ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କିଛି ସପ୍ତାହ ବାକି ଥିବା ବେଳେ ପୂର୍ବରୁ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଯଶଓ୍ଵନ୍ତ ସିହ୍ନା ଆଜି ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି। ‘ବିଜେପି’ର ଏହି ୮୩ ବର୍ଷିୟ ପୂର୍ବତନ ନେତା ୨୦୧୮ରେ ଦଳ ତ୍ୟାଗ କରିଥିଲେ। ଆଜି ମଧ୍ୟାହ୍ନ ପରେ ଡେରେକ୍‌ ଓ’ବ୍ରିଏନ୍‌, ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୁବ୍ରତ ମୁଖାର୍ଜୀଙ୍କ ଉପସ୍ଥିତିରେ କୋଲ୍‌କାତାରେ ଥିବା ‘ତୃଣମୂଳ ଭବନ’ରେ ସିହ୍ନା ‘ତୃଣମୂଳ […]

ମୁମ୍ବାଇ: ଶିବସେନା ଆଜି (ଗୁରୁବାର) ଘୋଷଣା କରିଛି ଯେ ସେମାନେ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ; କିନ୍ତୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ମମତା ବାନାର୍ଜୀଙ୍କୁ ଜିତାଇବା ପାଇଁ ନିର୍ବାଚନ ପ୍ରଚାର କରିବେ। ଦଳର ସଭାପତି ଉଦ୍ଧବ ଠାକରେଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ। ପଶ୍ଚିମବଙ୍ଗର ସାଂପ୍ରତିକ ଦୃଶ୍ୟକୁ ଦେଖିଲେ ଲାଗୁଛି ଚଳିତ […]

ନୂଆଦିଲ୍ଲୀ: ‘ମେଟ୍ରୋ ମ୍ୟାନ୍‌’ ଭାବରେ ଖ୍ୟାତ ଇ ଶ୍ରୀଧରନ୍‌ଙ୍କୁ ଆସନ୍ତା କେରଳ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଗୁରୁବାର ଦିନ ବିଜେପି ଘୋଷଣା କରି କହିଛି ଯେ ଆଗାମୀ କେରଳ ବିଧାନସଭା ନିର୍ବାଚନରେ ଇ ଶ୍ରୀଧରନ୍ ହେବେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଶ୍ରୀଧରନଙ୍କ ନେତୃତ୍ୱରେ ବିଜେପି ଆଗାମୀ କେରଳ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ନିଜ ଘୋଷଣାରେ […]

ପାଟନା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମଇଦାନକୁ ଓହ୍ଲାଇବ। ଏହି ନିର୍ବାଚନୀ ରଣାଙ୍ଗନରେ ନିଜର ସାଥୀ ବି ସ୍ଥିର କରି ସାରିଛି ଦଳ। ବଙ୍ଗଳାରେ ଆର୍‌ଜେଡି ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ। ଆଜି ପଶ୍ଚିମବଙ୍ଗର ନବାନ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତେଜସ୍ବୀ ଯାଦବ ସାକ୍ଷାତ କରିଛନ୍ତି। ସାକ୍ଷାତ ପରେ ତେଜସ୍ବୀ ସ୍ପଷ୍ଟ କରିଛନ୍ତି, ଯେଉଁଠି ଦରକାର ପଡ଼ିବ ଆମେ ମମତାଙ୍କ ସହ […]

ମମତାଙ୍କ ପାଇଁ ସବୁଠୁ ଜଟିଳ ନିର୍ବାଚନ, ତାମିଲନାଡ଼ୁରେ ଇପିଏସ୍‌ ବନାମ ଷ୍ଟାଲିନ୍ ନୂଆଦିଲ୍ଲୀ : ପଶ୍ଚିମବଂଗ, ତାମିଲନାଡ଼ୁ, କେରଳ, ଆସାମ ଏବଂ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ‌ଘୋଷଣା ସହିତ ଏସବୁ ରାଜ୍ୟରେ ରାଜନୀତି ସରଗରମ ହୋଇଉଠିଛି । ଏହି ୫ ରାଜ୍ୟରେ ଆ‌ସନ୍ତା ମାର୍ଚ୍ଚ ୨୭ ତାରିଖରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ଏପ୍ରିଲ ୨୯ରେ ଶେ‌ଷ ହେବାକୁ ଥିବା ବେଳେ ପ୍ରାର୍ଥୀ ଚୟନ ପାଇଁ କସରତ […]

ସାଧାରଣ ପରିଷଦ ବୈଠକ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ବାଡ଼ିଆପିଟା ଭୁବନେଶ୍ୱର: ପଦାରେ ପଡିଲା ରାଜ୍ୟ କଂଗ୍ରେସର ଅନ୍ତରୀଣ କନ୍ଦଳ। ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବାଡିଆପିଟା ହୋଇଛନ୍ତି ଦୁଇ ଗୋଷ୍ଠୀ। ଆଜି କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସାଧାରଣ ପରିଷଦ ବୈଠକ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି। ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା […]

ଗର୍ଜିଲେ ନେତା,ଗୃହକୁ ଫେରିଲେନି କଂଗ୍ରେସ ସଭ୍ୟ ଭୁବନେଶ୍ବର : ‘ଓଡ଼ିଶା ହାତରୁ ଗଲାଣି କୋଟିଆ। ସରକାରଙ୍କ ଉଦାସୀନତା ପାଇଁ ଆନ୍ଧ୍ର ଏବେ କୋଟିଆରେ ନିର୍ବାଚନ କରି ନିଜର ଆଧିପତ୍ୟ ଜାହିର କରିଛି। କୋଟିଆ ଗ୍ରାମପୁଞ୍ଜକୁ ସୁରକ୍ଷା ଦେଇପାରିଲେ ନାହିଁ ରାଜ୍ୟ ସରକାର। କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ମୋଦୀ-ନବୀନ ହାଏ ହାଏ।’ ବିଧାନସଭା ବଜେଟ୍‌ ଅଧିବେଶନ ଆରମ୍ଭ ଦିନରୁ କଂଗ୍ରେସ ସଦସ୍ୟମାନେ କୋଟିଆକୁ ନେଇ ଆଜି ଗୃହରେ ଏମିତି ହଙ୍ଗାମା […]

ଭାଷଣ ଦେବାବେଳେ ମଞ୍ଚରେ ଖସିପଡ଼ିଲେ ଭରୋଦରା : ଆଜି ଗୁଜୁରାଟର ଭରୋଦରାଠାରେ ଅନୁଷ୍ଠିତ ହେଉଥିବା ଏକ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ହଠାତ ଖସିପଡ଼ିଥିଲେ। ଅସୁସ୍ଥତା କାରଣରୁ ସେ ଖସିପଡ଼ିଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ଖସିପଡ଼ିବା ବେଳେ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଧରପକାଇଥିଲେ। ମଞ୍ଚରେ ଡାକ୍ତରୀ ଦଳ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଥିଲେ। ତେବେ ଏହାପରେ ତାଙ୍କୁ […]

ନୂଆଦିଲ୍ଲୀ: ଗୁଲାମ ନବି ଆଜାଦ୍‌ ବିଦାୟ ନେବା ପରେ ରାଜ୍ୟସଭାରେ ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ତାଙ୍କୁ ବିରୋଧୀ ଦଳର ନେତା ଭାବେ ନିଯୁକ୍ତି ଦେବା ଲାଗି ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କୁ ପତ୍ର ଲେଖିଛି କଂଗ୍ରେସ। ବିରୋଧୀଦଳ ନେତା ନିମନ୍ତେ ରାଜ୍ୟସଭାର ତିନିଜଣ ସମ୍ଭାବ୍ୟ- ଆନନ୍ଦ ଶର୍ମା, ଦିଗ୍‌ବିଜୟ ସିଂହ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମଧ୍ୟରୁ କଂଗ୍ରେସ ଖଡ଼ଗେଙ୍କୁ […]

ପଦବିର ମହତ୍ୱ ଆଜାଦଙ୍କ ଠାରୁ ଶିଖିବା ଉଚିତ: ମୋଦୀ ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଗୁଲାମ ନବି ଆଜାଦ୍‌ଙ୍କୁ ଆଜି ଅବସରକାଳୀନ ସମ୍ଭାଷଣ ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଥିଲା। ଏପରିକି ସେ ଆଜାଦ୍‌ଙ୍କ ସ୍ମୂତିକୁ ଉଦ୍ଧାର କରି ନିଜ ଅଭିଭାଷଣରେ ଉଲ୍ଲେଖ କଲା ବେଳେ ଅନେକ ଥର ନିଜ କୋହକୁ ସମ୍ଭାଳି ପାରିନଥିଲେ। ଆଜାଦ୍‌ଙ୍କୁ ଆବେଗପୂର୍ଣ୍ଣ ବିଦାୟ […]

Social media & sharing icons powered by UltimatelySocial