ଭୁବନେଶ୍ୱର: ଏକ ଚିଠିକୁ ନେଇ ରାଜ୍ୟ କଂଗ୍ରେସରେ ହେବାକୁ ଥିବା ପରିବର୍ତ୍ତନର ଆଭାସ ମିଳିଛି । ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏହି ଚିଠି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲେଖିଥିବା ଦେଖାଯାଇଛି | ଏହି ଚିଠିରେ କଂଗ୍ରେସର ମିଡ଼ିଆ କମିଟିର ପୁର୍ନଗଠନ ପାଇଁ ଲେଖାଯାଇଛି | ଏଥିରେ ମିଡ଼ିଆ କମିଟିର ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ ପାଇଁ ପିସିସି ସଭାପତି କିଛି ନାମ […]

ଭୁବନେଶ୍ୱର: ୟୁନିଟ-୧ ହାଟ ଏବଂ ୟୁନିଟ-୨ ମାର୍କେଟ୍‌ ବିଲଡିଂରେ ଦେଖା ଦେଉଥିବା ଭିଡ଼, ପାର୍କିଂ ସମସ୍ୟା ଦୂର କରିବା ଏବଂ ରାଜମହଲ ଛକରୁ ଏଜି ଏବଂ ଏଜି ଛକରୁ ରାଜମହଲ ମଧ୍ୟରେ ଯେମିତି ଗାଡ଼ି ଚଳାଚଳ ସ୍ଵଭାବିକ ହେବ ସେଥିପାଇଁ ଏହି ଦୁଇ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ରାଜମହଲରୁ ଏଜି ଏବଂ ଏଜିରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାରେ ଫୁଟପାଥ୍‌କୁ ଜବରଦଖଲମୁକ୍ତ କରିବା ସହ ବ୍ୟବସ୍ଥିତ ପାର୍କିଂ […]

ଭୁବନେଶ୍ୱର: ରାଜଧାନୀରେ ବାଂଲାଦେଶୀ ରୂପଜୀବୀଙ୍କ ସେକ୍ସ କାରବାରର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ପିପିଲି ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଚଢ଼ଉ କରି ରାକେଟର ରାଣୀ ମହୁମାଛି ଓ ତା’ ଦଲାଲ ପତିକୁ ଗିରଫ କରିବା ସହ ୬ ବାଂଲାଦେଶୀ ରୂପଜୀବୀଙ୍କୁ ଉଦ୍ଧାର କରିଛି। ଏମାନେ ଦୀର୍ଘ ଦିନ ଧରି ରାଜଧାନୀରେ ସେକ୍ସ କାରବାର ଚଳାଇ ଆସୁଥିଲେ। ଏତଦ୍‌ ବ୍ୟତୀତ ଏହି ଗ୍ୟାଙ୍ଗ ବିରୋଧରେ ନିଶାଦ୍ରବ୍ୟ ଚୋରା ଚାଲାଣ, ବେଆଇନ […]

ଭୁବନେଶ୍ୱର: ଦୀର୍ଘ ୧୨ ଦିନ ଧରି ମାଷ୍ଟର କ୍ୟାଣ୍ଟିନ୍‌ରୁ ନିଖୋଜ ହୋଇଯାଇଥିବା ଅଣଓଡ଼ିଆ ଶିଶୁପୁତ୍ର ଆଜି ରହସ୍ୟଜନକ ଭାବରେ ଭୁବନେଶ୍ୱର ରେଳ‌ଷ୍ଟେସନରୁ ମିଳିଛି। ଶିଶୁପୁତ୍ରର ପରିଜନ ବିଶ୍ରାମ ନେବା ପାଇଁ ଷ୍ଟେସନ ଯାଇଥିବା ବେଳେ ପୁଅକୁ ପାଇଥିଲେ। ଖବର ପାଇ ଖାରବେଳ ନଗର ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଖବର ପ୍ରଚାରିତ ହେବା ପରେ ଗିରଫ ଭୟରେ ଅପହର୍ତ୍ତା ଶିଶୁପୁତ୍ରକୁ ଛାଡ଼ି ଚାଲି ଯାଇଥିବା ପୁଲିସ ସନ୍ଦେହ କରୁଛି। […]

ଖଣ୍ଡଗିରି: ମାଟ୍ରିକ୍ ପରୀକ୍ଷା ସରିବା ପର୍ଯ୍ୟନ୍ତ ରହିଥିଲେ ଭଲ ହୋଇଥାଆନ୍ତା। ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇନଥାନ୍ତା। ମାତ୍ର କରାଇ ଦେଲେନି। ପ୍ରଶାସନର ଜିଦ୍ ରହିଲା। ପ୍ରଶାସନ ସହ ଲଢ଼ି ଜିତିବା ସମ୍ଭବ ନୁହେଁ। ପୁଲିସ ବଳ ଆଗରେ ସେମାନଙ୍କ ବଳ ବା କେତେ! ତେଣୁ ବାଧ୍ୟ ହୋଇ ପ୍ରଶାସନର କଥା ମାନି ବସ୍ତି ଛାଡ଼ିଦେଲେ। ସୋମବାରଠାରୁ ସେମାନଙ୍କ ନୂଆ ଠିକଣା ପାଲଟିଗଲା ପଣ୍ଡାକୁଦିଆ ବସ୍ତି। ଘର ଖଣ୍ଡେ କଲା ପର୍ଯ୍ୟନ୍ତ […]

ଭୁବନେଶ୍ୱର : ରାଜଧାନୀରେ ୪ ବର୍ଷର ଶିଶୁ ପୁତ୍ର ନିଖୋଜ। କେହି ଦୁର୍ବୃତ୍ତ ଶିଶୁଟିକୁ ଚୋରି କରି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁରୀ ଦର୍ଶନ ପାଇଁ ବିହାରରୁ ଆସିଥିବା ଏକ ପରିବାରର ୪ ବର୍ଷର ପୁଅ ଗତ ୩୧ ତାରିଖରୁ ନିଖୋଜ ଅଛି। ୨୦ ଦିନ ହେଲା ପରିବାର ପୁଅକୁ ଖୋଜି ଖୋଜି ନୟାନ୍ତ ହେଲେଣି। ତଥାପି ଶିଶୁଟିର ସନ୍ଧାନ ମିଳିନାହିଁ। ବାପା-ମାଆ କହିଛନ୍ତି, ପୁଅ ନ […]

ନୂଆଦିଲ୍ଲୀ ଜେ.ପି. ନଡ୍ଡା ବିଜେପିର ନୂଆ ମଙ୍ଗୁଆଳ ଭାବେ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି। ଆସନ୍ତା ୩ ବର୍ଷ ପାଇଁ ‌ସେ ଏହି ଦାଇତ୍ୱ ତୁଲାଇବେ। ଆଜି ଅନୁଷ୍ଠିତ ନିର୍ବ‌ାଚନରେ ନଡ୍ଡ‌ା ଏକମାତ୍ର ପ୍ରାର୍ଥୀ ଥିଲେ। ତାଙ୍କ ବିରୋଧ‌େର କୌଣସି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହେଲେ ବୋଲି ଘୋଷଣା କରାଯାଇଥିଲା। ନବନିର୍ବାଚିତ ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମ୍ବର୍ଦ୍ଧନା ସଭାର […]

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନାୟିକା ସୂରମୟୀ ଏବର୍ଷ ନୂଆ ରୂପରେ ଆସିବେ ବୋଲି ଜଣାଗଲାଣି। ସେ ଏ ବର୍ଷ ଏକ ନୂଆ ସିନେମାରେ ଆସୁଛନ୍ତି। ଏହାର ଟାଇଟଲ୍ ରହିଛି ‘କ୍ରେଜି-ଫୋର୍’। ଏହି ସିନେମାରେ ଚାରିଜଣ କ୍ରେଜି ଲୋକଙ୍କୁ ଦେଖିବାକୁ ମିଳିବ। ଏମାନଙ୍କ ଭିତରୁ ଜଣେ ହେଲେ ସୂରମୟୀ। ଏହି ଫିଲ୍ମରେ ସୂରମୟୀଙ୍କ ବ୍ୟତୀତ ଅନ୍ୟ ଯେଉଁ ତିନି ଜଣ କ୍ରେଜି ଭୂମିକାରେ ଅଛନ୍ତି,ସେମାନେ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, […]

ଭୁବନେଶ୍ୱର: ପୁରୀ ବଡ଼ଦାଣ୍ଡରୁ ନିଜ ଘରକୁ ଫେରିଛନ୍ତି ଭିକ ମାଗୁଥିବା ଇଞ୍ଜିନିୟର ଭିକାରୀ। ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ଗିରିଜା ଶଙ୍କର ମିଶ୍ରଙ୍କୁ ନିଜ ଘରକୁ ଫେରାଇ ନେଇଛନ୍ତି ପରିବାର ଲୋକେ। ଗତକାଲି ବଡ଼ଦାଣ୍ଡରେ ଭିକ୍ଷା ମାଗୁଥିବା ପ୍ଲାଷ୍ଟିକ ଇଞ୍ଜିନିୟରଙ୍କ କଥା ସମସ୍ତ ଗଣମାଧ୍ୟମରେ ମୁଖ୍ୟ ଖବର ପାଲଟିଥିଲା। ଇଞ୍ଜିନିୟରିଂ କରି ସେ କ’ଣ ପାଇଁ ପୁରୀରେ ଭିକ ମାଗୁଥିଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବଚୀ ସୃଷ୍ଟି କରିଥିବା ବେଳେ […]

ଭୁବନେଶ୍ୱର : ସଂଧ୍ୟାରେ ଯେଉଁଠି ସରକାରୀ ଜମି ଖାଲି ଥିବା ଦେଖିବାକୁ ମିଳୁଛି, ତା’ ପରଦିନ ସକାଳୁ ସେଠାରେ ଘରଟିଏ ନିର୍ମାଣ ହୋଇଯାଉଛି। ମାସକ ପରେ ସେଠାରେ ୧୦ରୁ ୨୦ଘର ନିର୍ମାଣ ହୋଇଯାଉଛି। କେବଳ ସରକାରୀ ଜମିକୁ ମାଡ଼ି ବସି ବସ୍ତି ନିର୍ମାଣ ହେଉଛି, ତାହା ନୁହେଁ। କେଉଁଠି ରାତାରାତି ହୋଟେଲ ହୋଇଯାଉଛି ତ କେଉଁଠି ଭେଣ୍ଡିଂ ଜୋନ୍, କେଉଁଠି ମନ୍ଦିର ତ କେଉଁଠି ଦୋକାନ। ଏପରିକି କେତେକ ଜାଗାରେ […]

Social media & sharing icons powered by UltimatelySocial