କମଳଲୋଚନ କଶ୍ୟପ ପ୍ରକାଶ […]

ଯାଜପୁର: ଝରାଫୁଲ ମୃତ୍ୟୁ ଘଟଣାରେ ୩ୟ ଅଭିଯୁକ୍ତକୁ ଗିରଫ କରିବାରେ ଯାଜପୁର ପୁଲିସ ସଫଳ ହୋଇଥିବା ବେଳେ ଦ୍ବିତୀୟ ଅଭିଯୁକ୍ତ ଶେଖର ଏବେ ବି ଫେରାର ଅଛି। ତେବେ ଗତକାଲି ପୁଲିସ ଝରା ଫୁଲ ମୃତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍। ସୂଚନା ଅନୁଯାୟୀ ଏରପୋର୍ଟ ଥାନା ଅନ୍ତର୍ଗତ ସୁନ୍ଦର ପଦା ଗାଁର ଅମରେଶ ରାଉତକୁ ଯାଜପୁର ପୋଲିସ ଗିରଫ କରିବାପରେ କେସ […]

ଯାଜପୁର: ଆଜି ସକାଳେ ଯାଜପୁର ସଦର ଥାନା ଅଞ୍ଚଳର ଜାହାନପୁର ପଞ୍ଚାୟତ ଅନ୍ତର୍ଗତ କପିଳେଶ୍ୱର ଗ୍ରାମର ଶୁଖି ଆସୁଥିବା ଏକ ପୋଖରୀରୁ ଜଣେ ମହିଳାଙ୍କ କଙ୍କାଳ ଦିଶୁଥିବା ଗଳିତ ଶବ ଉଦ୍ଧାର ହୋଇଛି। ସ୍ଥାନୀୟ ବାସିନ୍ଦା ରାସ୍ତାକଡ଼ରେ ଥିବା ଉକ୍ତ ପୋଖରୀରେ କଙ୍କାଳଟି ପଡ଼ିଥିବା ଦେଖିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ମହିଳାଙ୍କ କଙ୍କାଳରେ ଓଢ଼ଣିଟିଏ ବନ୍ଧା ହୋଇଛି। ତାଙ୍କର ବୟସ ପ୍ରାୟ ୩୦ କିମ୍ବା ୩୫ ମଧ୍ୟରେ ହେବ […]

ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏତଲା ଭୁବନେଶ୍ଵର: ଇନଫୋସିଟି ଥାନାରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ବିରୋଧରେ ଏତଲା। ଭିଜିଲାନ୍ସ ଟିମରେ ଥିବା ଜଣେ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା, ଆଉ ତଦନ୍ତରେ ସହଯୋଗ ନକରିବାକୁ ନେଇ ଥାନାରେ ମହିଳା ଆଇଆଇସି ଏତଲା ଦେଇଛନ୍ତି। ଆଇପିସି ୩୨୩, ୩୩୨, ୩୫୩, ୩୫୪ରେ ବିଚିତ୍ରାନନ୍ଦ ନାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନା ମୁତାବକ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଗତକାଲି ଭିଜିଲାନ୍ସ […]

Social media & sharing icons powered by UltimatelySocial