ଉପବାଚସ୍ପତି ରଜନୀକାନ୍ତ ସିଂ ବି ସଂକ୍ରମିତ, ୯୫୦ରୁ ଅଧିକ ନମୁନା ପରୀକ୍ଷା, ୧୮୪ ପଜିଟିଭ୍‌ ଭୁବନେଶ୍ୱର : ଆଜିଠାରୁ ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନା ଭୟ ବଢ଼ିବାରେ ଲାଗିଛି। ଗତକାଲି ହୋଇଥିବା ପ୍ରାୟ ୨ ଶହ କୋଭିଡ୍‌ ନମୁନା ପରୀକ୍ଷାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାସହ ୩୬ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ […]

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଝଡ। ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ। ମହାରାଷ୍ଟ୍ର ରାଜନୀତି ଏହାକୁ ନେଇ କଡଲେଉଟାଇବା କଥା ଚର୍ଚ୍ଚା ହେଉଛି। ସାକ୍ଷାତକାର ପରେ ଚର୍ଚ୍ଚା ହେଉଛି ଯେ, ଏନଡିଏ ମେଣ୍ଟକୁ ଫେରିବାକୁ ଶିବସେନା ଉଦ୍ୟମ କରିବ କି? ଏନଡିଏର ପୁରୁଣା ସହଯୋଗୀ ପଞ୍ଜାବର ଅକାଳୀ ଦଳ ଏନଡିଏରୁ ବାହାର ହୋଇଯାଇଛି । ଏପରି […]

୩ଟି ପର୍ଯ୍ୟାୟରେ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ ହେବ ନିର୍ବାଚନ ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ବିହାରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ‌ମତଦାତା ମତଦାନ କରିବେ। ଏହା ସହ ନଭେମ୍ବର ୧୦ରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ […]

ନୂଆଦିଲ୍ଲୀ : କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କର ଆଜି କରୋନାରେ ପରଲୋକ ହୋଇଛି। ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। କୌଣସି କେନ୍ଦ୍ରମନ୍ତ୍ରୀଙ୍କର କରୋନାରେ ପରଲୋକ ହେବା ଏହା ପ୍ରଥମ ଘଟଣା। କେନ୍ଦ୍ରମନ୍ତ୍ରୀ ଅଙ୍ଗଡ଼ି ଗତ ସେପ୍‌ଟେମ୍ବର ୧୧ରେ କରୋନା ସଂକ୍ରମିତ ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ସଂକଟଜନକ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍‌ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ୪ ଜଣ ସାଂସଦଙ୍କର କରୋନାରେ ମୃତ୍ୟୁ ହୋଇଛି। […]

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରିଥିବାରୁ ନିଲମ୍ୱିତ ହୋଇଥିବା ୮ ସାଂସଦ ସଂସଦର ଗାନ୍ଧି ମୂର୍ତ୍ତି ନିକଟରେ ସାରା ରାତି ଧାରଣା ଦେଇଛନ୍ତି। ଆଜି ଏହି ଧାରଣା ସ୍ଥଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାରଣା ସ୍ଥଳରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପହଞ୍ଚିଥିବା ଦେଖାଯାଇଥିଲା। ହାତରେ ଥିଲା ଗରମ୍ ଗରମ୍ ଚା’। ଥର୍ମୋଫ୍ଲାକ୍ସରେ ଗରମ ଗରମ୍ ଚା ଆଣି ଧାରଣାରେ ବସିଥିବା ୮ […]

ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ,ଗୃହ ୪ ଥର ମୁଲତବୀ ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେହରୁ-ଗାନ୍ଧୀ ଟିପ୍ପଣୀକୁ ନେଇ ଗତକାଲି ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ପ୍ରଥମ ଥର ପାଇଁ ସଂସଦର ମୈସୁମୀ ଅଧିବେଶନରେ ଗୃହ କାର୍ଯ୍ୟରେ ବାଧା ଉପୁଜିଛି ଏବଂ ଗୃହକୁ ୪ ଥର ମୁଲତବୀ ରଖିବାକୁ ପଡ଼ିଥିଲା। ପିଏମ୍‌ କେୟା‌ର୍‌ସ ଫଣ୍ଡ୍‌ରେ ସ୍ବଚ୍ଛତା ନଥିବା ନେଇ ବିରୋଧୀ ଦଳ ନେତାମାନେ ସ୍ବର ଉଠାଇଥିବାବେଳେ ଏହି […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ହେଉଛି ୭୦ ତମ ଜନ୍ମଦିନ। ବିଶ୍ୱର ଅନ୍ୟତମ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ହେଲେ କିଛି ଯୁବପିଢ଼ି ଟୁଇଟରରେ #ନ୍ୟାସନାଲଅନଏମ୍ପଲଏମେଣ୍ଟଡେ ଅଭିଯାନ ଆରମ୍ଭ କରିଛନ୍ତି। କିଛି ଟ୍ୱିଟର ବ୍ୟବହାରକାରୀ ଆଜି ସର୍ବନିମ୍ନ ଜିଡିପି (-୨୩.୯%), ସ୍ୱଳ୍ପ କୃଷି ଆୟ, ଉଚ୍ଚ […]

ଦ୍ବନ୍ଦରେ ନିର୍ବାଚନମଣ୍ଡଳୀର କର୍ମୀ ଓ ନେତା ବ୍ରହ୍ମପୁର/ଗୋଳନ୍ଥରା: ଗୋପାଳପୁର ନିର୍ବାଚନମଣ୍ତଳୀ ବିଜେଡିର କର୍ମୀ ଓ ଛାମୁଆ ନେତା ଗତ କିଛି ଦିନ ହେଲା ସସ‌ପେନ୍ସ ମଧ୍ୟରେ ରହିଛନ୍ତି। ମୂଳ କାରଣ ହେଲା, ବିଧାୟକଙ୍କୁ ନେଇ। ନିର୍ବାଚନମଣ୍ଡଳୀ ଇଲାକାରେ ଅନୁଷ୍ଠିତ ଏକାଧିକ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ଅନୁପସ୍ଥିତିକୁ ନେଇ ଏହି ସସ୍ପପେନ୍ସ ବଢ଼ୁଛି। ବିଧାୟକ ଏହି ସବୁ କାର୍ଯ୍ୟକ୍ରମକୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆସିପାରୁ ନାହାନ୍ତି ନା, […]

ଅପରାଧ ତାଲିକା ତିନିଟି ପର୍ଯ୍ୟାୟରେ ପ୍ରଚାର ପ୍ରସାର ହେବ-ନିର୍ବାଚନ କମିସନ ଭୁବନେଶ୍ୱର : ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନେ ସେମାନଙ୍କର ଅପରାଧ ପୃଷ୍ଠଭୂମି ସଂପର୍କରେ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲାଗି ଭାରତର ନିର୍ବାଚନ କମିସନ ନିର୍ଦେଶନାମା ଜାରି କରିଛନ୍ତି। ସଂପ୍ରତି ଓଡ଼ିଶାର ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଯେଉଁ ପ୍ରାର୍ଥୀମାନେ ଅଂଶଗ୍ରହଣ କରିବେ, ସଂପୃକ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳ ତିନିଟି ପର୍ଯ୍ୟାୟରେ ଏହି […]

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ସରକାର ସଂସଦରେ ଯେଉଁ ତଥ୍ୟ ରଖିଛନ୍ତି ତା’କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ଲକ୍‌ ଡାଉନ୍‌ ସମୟରେ କେତେ ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ସେନେଇ ମୋଦୀ ସରକାର କିଛି ଜାଣନ୍ତିନାହିଁ। କେତେ ସଂଖ୍ୟକ ଲୋକ ଚାକିରି ହରାଇଛନ୍ତି ତାହା ବି ସରକାର ଜାଣନ୍ତିନି। ଯଦି ତୁମେ ଗଣିନାହଁ ତେବେ କ’ଣ […]

Social media & sharing icons powered by UltimatelySocial