ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲି ଠାରେ ଏନ୍‌ଟିପିସି ପକ୍ଷରୁ ୮୦୦ ମେଗାୱାଟର ୨ଟି ୟୁନିଟ୍ ପ୍ରତିଷ୍ଠା ହୋଇଥିବାବେଳେ ପ୍ରକଳ୍ପ ପାଇଁ ଉର୍ଦ୍ଧିଷ୍ଟ ଜମି ଅଧିଗ୍ରହଣ କରାଯାଇ ଜମିହରାଙ୍କୁ ଆବଶ୍ୟକ କ୍ଷତିପୂରଣ ସହାୟତା ଯୋଗାଇ ଦିଆଯାଇଛି। ବିଗତ ୨୦୧୨ ମସିହାରୁ ଏହି ଜମିଅଧିଗ୍ରହଣ ହୋଇଥିବାବେଳେ ଦର୍ଲିପାଲି ରାଜସ୍ବ ଗ୍ରାମର ପ୍ରାୟ ୧୧୯୮ ଏକର ଜମି ଅଧିଗ୍ରହଣ କରାଯାଇଛି। ସେହିଭଳି ରାଏଡ଼ିହି ଏବଂ ଅନ୍ୟ କେତେକ ଗ୍ରାମରୁ ୨୩୦ ଏକରରୁ ଊର୍ଦ୍ଧ୍ବ ଜମି […]

କ୍ୟାନ୍ସର ଆକ୍ରାନ୍ତ ବୃଦ୍ଧଙ୍କୁ ଆଡମିସନ୍‌ କରାଇଲେ ସମାଜସେବୀ ଅଭିମନ୍ୟୁ ଭୁବନେଶ୍ୱର : ପୁଅର ଦେହ ଖରାପ ହେଲେ କାନ୍ଧରେ ପକାଇ ସେ ଅନେକଥର ପୁଅକୁ ହସ୍ପିଟାଲ୍‌ ନେଇଛନ୍ତି। ବେଡ୍‌ ପାଖରେ ରାତି ରାତି ଅନିଦ୍ରା ରହି ସେବା କରିଛନ୍ତି। ହେଲେ ସେଇ ପୁଅ ତାଙ୍କୁ ଆଣି ହସ୍ପିଟାଲ୍‌ ବାରଣ୍ଡାରେ ଛାଡ଼ି ଦେଇ ପଳେଇଲା। ବୁଢ଼ା ବାପା କ୍ୟାନ୍ସର ଭଳି ବ୍ୟାଧି ସହ ଯୁଝୁଥିଲେ ହେଁ ଏ ଯନ୍ତ୍ରଣାକୁ ସେ ହଜମ […]

ବାଲେଶ୍ୱର: ଗୁରୁବାର ବିଳମ୍ବିତ ରାତ୍ରୀରେ ମୟୂରଭଞ୍ଜ ଜିଲ୍ଲାରେ ମୃଦୁ ଭୂମିକମ୍ପ ସଂଘଠିତ ହୋଇଥିବା ଜଣାପଡ଼ିଛି। ରାତି ୨:୧୩ରେ ହୋଇଥିବା ଏହି ଭୂକମ୍ପନର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୩.୯ ଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି। ଭୂକମ୍ପନ ଅନୁଭୂତ ହେବା ପରେ ପରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସି ଶଙ୍ଖ ବଜାଇବା ସହ ହୁଳହୁଳି ପକାଇଥିଲେ। ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ଆସିନାହିଁ। […]

ସୀମାରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ପ୍ରଶାସନର ଅପିଲ ପଟାଙ୍ଗି/କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ତହସିଲ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡ଼ାରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହୋଇ ପାରିନି। ଗତକାଲି ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ମିଳିତ ବୈଠକ କରିବା ସହ ବିବାଦୀୟ ଜାଗାର ଅନୁଧ୍ୟାନ କରିଛନ୍ତି। ପୁରୁଣା ନକ୍ସା ଓ ପୋତା ହୋଇଥିବା ପଥର ଦେଖିଛନ୍ତି। କିନ୍ତୁ ବିବାଦର […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସରକାରୀ କଳା ଓ କ୍ରୀଡା ଶିକ୍ଷକଙ୍କ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ମଧୁସୂଦନ ସେଣ୍ଡଙ୍କୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସରକାରୀ କଳା ଓ କ୍ରୀଡା ଶିକ୍ଷକ ପକ୍ଷରୁ ଆବାହକ ସରୋଜ କୁମାର ନାୟକ,ସଭାପତି ସିଦ୍ଧାର୍ଥ ଶଙ୍କର ସାହୁ ,ସମ୍ପାଦକ ଶୁଭ୍ରଜିତ ଚଣ୍ଡ,ମୁଖ୍ୟ ସଂଯୋଜକ ଶ୍ରୀକାନ୍ତ […]

ଅନ୍ୟକୁ ଗାଡ଼ି ଦେଇ ଫସୁଛନ୍ତି ମାଲିକ ଭୁବନେଶ୍ୱର : ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବା ଯୋଜନାକୁ ରାଜଧାନୀରେ କଡ଼ାକଡ଼ି କରାଯାଇଛି। ଗତ ୧୦ ଦିନ ଭିତରେ ଏହି କାରଣରୁ ୯୭ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ଆର୍‌ଟିଓ-୧ରେ ୧୩ଟି ଲାଇସେନ୍ସ ବାତିଲ ହୋଇଥିବାବେଳେ ଆରଟିଓ-୨ରେ ୮୪ ଲାଇସେନ୍ସ ବାତିଲ ହୋଇଛି। ସେହିଭଳି ଉଭୟ ଆର୍‌ଟିଓରେ ୫୦ରୁ ଊର୍ଦ୍ଧ୍ବ ମାମଲା ବିଚାରାଧୀନ ଅଛି। […]

କଟକ: କଟକ ବଡ ଡାକ୍ତରଖାନାରେ ମାସ ମାସ ହେଲା ଅଚଳ ହୋଇପଡ଼ିଛି ମେସିନ୍‌। ବାରମ୍ବାର ଚିଠି ଲେଖାଯାଉଛି। ହେଲେ କେହି ଶୁଣୁ ନାହାନ୍ତି। ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ସଂପର୍କୀୟ। ମାଗଣା ବ୍ୟବସ୍ଥାର ଲାଭ ପାଇବା ବଦଳରେ ରୋଗୀ ଘରୋଇ ପାଥୋଲାବ୍‌ ଭରସାରେ ରହିବାକୁ ବାଧ୍ୟ। ଏସ୍‌ସିବିରେ ୬ମାସ ହେବ ରକ୍ତକର୍କଟ ନିରୂପଣ, ମଲ୍‌ଟିପୁଲ ମାଇଲୋମା, ସିକିଲ‌ସେଲ, ଥାଲାସେମିଆ ରୋଗ ଚିହ୍ନଟ ପାଇଁ ଥିବା ମେସିନ୍‌, ମାସେ ହେଲା ହରମୋନାଲ […]

ଭୁବନେଶ୍ବର: ଆଜି ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତଙ୍କ ସହ ସିଧାକଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକାମ୍ରଯୋଜନାରେ ଯେତେବେଳେ ଶ୍ରୀଲିଙ୍କରାଜ ମନ୍ଦିର ପରିଦର୍ଶନ କରି ସୌନ୍ଦର୍ଯ୍ୟକରଣ ଅନୁଧ୍ୟାନ କରୁଥିଲେ ମୁଖ୍ୟମନ୍ତ୍ରୀ ସେହି ଅବସରରେ ସେବାୟତଙ୍କ ସହ ୱାନ ଟୁ ୱାନ୍ କଥା ହୋଇଥିଲେ ନବୀନ। ସେବାୟତଙ୍କ ସମସ୍ୟା ନେଇ ନିଜେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ଆଉ ସେବାୟତମାନେ ମଧ୍ୟ ସେମାନଙ୍କ ସମସ୍ୟା ଓ ସୁଖଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ତେବେ ମନ୍ଦିର […]

ଭୁବନେଶ୍ବର: କୋଭିଡ୍-୧୯ ଗାଇଡଲାଇନ୍ ଅନୁଯାୟୀ ଏବେ ରାଜ୍ୟରେ ସ୍କୁଲ ଖୋଲିବା ଉପରେ ରୋକ୍‌ ଲାଗିଛି। ହେଲେ ଚିନ୍ତାମଣିଶ୍ବରସ୍ଥିତ ସାଇ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ଖୋଲିବା ସହ ପରୀକ୍ଷା କରୁଥିବାରୁ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ପକ୍ଷରୁ ସ୍କୁଲ୍‌ ସିଲ୍‌ କରାଯାଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଚିନ୍ତାମଣିଶ୍ବର ଲେନ୍‌-୬ରେ ଥିବା ସାଇ ସରସ୍ବତୀ ଶିଶୁ ମନ୍ଦିର ରାଜ୍ୟ ସରକାରଙ୍କ କୋଭିଡ୍‌ କଟକଣାକୁ ଉଲ୍ଲଂଘନ କରି ସ୍କୁଲ ଖୋଲିଥିଲା। ଆଜି […]

ରୁଲିଂ ଦେଲେ ବାଚସ୍ପତି, କମିଟି ଗଠନ ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ କେନ୍ଦ୍ରାପଡ଼‌ା/ରାଜନଗର : ଦୀର୍ଘ ୪୫ବର୍ଷ ପରେ ଭିତରକନିକା ଅଭୟାରଣ୍ୟର ହୋଇଥିବା ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ବିରୋଧ ଜାରି ରହିଛି। କେଉଁ ନିୟମ ଆଧାରରେ ୫୨ଟି ଗାଁକୁ ବାଦ୍‌ ଦିଆଯାଇ ଅନ୍ୟ ଅଞ୍ଚଳଗୁଡ଼ିକୁ ଅଭୟାରଣ୍ୟ ଆଇନ ପରିସରଭୁକ୍ତ ରଖାଯିବା ସହ ନୂଆ କରି ମହାକାଳପଡ଼ା ତହସିଲର କିଛି ଅଞ୍ଚଳକୁ ସାମିଲ୍ କରାଗଲା, ତାକୁ ନେଇ ଗଣମାଧ୍ୟମରେ ଲଗାତାର […]

Social media & sharing icons powered by UltimatelySocial