ନୂଆଦିଲ୍ଲୀ : ଓମିକ୍ରନର ଉପ-ପ୍ରଜାତି ବା ସବ-ଭାରିଆଣ୍ଟ ବିଏ.୪ ଓ ବିଏ.୫ର ଆଉ କିଛି ମାମଲା ଭାରତରେ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ବିଏ.୪ର ୪ଟି ମାମଲା ଓ ବିଏ.୫ର ୩ଟି ମାମଲା ଚିହ୍ନଟ ହୋଇଛି। ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୩ ଜଣ ମହିଳା। ରାଜ୍ୟରେ ପ୍ରଥମ ଥର ପାଇଁ ଏସବୁ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, […]

ଭୁବନେଶ୍ବର: କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ବିମାନବନ୍ଦରରେ କଡ଼ାକଡ଼ି ଭାବରେ ପାଳନ କରାଯାଉଛି ବୋଲି ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯାହା ଗାଇଡଲାଇନ ଦିଆଯାଇଛି ସେ ଅନୁସାରେ ପୂର୍ବରୁ କଟକଣା ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପୂର୍ବରୁ ନିୟମ ଅନୁପାଳନ ପାଇଁ କୁହାଯାଇଛି।ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ […]

୧୬ ଦଫା ଦାବି ନେଇ କଂଗ୍ରେସର ଧାରଣା ପାପଡାହାଣ୍ଡି/ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସମ୍ମୁଖରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଓ ପାପଡାହାଣ୍ଡି ବ୍ଲକ ମହିଳା ବିଡିଓ ରଞ୍ଜିତା ମଲ୍ଲିକ ମୁହାଁ ମୁହିଁ ହୋଇଛନ୍ତି। ବିଡିଓଙ୍କୁ ସିଧାସଳଖ ଟାର୍ଗେଟ କରି ତାରା କହିଥିଲେ ମୁଁ କହୁଛି, ତୁମେ ଜଣେ ଦୁର୍ନୀତିଗ୍ରସ୍ଥ ଅଧିକାରୀ। ଏହି ବିଡିଓଙ୍କ ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଗରିବ ଲୋକଙ୍କ ଉପରେ […]

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନୌଜରେ ଥିବା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଅଳିଆ ଗଦାରୁ କୋଭିସିଲ୍‌ଡ ଟିକାର ଶତାଧିକ ଭାଏଲ ମିଳିବା ଘଟଣାକୁ କେନ୍ଦ୍ର କରି ଏବେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଏପରି ଘଟଣା କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅଧିକାରୀମାନେ ଶନିବାର ଦିନ କହିଛନ୍ତି। ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ବିନୋଦ କୁମାର ଟିକା […]

ଲକ୍ଷ୍ମୌ: ଲ‌କ୍ଷ୍ମୌ ସୀମାନ୍ତରେ ଥିବା ଇମାଲିଆ ପୁରଭାରେ ଯାଦବ ପରିବାରର ୮ଟି କୋଠରୀ ବିଶିଷ୍ଟ ବିଶାଳ ଘର ଖାଲି ପଡ଼ିଛି। ଏକ ବର୍ଷ ପୂର୍ବେ କୋଭିଡ ମହାମାରୀର ଦ୍ୱିତୀୟ ଲହର ୨୪ଦିନରେ ଏହି ପରିବାରର ଆଠ ଜଣ ସଦସ୍ୟଙ୍କ ଜୀବନ ନେଇଥିଲା। କରୋନା ଭାଇରସ ହେତୁ ଦୁଇ ଭଉଣୀ, ୪ ଭାଇ, ସେମାନଙ୍କ ମା ଏବଂ ଖୁଡ଼ିଙ୍କର ମୃତ୍ୟୁ ହୋଇଥିଲା। କିଛି ସଦସ୍ୟ ଘରୋଇ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ […]

୨୪ଘଣ୍ଟାରେ ୧୩୬୭ଜଣ କରୋନା ସଂକ୍ରମିତ ଚିହ୍ନଟ ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ। ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ରାଜଧାନୀରେ ୧୩୬୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମଣ ବୃଦ୍ଧି ହେବା ସହ ଏବେ ଦିଲ୍ଲୀରେ ସଂକ୍ରମଣ ହାର ୪.୫% ରେ ପହଞ୍ଚିଛି। ଗତକାଲି ଦିଲ୍ଲୀରେ ୧୨୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ସହ […]

ଆସନ୍ତାକାଲି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ: ପୁଣି ଲାଗୁ ହେବ କି କରୋନା କଟକଣା? କାଲି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବାର ଯୋଜନା ଥିବା ବେଳେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଛି। ଗତ କିଛି ଦିନ ହେଲାଣି ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ ଡକାଇଛନ୍ତି। ସବୁ ରାଜ୍ୟର […]

ଚେନ୍ନାଇ: ଦିଲ୍ଲୀ ଓ ପଞ୍ଜାବ ପରେ ତାମିଲନାଡୁ ସରକାର ଆଜିଠାରୁ ମାସ୍କ କଟକଣା ଆରମ୍ଭ କରିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କଠାରୁ ଜରିମାନା ଆଦାୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁରେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ମାସ୍କ ନ ପିନ୍ଧିଥିବା ବ୍ୟକ୍ତିଙ୍କ ଉପରେ ଜରିମାନା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍ କହିଛନ୍ତି ଯେ […]

ନୂଆଦିଲ୍ଲୀ : ଦେଶ ଏବେ ଧୀରେ ଧୀରେ କରୋନା ମହାମାରୀର ପ୍ରକୋପରୁ ମୁକୁଳିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର କଟକଣା ହଟାଇଦେଇଛନ୍ତି। ମାତ୍ର ଦିଲ୍ଲୀ ଓ ନିକଟବର୍ତ୍ତୀ ହରିୟାଣାରେ ପୁଣି କରୋନା ସଂକ୍ରମଣ ବଢିବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି। ଦିଲ୍ଲୀରେ ଗୁରୁବାରଦିନ ୩୨୫ଟି ନୂଆ ସଂକ୍ରମଣ ମାମଲା ଦେଖାଯିବା ପରେ ଦିଲ୍ଲୀ ସରକାର ସତର୍କ ହୋଇଯାଇଛନ୍ତି। ସେହିପରି ହରିୟାଣାରେ ଗତ ୧୪ଦିନରେ ମୋଟ ୧୨୦୦ […]

ମୁମ୍ବାଇ: ମୁମ୍ବାଇରୁ ‘ଓମିକ୍ରନ୍‌’ର ଉପ-ପ୍ରଜାତି ଏକ୍ସ୍‌ଇର ଦ୍ବିତୀୟ ମାମଲା ଚିହ୍ନଟ ହୋଇଛି। ବ୍ରିହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ନିଶ୍ଚିତ କରିଛି ଯେ ମୁମ୍ବାଇର ସାଣ୍ଟାକ୍ରୁଜରେ ରହୁଥିବା ଜଣେ ୬୭ ବର୍ଷ ବୟସ୍କ ବ୍ୟକ୍ତି ଏକ୍ସ୍‌ଇ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଜଣକ ମାର୍ଚ୍ଚ ୧୧ରେ ନିଜ କାମ ପାଇଁ ଭଦୋଦରା ଯାଇଥିଲେ। ସେଠାରେ ହୋଟେଲରେ ଏକ ସଭାରେ ଯୋଗଦେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଯେତେବେଳେ ତାଙ୍କର କୋଭିଡ୍ […]

Social media & sharing icons powered by UltimatelySocial