ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଗାଲଓ୍ଵାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଭାରତରେ ଚୀନର ଜିନିଷକୁ ବର୍ଜନ କରିବାର ଦାବି ଜୋର ଧରିଛି। ଏବେ ଚୀନ ଭାରତ ପ୍ରତି କରିଥିବା ହିଂସାତ୍ମକ ବ୍ୟବହାର ପାଇଁ ଚୀନ୍ ନାଗରିକମାନଙ୍କୁ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସରେ ରହିବାକୁ ଅନୁମତି ନଦେବା ନେଇ ନିଷ୍ପତ୍ତି ନିଆଯାଇଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ବ୍ୟବସାୟୀ ତଥା […]

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଗତକାଲି ଭାରତ ଏବଂ ଚୀନ୍‌ ମଧ୍ୟରେ ଶୀର୍ଷ ସାମରିକ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ସକରାତ୍ମକ ପରିଣାମ ଆଜି ସାମ୍ନାକୁ ଆସିଛି। ଉଭୟ ସେନା ପୂର୍ବ ଲଦାଖ୍‌ରେ ପଛକୁ ହଟିବାକୁ ସହମତି ପ୍ରକାଶ କରିଛନ୍ତି। ଆଜି ଭାରତୀୟ ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- କର୍ପ୍‌ସ କମାଣ୍ଡରସ୍ତରରେ ହୋଇଥିବା ଆଲୋଚନା ଗଠନମୂଳକ ଏବଂ ସୌହାର୍ଦ୍ୟପୂର୍ଣ୍ଣ ରହିଥିଲା। ଉଭୟ ଦେଶର […]

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ଜନ୍ମବେଦି ଚଳଚଞ୍ଚଳ ହୋଇଉଠିଛି। ଆଡ଼ପମଣ୍ଡପ ବିଜେର ପ୍ରସ୍ତୁତି ପର୍ବ ଆରମ୍ଭ ‌ହୋଇଯାଇଛି। କରୋନା କଟକଣା ପାଇଁ ଆସନ୍ତାକାଲି ସକାଳୁ ପହଣ୍ଡି ବିଜେ ପର୍ବ ଆରମ୍ଭ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଅପରାହ୍ନ ୨ଟା ଭିତରେ ପହଣ୍ଡି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ କରିବା ପରେ ଆଡ଼ପ ଦର୍ଶନ ଆରମ୍ଭ ହୋଇଥାଏ। ଆଡ଼ପ ଅବଢ଼ା […]

ନୂଆଦିଲ୍ଲୀ : କରୋନା ମହାମାରୀ ଅପେକ୍ଷା କରୋନା ବିରୋଧରେ ଲଢ଼ିବାପାଇଁ ବିଶ୍ବ ନେତୃତ୍ବ ଏବଂ ଏକତାର ଅଭାବ ଏବେ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ମହାମାରୀର ରାଜନୀତିକରଣ କରିବା ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଆଜି କହିଛନ୍ତି। ଉଲ୍ଲେଖଯୋଗ୍ୟ ‘ହୁ’ କୁ ଏବେ ବିଶ୍ବର ବିଭିନ୍ନ ରାଷ୍ଟ୍ର ଦ୍ବାରା କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଆମେରିକା […]

ଚୀନ୍ ଉସୁକାଇଲେ ଦିଆଯିବ କଡା ଜବାବ ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗିରହିଛି। ଏ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଏ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ତିନି ବାହିନୀର ମୁଖ୍ୟଙ୍କ ବ୍ୟତୀତ ସିଡିଏସ୍ ବିପିନ ରାୱତ ଯୋଗ ଦେଇଥିଲେ। ଏହି ବୈଠକରେ ଲଦାଖର ସମଗ୍ର ସ୍ଥିତି ଏବଂ ପ୍ରକୃତ ନିୟନ୍ତ୍ରଣର ରେଖା(ଏଲଏସି)ରେ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ସୂତ୍ରରୁ […]

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ଘରକୁ ବାହୁଡ଼ିଥିବା ପ୍ରବାସୀ ଶ୍ରମଜୀବୀଙ୍କ କର୍ମସଂସ୍ଥାନ ସୃଷ୍ଟି ପାଇଁ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ଜନ କର୍ମ ଯୋଜନା ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କରିଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଖଗାରିଆ ଜିଲ୍ଲା ଅନ୍ତର୍ଗତ ତେଲିହର ଗାଁରେ ଏହି ୫୦ ହଜାର […]

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ତ୍ତମାନର ସ୍ଥିତି ସଂପର୍କରେ ରାଜନୈତିକ ନେତାମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ସେନା ପ୍ରସ୍ତୁତ ରହିଛି। ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି ଯେ ସୀମାରେ […]

ନୂଆଦିଲ୍ଲୀ : ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ସଂପର୍କରେ ସରକାରୀଭାବେ ବୟାନ ଜାରି କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ। ଏହି ବୟାନରେ କୁହାଯାଇଛି ଯେ ଜୁନ ୧୫ ରାତିରେ ଚୀନ ସେନା ପକ୍ଷରୁ ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ର ସ୍ଥିତାବସ୍ଥା ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଇଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା ଓ […]

ବେଙ୍ଗାଲୁରୁ: ଭାରତ ଓ ଜାପାନ ଆରମ୍ଭ କରିବାକୁ ଯାଉଛନ୍ତି ମିଳିତ ଚନ୍ଦ୍ର ଅଭିଯାନ ‘ଲୁନାର୍ ପୋଲାର୍ ‌ଏକ୍ସପ୍ଲୋରେସନ୍’ (ଏଲ୍‌ପିଇ)। ପ୍ରଥମ ଥର ପାଇଁ ଏହି ଅଭିଯାନରେ ଚନ୍ଦ୍ର ପୃଷ୍ଠରେ ଉଭୟ ଦେଶ ଏକ ଲ୍ୟାଣ୍ଡର୍ ଅବତରଣ କରାଇବେ ବ‌ୋଲି ଆଶା କରୁଛନ୍ତି। ଏହି ଲ୍ୟାଣ୍ଡର୍‌ ନିର୍ମାଣରେ ନେତୃତ୍ୱ ଗ୍ରହଣ କରୁଛି ଭାରତର ‘ଇସ୍ରୋ’। ଜାପାନର ମହାକାଶ ଏଜେନ୍‌ସି ‘ଜାକ୍ସା’ ସେୟାର୍ କରିଥିବା ବିବରଣୀ ଅନୁସାରେ, ୨୦୨୩ ପରେ ଏହି ଅଭିଯାନ […]

ନୂଆଦିଲ୍ଲୀ: ଭାରତରେ କରୋନାଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଥିଲେ ହେଁ ସବୁଠୁ ଖରାପ ସମୟ ତଥାପି ଆସିନି ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତିା ଲୋକେ ସଚେତନ ହୋଇ ମାସ୍କ ବ୍ୟବହାର କରିବାଠୁ ଆରମ୍ଭ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କଲେ ବି ଏହି ଘାତକ ଅଭିନବ କରୋନାଭୂତାଣୁ ସାର୍ସ–କୋଭ୍–୨ର ବ୍ୟାପକ ସଂକ୍ରମଣ ପାଇଁ ଆହୁରି ଅନେକ କାରଣ ରହିଛିା ଫଳସ୍ୱରୂପ […]

Social media & sharing icons powered by UltimatelySocial