ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବାଥ୍‌ଟବ୍‌ରେ ବୁଡ଼ି ମୃତ୍ୟୁ ହେବା ଖବରକୁ ନେଇ ସେ ସମୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ନିକଟରେ ଶ୍ରୀଦେବୀଙ୍କ ମୃତ୍ୟୁ କିପରି ହୋଇଥିଲା ତାହାର ପ୍ରକୃତ କାରଣ ସାମ୍ନାକୁ ଆସିଛି। ଶ୍ରୀଦେବୀଙ୍କ ଜୀବନୀ ଉପରେ ‘ଶ୍ରୀଦେବୀ: ଦ ଏଟର୍ନାଲ ଗଡେସ୍‌’ ଶୀର୍ଷକ ପୁସ୍ତକ ଲେଖିଥିବା ସତ୍ୟାର୍ଥ ନାୟକ ଏହାର ପର୍ଦ୍ଦାଫାଶ କରିଛନ୍ତି। ୫୪ ବର୍ଷ ବୟସରେ ୨୪ ଫେବ୍ରୁଆରି ୨୦୧୮ରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। […]

ୱାସିଂଟନ୍‌: ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବାରୁ ପାକିସ୍ତାନ ପରିସୀମା ଅନ୍ତର୍ଗତ ଆକାଶ ଦେଇ ବିମାନ ନ ଚଳାଇବା ପାଇଁ ନିଜର ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ବିଜ୍ଞପ୍ତି ଜାରି କରି କହିଛି। ଯଦି କେହି ପାକିସ୍ତାନ ଆକାଶ ମଧ୍ୟକୁ ପ୍ରବେଶ କରୁଛନ୍ତି କିଂବା ସେଠାରୁ ବାହାରୁଛନ୍ତି- ତେବେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଯୁକ୍ତରାଷ୍ଟ୍ର ଆମେରିକା କହିଛି। ଏକ ବିବୃତିରେ ‘ଫେଡେରାଲ୍‌ ଆଭିଏସନ୍‌ […]

ଭୁବନେଶ୍ୱର: ସବୁ ଆଖି ଚାହିଁ ରହିଥିଲା ଘଣ୍ଟାକୁ। ସବୁରି ହୃଦ୍‌ସ୍ପନ୍ଦନ ତାଳ ଦେଉଥିଲା ଘଣ୍ଟା କଣ୍ଟାର ଟିକ୍‌ଟିକ୍‌ ଶବ୍ଦକୁ। ସନ୍ଧ୍ୟାରୁ ନାଚଗୀତରେ ମତୁଆଲା ମଣିଷଙ୍କୁ କ୍ଷଣେ ତା’ ସାମ୍ନାରେ ଅଟକାଇ ଦେଇଥିଲା ଅମାନିଆ ଘଡ଼ି। ଊଣେଇଶ ପୂରି ତାକୁ ୨୦ ଛୁଇଁବା ମାତ୍ରେ ହ‌‌ର୍ଷ ଉଲ୍ଲାସର ଫାଟି ପଡ଼ିଥିଲା ପଲ୍ଲୀରୁ ସହର। ନୂଆବର୍ଷକୁ ଟିକେ ନିଆରା ରୂପରେ ସ୍ୱାଗତ କରିବା ପାଇଁ କିଏ ଜିରୋ ନାଇଟ୍‌ରେ ମଜିଥିଲା ତ କିଏ […]

ମୁମ୍ବାଇ: ଭାରତୀୟ ବଂଶୋଦ୍ଭବ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ବାରାଦ୍‌କର ନୂଆ ବର୍ଷ ଉପଲକ୍ଷେ ନିଜ ଭଉଣୀ ଏବଂ ବନ୍ଧୁମାନଙ୍କ ସହ ମହାରାଷ୍ଟ୍ରର ନିଜ ପୈତୃକ ଗାଁକୁ ବୁଲି ଆସିଛନ୍ତି। ଗତକାଲି ଲିଓ ଗାଁରେ ପହଞ୍ଚିବା ପରେ ସେ ନିଜର କୁଳଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଲିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗାଁକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ବିନା ପ୍ରୋଟୋକଲ୍‌ ଓ ସୁରକ୍ଷାରେ ସେ ଆସିଥିଲେ। ଲିଓଙ୍କ […]

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ‘ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ’ର ଆଜି ଥିଲା ଚତୁର୍ଥ ଦିବସ। ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମାଲେସିଆରୁ ଆସିଥିବା ଗୀତା ଶଙ୍କରନ ଓ ସାଥୀଙ୍କ ଦ୍ୱାରା ଦଳଗତ ନୃତ୍ୟରୁ। ପରେ ଏକକ ନୃତ୍ୟ ପରିବେଷଣ କରିଥିଲେ ବର୍ଦ୍ଧମାନର ପ୍ରୀତି ସରକାର, ପାରଳାଖେମୁଣ୍ଡିର ବିଷ୍ଣୁପ୍ରିୟା ମଣ୍ଡଳ, ଯାଜପୁରର ଶୁଭଲକ୍ଷ୍ମୀ […]

ମସ୍କୋ: ଶୁକ୍ରବାର ଦିନ ରୁଷ୍‌ର ଅନ୍ତର୍ମହାଦେଶୀୟ ହାଇପର୍‌ସୋନିକ୍‌ ମିସାଇଲ୍‌ ‘ଆଭନ୍‌ଗାର୍ଡ’ ଷ୍ଟ୍ରାଟେଜିକ୍‌ ସିଷ୍ଟମ୍‌ କାର୍ଯ୍ୟକ୍ଷମ ହୋଇଛି। ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏହି କ୍ଷେପଣାସ୍ତ୍ର ୟୁନିଟ୍‌କୁ ‘ଭବିଷ୍ୟତର ଅସ୍ତ୍ର’ ବୋଲି ବର୍ଣ୍ଣନା କରି କହିଛନ୍ତି ବିକାଶଶୀଳ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଏହା ଦେଶକୁ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଆଗକୁ ନେଇଯାଇଛି। ଏ ସପ୍ତାହ ପ୍ରାରମ୍ଭରେ ସେ କହିଥିଲେ: ଏହା ହେଉଛି ଉଭୟ କ୍ଷେପଣାତ୍ମକ ଏବଂ ରକ୍ଷାତ୍ମକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ଭେଦ […]

ଅମୃତସର: ଦେଶ ବିଭାଜନ ପରଠାରୁ ବନ୍ଦ ରହିଥିବା ଆଉ ଏକ ହିନ୍ଦୁ ମନ୍ଦିରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଜାନୁଆରି ମାସରେ ଖୋଲିବାକୁ ଯାଉଛି ପାକିସ୍ତାନ। ଏହା ହେଉଛି ପାକିସ୍ତାନ ଅନ୍ତର୍ଗତ ପେଶଓ୍ଵାର୍‌ର ପଞ୍ଜ ତୀର୍ଥ ମନ୍ଦିର। ଅଜ୍ଞାତବାସ କାଳରେ ପାଣ୍ଡବମାନେ ଯେଉଁ ସ୍ଥାନରେ କିଛି ସମୟ ପାଇଁ ବାସ କରିଥିଲେ ଠିକ୍‌ ସେହି ସ୍ଥାନରେ ଏହି ମନ୍ଦିରଟି ନିର୍ମାଣ ହୋଇଥିବା ବିଶ୍ୱାସ କରାଯାଏ। ଏହି ସ୍ଥାନକୁ ଖାଇବର ପଖ୍‌ତୁନ୍‌ଖ୍ଵା ପ୍ରଦେଶ ଜାତୀୟ […]

ଭୁବନେଶ୍ୱର: ଆରମ୍ଭ ହୋଇଛି ବିରଳ ବଳୟ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଉଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇଛି ଏବଂ ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ। ସକାଳ ୯ଟା ୪୬ ମିନିଟ୍‌ରେ ଓଡ଼ିଶାରେ ସର୍ବାଧିକ ଅଂଶ ଦେଖାଯିବ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେବ। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ […]

ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା ଭୁବନେଶ୍ୱର: ଡିସେମ୍ବର ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ଯ୍ୟୋପରାଗ । ଏହି ଦିନ ଏକ ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ । ଓଡ଼ିଶାବାସୀଙ୍କ ପାଇଁ […]

କଟକ: ବିରାଟଙ୍କ ବ୍ୟାଟ୍‌ରୁ ଏକ ବଡ଼ ପାଳି ଦେଖିବା ଲାଗି ବାରବାଟୀ ଦର୍ଶକ ୮ ବର୍ଷ ହେବ ଉତ୍ସାହ ଓ ଉତ୍କଣ୍ଠାର ସହ ଚାହିଁ ବସିଥିଲେ। ଶେଷରେ ସେମାନଙ୍କର ଏହି ଆଶା ପୂରଣ ହୋଇଛି। ପୂର୍ବରୁ ବାରବାଟୀରେ ଖେଳିଥିବା ୪ ପାଳିରୁ ମାତ୍ର ୩୪ ରନ୍ କରିଥିବା କୋହଲି ଆଜି ୮୫ ରନ୍‌ର ବିରାଟ ପାଳି ଖେଳି ସମସ୍ତଙ୍କ ମନ ଜିତିନେଇଛନ୍ତି। ତାଙ୍କ ଦାଇତ୍ୱବାନ ପାଳି ବଳରେ ହିଁ ଭାରତ […]

Social media & sharing icons powered by UltimatelySocial