ଭୁବନେଶ୍ୱର: ଆରମ୍ଭ ହୋଇଛି ବିରଳ ବଳୟ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଉଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇଛି ଏବଂ ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ। ସକାଳ ୯ଟା ୪୬ ମିନିଟ୍‌ରେ ଓଡ଼ିଶାରେ ସର୍ବାଧିକ ଅଂଶ ଦେଖାଯିବ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେବ। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ […]

ଭୁବନେଶ୍ୱର: ରାଜଧାନୀ ରାସ୍ତା ଉପରେ ଜଳିଗଲା ବସ । ଭୁବନେଶ୍ୱରର ଶହୀଦନଗର ରାସ୍ତା ଉପରେ ଠିଆ ହୋଇଥିବା ବସରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ମିଳିଥିବା ସୂଚନା ମୁତାବକ ବସ୍ ନମ୍ବର – କେଏ ୦୧ ଡି ୫୧୮୦ରେ ଆଜି ଦିନ ୨ଟା ସମୟରେ ହଠାତ ଧୂଆଁ ବାହାରିଥିଲା | ଏହା ପରେ […]

ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା ଭୁବନେଶ୍ୱର: ଡିସେମ୍ବର ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ଯ୍ୟୋପରାଗ । ଏହି ଦିନ ଏକ ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ । ଓଡ଼ିଶାବାସୀଙ୍କ ପାଇଁ […]

ନୂଆଦିଲ୍ଲୀ: ବିଜେପି ପାଦ ତଳୁ ମାଟି ଖସିବାରେ ଲାଗିଛି। ଆଜି ପ୍ରକାଶିତ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳରେ ବିଜେପି ନିରାଶ ହୋଇଛି। ୫ ବର୍ଷ ହେଲା ଶାସନ କ୍ଷମତାରେ ଥିବା ବିଜେପି ହାତରୁ ଝାଡ଼ଖଣ୍ଡ ଖସିଯାଇଛି। ୨୦୧୮ ମାର୍ଚ୍ଚ ବେଳକୁ ବିଜେପି ଏବଂ ତାହାର ସହଯୋଗୀ ଦଳ ଗୁଡ଼ିକ ଦେଶର ପାଖାପାଖି ୭୦ ପ୍ରତିଶତ ଭୌଗୋଳିକ ଅଞ୍ଚଳରେ ଶାସନ କରୁଥିଲେ। ତେବେ ଆଜି ଝାଡ଼ଖଣ୍ଡ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ […]

ଭୁବନେଶ୍ୱର: ଗୋଠପାଠଣାରେ ଥିବା ଏସଟିପିଆଇ ଇଲାଇଟ୍‌ରେ ପୂର୍ବ ଭାରତ ତଥା ରାଜ୍ୟର ପ୍ରଥମ ଇଲେକ୍ଟ୍ରୋପ୍ରେନ୍ୟୁଅର ପାର୍କ ଖୋଲିଛି। ଆଜି ଏହାର ଉଦ୍‌ଘାଟନ (ସଫ୍‌ଟ ଲଂଚ୍) କରାଯାଇଛି। ମେ’ ଫେୟାର କନଭେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ପାର୍କ ମାଧ୍ୟମରେ ତିନି ବର୍ଷ ଭିତରେ ଶକ୍ତି, ପ୍ରକ୍ରିୟାର ନିୟନ୍ତ୍ରଣ ଓ ଶିଳ୍ପ ଅଟୋମେସନ ଓ ଶିକ୍ଷା ଆଦି କ୍ଷେତ୍ରରେ ୪୫-୫୦ […]

ତିନି ଦିନ କହୁଥିଲେ, ତିନି ମାସରେ ମିଳୁନି, ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ସଂସ୍ଥା ଫେଲ୍‌ ମାରିଥିଲା, ହନିୱେଲ୍‌ ବି ଫେଲ୍‌ ଭୁବନେଶ୍ୱର : ବିଏମ୍‌ସି କି ବିଡିଏ ଅଧୀନରେ ଯେଉଁମାନେ ଘର ନିର୍ମାଣ କରିବାକୁ ଚାହିଁବେ ସେମାନଙ୍କୁ ଆଉ ପ୍ଲାନ୍ ଅନୁମୋଦନ କରିବାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି। ଅନଲାଇନ୍‌ରେ ପ୍ଲାନ୍ ଆବେଦନ କଲେ, ସବୁ ଡକୁମେଣ୍ଟ ଠିକ୍‌ ଥିଲେ ତିନି ଦିନରେ ପ୍ଲାନ୍‌ ଅନୁମୋଦନ ହୋଇଯିବ। ଏହିଭଳି ବ୍ୟବସ୍ଥା ଡିସେମ୍ବର […]

କଟକ: ବିରାଟଙ୍କ ବ୍ୟାଟ୍‌ରୁ ଏକ ବଡ଼ ପାଳି ଦେଖିବା ଲାଗି ବାରବାଟୀ ଦର୍ଶକ ୮ ବର୍ଷ ହେବ ଉତ୍ସାହ ଓ ଉତ୍କଣ୍ଠାର ସହ ଚାହିଁ ବସିଥିଲେ। ଶେଷରେ ସେମାନଙ୍କର ଏହି ଆଶା ପୂରଣ ହୋଇଛି। ପୂର୍ବରୁ ବାରବାଟୀରେ ଖେଳିଥିବା ୪ ପାଳିରୁ ମାତ୍ର ୩୪ ରନ୍ କରିଥିବା କୋହଲି ଆଜି ୮୫ ରନ୍‌ର ବିରାଟ ପାଳି ଖେଳି ସମସ୍ତଙ୍କ ମନ ଜିତିନେଇଛନ୍ତି। ତାଙ୍କ ଦାଇତ୍ୱବାନ ପାଳି ବଳରେ ହିଁ ଭାରତ […]

କାନପୁର: ବିବାଦୀୟ ନାଗରିକତା ଆଇନକୁ ନେଇ ଉତ୍ତର ପ୍ରଦେଶର ୨୫ରୁ ଅଧିକ ସହରରେ ଆଜି ମଧ୍ୟ ହିଂସା ଜାରି ରହିଛି। ଗତ ଗୁରୁବାର ଠାରୁ ରାଜ୍ୟରେ ହିଂସାତ୍ମକ ବିକ୍ଷୋଭ ଯୋଗୁଁ ଏ ପର୍ଯ୍ୟନ୍ତ ୧୬ ଜଣ ପ୍ରାଣ ହରାଇଥିବା ରାଜ୍ୟ ‌ପୁଲିସ ସ୍ୱୀକାର କରିଛି। ଏହି ହିଂସାରେ ପ୍ରାୟ ୫୦୦ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୦ରୁ ଅଧିକ ପୁଲିସ କର୍ମଚାରୀ ଥିବା କୁହାଯାଉଛି। ଏହି ମାମଲାରେ ୭୦୫ […]

ଅଭ୍ୟାସରେ ଝାଳ ବୁହାଇଲେ ଦୁଇ ଦଳର ଖେଳାଳି, ବାରବାଟୀରେ ରେକର୍ଡ: ୧୬ରୁ ୧୨ ମ୍ୟାଚ୍ ଜିତିଛି ଭାରତ କଟକ : ବାରବାଟୀର ବଡ଼ ଲଢ଼େଇ ଲାଗି ସମରସଜ୍ଜା ସରିଛି। ଆଉ ମାତ୍ର କେଇ ଘଣ୍ଟା ପରେ ଆରମ୍ଭ ହୋଇଯିବ କ୍ରିକେଟ୍ ସମର। ଐତିହାସିକ ଷ୍ଟାଡିୟମରେ ଖେଳାଯିବ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍। ରବିବାରର ଏହି ବହୁ ପ୍ରତୀକ୍ଷିତ ଟ୍ରଫି ଟକ୍କର ଲାଗି ପଡ଼ିଆ, ପିଚ୍ ଓ ଗ୍ୟାଲେରି ପୂରା […]

ଭୁବନେଶ୍ୱର: ବିଜୁ ଜନତା ଦଳ ସାଂଗଠନିକ ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ ହେବ। ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବ ଓ ୨୦୨୦ ଫେବ୍ରୁଆରି ୨୬ ମଧ୍ୟରେ ଶେଷ ହେବ। ବିଜୁ ଜନତା ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେବା ସହିତ କହିଛନ୍ତି, ଇତିମଧ୍ୟରେ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି ପ୍ରକ୍ରିୟା […]

Social media & sharing icons powered by UltimatelySocial